Latest Odisha News

BREAKING NEWS

Yearly Archives

2022

ପିଏମ୍‌ ମୋଦୀଙ୍କ ସୁରକ୍ଷା ତ୍ରୁଟି; ସ୍ବତନ୍ତ୍ର କମିଟି ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି। ମାମଲାର ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଡିଜି ଏବଂ…

ହାପି ବାର୍ଥ ଡ଼େ’ ହ୍ରିତିକ

ମୁମ୍ବାଇ: ବଲିଉଡ଼ର ମୋଷ୍ଟ୍ ହ୍ୟାଣ୍ଡସମ୍ ହଙ୍କ୍ ଓ ଡ଼୍ୟାସିଙ୍ଗ୍ ଷ୍ଟାରଭାବେ ପରିଚିତ ହ୍ରିତିକ୍ ରୋଶନ୍ । ଆଜି ସେ ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି । ହ୍ରିତିକ୍ ରୋଶନଙ୍କ ଷ୍ଟାଇଲ୍, ଫ୍ୟାସନ ଓ ଫିଟନେସକୁ ଆଜିବି ଲୋକେ ଅନୁସରଣ କରିବାକୁ ପସନ୍ଦ କରନ୍ତି । ଫ୍ୟାନ୍ସ, ସେଲିବ୍ରିଟି…

ସାଇନାଙ୍କ ପ୍ରତି ଆଶାଳୀନ ବୟାନ ଦେଇ ଟ୍ରୋଲ ହେଲେ ତାମିଲ ଅଭିନେତା ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ ଓ ତାମିଲ ଫିଲ୍ମର ଅଭିନେତା ସିଦ୍ଧାର୍ଥ ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇ ଟ୍ରୋଲ ହେବାରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା ଅବହେଳା ନେଇ ଅଲିମ୍ପିକ ପଦକ ବିଜେତା ସାଇନା ଟୁଇଟ…

କାଶୀ ବିଶ୍ୱନାଥ ଧାମର କର୍ମଚାରୀଙ୍କୁ ମୋଦୀଙ୍କ ବିଶେଷ ଉପହାର

ନୂଆଦିଲ୍ଲୀ: କାଶୀ ବିଶ୍ୱନାଥ ଧାମରେ ​​କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରୁ କିଛି ଖାସ୍‌ ଉପହାର ପଠାଇଛନ୍ତି। ମନ୍ଦିରରେ କାମ କରୁଥିବା ଲୋକଙ୍କ ପାଇଁ ଚପଲ ପିନ୍ଧିବା ନିଷେଧ ରହିଥାଏ। ଏଥିପାଇଁ ବିଶେଷ କରି ଶୀତଋତୁରେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ…

ମହାନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

ସୋନପୁର : ସୋନପୁରରେ ଅଘଟଣ । ସୋନପୁର ସହରର ମହାନଦୀରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ସ୍ଥାନୀୟ ପଡାର ଲୋକ ସହରରେ ଯାତ୍ରୀ ନିବାସ ସମ୍ମୁଖରେ ଥିବା ପାଚେରୀ ଘାଟ ଠାରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ସେପଟେ ଏହି ଘାଟ ନିକଟରେ ବହୁ…

ସାନ କ୍ୟୁଙ୍କୁ ୪ ବର୍ଷ କାରାଦଣ୍ଡ

ନାପିଦ୍ୱା: ମ୍ୟାନାମାର ପ୍ରତିଷ୍ଠିତ ସମାଜସେବୀ ତଥା ନେତା ଅଙ୍ଗ ସାନ କ୍ୟୁଙ୍କୁ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ନୋବେଲ ପୁରସ୍କାର ବିଜେତାଙ୍କ ବିରୋଧରେ କରୋନା ନିୟମ ଉଲ୍ଳଂଘନ ଓ ଉତେଜନା ସୃଷ୍ଟିକାରୀ ଭାଷଣର ଅଭିଯୋଗ ଆସିଥିଲା । ସେ ଦେଶରେ ମିଲିଟାରୀ ଶାସନକୁ ତୀବ୍ର ବିରୋଧ…

ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ ୫ ଲକ୍ଷରୁ ଅଧିକ ଲୋକ ବୁଷ୍ଟର ଡୋଜ୍‌ ପାଇଁ ଏଲିଜିବଲ୍‌

ଭୁବନେଶ୍ୱର: ଆଜି ସମଗ୍ର ଦେଶରେ ବୁଷ୍ଟର ଡୋଜ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋମବାର ଦିନ ଅପରାହ୍ନ ୩ ଟାରୁ ରାଜ୍ୟରେ କରୋନା ବୁଷ୍ଟର ଡୋଜ ପ୍ରକ୍ରିୟା ଆରମ୍ଭ ହେବ। ସ୍ବାସ୍ଥ୍ୟସେବା କର୍ମଚାରୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ବୁଷ୍ଟର ଡୋଜ…

ଇଣ୍ଡିଆଜ୍ ବେଷ୍ଟ ଡ଼୍ୟାନ୍ସର ସିଜିନ-୨ ବିଜେତା ହେଲେ ସୌମ୍ୟା କାମ୍ବଲେ

ମୁମ୍ବାଇ: ଡ଼୍ୟାନ୍ସ ରିଆଲିଟି ଶୋ ଇଣ୍ଡିଆଜ୍ ବେଷ୍ଟ ଡ଼୍ୟାନ୍ସର ସିଜନ ୨ର ଗ୍ରାଣ୍ଡ ଫାଇନାଲ ଏପିସୋଡ଼ ଧମାକାଦାର ହୋଇଥିଲା । ମହାରାଷ୍ଟ୍ରର ସୌମ୍ୟା କାମ୍ବଲେ ଟ୍ରଫି ଜିତି ସିଜନ-୨ର ବିଜେତା ହୋଇଛନ୍ତି । ସୌମ୍ୟାଙ୍କୁ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ତରଫରୁ ୧୫ଲକ୍ଷ ଟଙ୍କାର ଚେକ ଏବଂ କାର ସହ…

ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ ଶିଖର ଛୁଇଁପାରେ କରୋନା ତୃତୀୟ ଲହର

ଭୁବନେଶ୍ୱର: ଜାନୁଆରୀ ଶେଷ ସୁଦ୍ଧା ଓଡ଼ିଶାରେ କରୋନା ତୃତୀୟ ତରଙ୍ଗ ଶିଖର ଛୁଇଁପାରେ ବୋଲି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ସୋମବାର କହିଛନ୍ତି। ସେ କହିଛନ୍ତି, " ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ଯେ ଜାନୁଆରୀ ୧୫ ସୁଦ୍ଧା ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ମାମଲା ସର୍ବାଧିକ…

ରାୟଗଡ଼ା MITS ଇଞ୍ଜିନିୟରିଂ କଲେଜର ୪୯ ଛାତ୍ରଛାତ୍ରୀ କରୋନା ପଜିଟିଭ୍

ରାୟଗଡ଼ା: ଶିକ୍ଷାନୁଷ୍ଠାରେ ମାଡୁଛି କରୋନା । ଛାତ୍ରଛାତ୍ରୀ ଓ କର୍ମଚାରୀ ପଜିଟିଭ୍ ବାହାରୁଛନ୍ତି । ରାୟଗଡ଼ାରେ ଥିବା ମଝିଘରିଆଣୀ ଇନିଷ୍ଟଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏଣ୍ଡ ସାଇନ୍ସର (MITS) ୪୯ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ଗତ ୬ ତାରିଖ ଦିନ ୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ…