ଧର୍ମେନ୍ଦ୍ରଙ୍କୁ ସୁଶାନ୍ତ ସିଂହଙ୍କ ଜବାବ: ପ୍ରମାଣ କରି ଦେଖାଅ, ପରେ କହିବ
ଭୁବନେଶ୍ୱର: ପଦ୍ମପୁରରେ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ଉପରକୁ ଟାର୍ଗେଟ୍ କରିଥିଲେ। ବିଜେଡି ହାରିବା ଭୟରେ ନିର୍ବାଚନୀ ହିଂସା କରୁଛି, ନିରୀହ ଲୋକଙ୍କ ଉପରେ ଆକ୍ରମଣ କରୁଛି ଶାସକ ଦଳ। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଟାର୍ଗେଟ୍ କରି…