Latest Odisha News

BREAKING NEWS

Yearly Archives

2022

ଆସନ୍ତକାଲି ଓଡ଼ିଶା ଆସିବ ଓମିସିଓର କିଟ୍

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସିବ ଓମିସିଓର କିଟ୍ । ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣରେ ଏହି କିଟ୍ ଆସିବାକୁ ଯାଉଛି । ମେଡ଼ିକାଲ ଆଣ୍ଡ ଡ଼ାଇଗ୍ନୋଷ୍ଟିକ୍ ଲିମିଟେଡ଼ (ଟାଟା) ଏମଡ଼ି ଦ୍ୱାରା ପ୍ରସ୍ତୁତ ଏହି କିଟ ସୋମବାର ପହଞ୍ଚିବ । ଟାଟା ଏମଡ଼ି ଏହି କିଟ୍ ଓଡ଼ିଶାକୁ ଦେବ । ଏହା କରୋନାର ନୂଆ…

ଟିକେଟ୍‌ ନ ମିଳିବାରୁ ଆତ୍ମହତ୍ୟା ଉଦ୍ୟମ କଲେ ଏସ୍‌ପି ନେତା

ନୂଆଦିଲ୍ଲୀ: ସମାଜବାଦି ପାର୍ଟିର କର୍ମକର୍ତ୍ତା ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନରେ ​​ଟିକେଟ୍‌ ନମିଳିବାରୁ ଜଣେ ନେତା ଚରମ ନିଷ୍ପତ୍ତି ନେଇଛନ୍ତି। ସେ ଦଳୀୟ ଅଫିସ ବାହାରେ ହିଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଲିଗଡର ସମାଜବାଦୀ ପାର୍ଟି ନେତା ଆଦିତ୍ୟ ଠାକୁର ଟିକେଟ ନମିଳିବାରୁ ଅତ୍ୟନ୍ତ…

ସାହିତ୍ୟରେ କୃତିକୁ ପୁରସ୍କାର ମିଳୁ ବ୍ୟକ୍ତିକୁ ନୁହେଁ : ଅଚ୍ୟୁତାନନ୍ଦ ପତି

" କିଛି ବି ଲେଖିବି ଯେ କ'ଣ ଲେଖିବି ? ମୁଁ ତ ଲେଖା ଛାଡ଼ିଲିଣି । ମୋ ପିଲାମାନଙ୍କୁ କହୁଛି , ଏହା ମୋର ସ୍ନେହ ମଧ୍ୟ । ବାଧ୍ୟ କରୁଛି , ସେମାନେ ଲେଖି ଚାଲନ୍ତୁ । କଲମକୁ ଏତେ ଜୋରଦାର କରନ୍ତୁ ଯେ, ତାଙ୍କ କଲମର କାରସାଦିରେ ମୋ ହାତରୁ କଲମ ଖସିପଡ଼ୁ । ସେଥିରେ ହିଁ ମୋର ଆତ୍ମତୃପ୍ତି । "  …

କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟ୍‌ବ୍ୟାଙ୍କରୁ ସୁନା ଚୋରି ମାମଲା, ବନ୍ଧା ହେଲା ଅଭିଯୁକ୍ତ

କୋରାପୁଟ : କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କରୁ ଏକ କେଜି ୬୧୦ଗ୍ରାମ ସୁନା ଚୋରି ମାମଲାରେ କାର୍ଯ୍ୟାନୁଷ୍ଠାନ । ଚୋରି ସୁନା ଉଦ୍ଧାର କରିବା ସହ ମୁଖ୍ୟ ଅଭିଯୁକ୍ତ ଶେଖର କୁଲଦୀପଙ୍କୁ ଗିରଫ କରିଛି ପୋଲିସ । ଲକ୍ଷ୍ମୀପୁର ଏସବିଆଇ ବ୍ରାଞ୍ଚରେ ୨୦୧୪ରୁ ୨୦୨୧ ଯାଏଁ ଅସ୍ଥାୟୀ ପିଅନ ଭାବେ କାମ…

କ୍ରୁଜ ମିସାଇଲ ବ୍ରହ୍ମୋସ କ୍ଷେପଣାସ୍ତ୍ରର ହେବ ରପ୍ତାନି

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷାରେ ନୂଆ ଅଧ୍ୟାୟ । ପ୍ରଥମ ଥର ଲାଗି କ୍ରୁଜ ମିସାଇଲ ବ୍ରହ୍ମୋସ କ୍ଷେପଣାସ୍ତ୍ରର ହେବ ରପ୍ତାନି । ଫିଲିପାଇନ୍ସ ସହ ହୋଇଥିବା ୩୭୪ ନିୟୁତ ଡଲାର ପ୍ରତିରକ୍ଷା ଚୁକ୍ତି ଅନୁସାରେ ଭାରତ ଏହି କ୍ଷେପଣାସ୍ତ୍ର ରପ୍ତାନି କରିବ । ଯୁଦ୍ଧଜାହାଜ ବିଧ୍ବଂସୀ ଏହି…

କେସ ହାରିଲେ ଟେନିସ ଷ୍ଟାର ଜୋକୋଭିଚ: ଭିଜା ବାତିଲ, ଅଷ୍ଟ୍ରେଲିଆନ ଓପନରୁ ଓହରିଲେ

ମେଲବୋର୍ଣ୍ଣ: ବିଶ୍ୱର ଏକ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ ଭିଜା ବାତିଲ ମାମଲାରେ କରିଥିବା ମୋକଦ୍ଦମା ହାରି ଯାଇଛନ୍ତି । ଅଷ୍ଟ୍ରେଲିଆନ ଓପନରୁ ଓହରିବା ସହ ଫେଡରାଲ କୋର୍ଟ ଜୋକୋଭିଚଙ୍କ ଉପରେ ୩ ବର୍ଷ ଅଷ୍ଟ୍ରେଲିଆ ପ୍ରବେଶ ଉପରେ କଟକଣା ଲଗାଇଛି । କରୋନା କଟକଣାକୁ ଉଲ୍ଲଂଘନ କରିବା…

‘ଆପ୍‌’କୁ ମୋଦୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍‌) ହେଉଛି ୧୯୪୭ ପରଠାରୁ ଦେଶର ସବୁଠାରୁ ସଚ୍ଚୋଟ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦଳକୁ "ଅନେଷ୍ଟି ସାର୍ଟିଫିକେଟ୍‌" ପ୍ରଦାନ କରିଛନ୍ତି। କେଜ୍ରିୱାଲ ଗୋଆରେ…

ଦିନିକିଆ ନୂଆପଡ଼ା ଗସ୍ତରେ ପୋଲିସ ଡ଼ିଜିପି ସୁନୀଲ ବଂଶଲ

ନୂଆପଡ଼ା: ଦିନିକିଆ ନୂଆପଡ଼ା ଗସ୍ତରେ ପୋଲିସ ଡ଼ିଜିପି ସୁନୀଲ ବଂଶଲ । ଦିନ ୧୦ଟାରେ ନୂଆପଡ଼ାରେ ପହଞ୍ଚି ପ୍ରଥମେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପୋଲିସର ଭୂମିକା ସ୍ୱତନ୍ତ୍ର ରହିବ ବୋଲି ଡ଼ିଜିପି…

ରାଜସ୍ଥାନର ଏହି ଗ୍ରାମରେ ଦୁଇ ମହଲା ଘର ମନା

ଜୟପୁର: ରାଜସ୍ଥାନରେ ଏ ଭଳି ଏକ ଗ୍ରାମ ଏବେ ବି ଅଛି ଯେଉଁଠାରେ ଦୁଇ ମହଲା ଘର କରିବା ମନା । ଏଠାରେ ଯିଏ ବି ଦୁଇ ମହଲା ଘର କରିବାକୁ ଚେଷ୍ଟା କରିଛି ଅସୁବିଧାର ସମ୍ମୁଖୀନ ହୋଇଛିି । ଚୁରୁ ଜିଲ୍ଲାର ଉଡସର ଗ୍ରାମରେ ୭୦୦ ବର୍ଷ ତଳୁ ଆଉ ଦୁଇ ମହଲା ଘର ହେଉନି । ଆସନ୍ତୁ ଜାଣିବା କଣ ପାଇଁ ସେମାନେ…

ଟୋଙ୍ଗା ପରେ ଜାପାନରେ ସୁନାମୀ ଭୟ

ଟୋକିଓ: ପ୍ରଶାନ୍ତ ମହାସାଗରର ଟୋଙ୍ଗାରେ ସୃଷ୍ଟି ହୋଇଥିବା ଭୂମିକମ୍ପ ସୁନାମୀ ପରି ମହା ପ୍ରଳୟକୁ ଡାକି ଆଣିଛି । ଏହି ବିସ୍ଫୋଟ ପରେ ଜାପାନରେ ଜଳ ପ୍ରଳୟର ବିପଦ ଦେଖା ଦେଇଛି । ଶନିବାର ରାତିରେ ଜାପାନର ଅମାମି ଓଶିମା କୂଳରେ ୪ ଫୁଟରୁ ଉଚ୍ଚ ଲହରୀ ମାଡ ହେଉଛି । ହୋକାକାଇଦୋ, କୋଚ୍ଚି ଓ…