Latest Odisha News

BREAKING NEWS

Yearly Archives

2022

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା । ଏପଟେ ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ୪୨୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତ ହୋଇ ଆଉ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି…

‘ବୁଲି ବାଇ’ ଆପ୍‌ ବିରୋଧରେ ସଙ୍ଗୀନ ଅଭିଯୋଗ; ମୁସଲିମ୍‌ ମହିଳାଙ୍କ ଫଟୋକୁ କରାଯାଉଛି ନିଲାମ

ନୂଆଦିଲ୍ଲୀ: ବାସ୍ତବରେ, 'ବୁଲି ବାଇ' ନାମକ ଏକ ଆପରେ ମୁସଲମାନ ମହିଳାମାନଙ୍କ ଫଟୋକୁ ଅପବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ସୋସିଆଲ ମିଡିଆରେ ହ୍ୟାସଟ୍ୟାଗ ଭାବରେ ମଧ୍ୟ ବ୍ୟବହାର କରାଯାଉଛି। ମହିଳା ସାମ୍ବାଦିକ ଅଭିଯୋଗ କରିଛନ୍ତି ଯେ ତାଙ୍କ ପ୍ରତି ମଧ୍ୟ ସମାନ କାର୍ଯ୍ୟ…

ଜମ୍ମୁ-କଶ୍ମୀରରେ ଫାରୁକ, ଓମାର ଓ ମେହବୁବା ଗୃହବନ୍ଦୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କୁ ଗୃହବନ୍ଦୀ କରାଯାଇଛି । ଜମ୍ମୁ ଅଂଚଳରେ ୬ଟି ଏବଂ କଶ୍ମୀରରେ ଗୋଟିଏ ବିଧାନସଭା ଆସନ ବୃଦ୍ଧିକୁ ବିରୋଧ କରି ଆନ୍ଦୋଳନ ଆରମ୍ଭ କରୁଥିଲେ । ପିପୁଲ୍ସ ଆଲିଆନ୍ସ ଫର ଗୁପକାର…

ଏବେ ଖୋଲିବନି ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ, ନିଷ୍ପତ୍ତି ସାମୟିକ ସ୍ଥଗିତ

ଭୁବନେଶ୍ୱର: ଏବେ ଖୋଲିବନି ପ୍ରାଥମିକ ସ୍କୁଲ । ବଦଳିଲା ନିଷ୍ପତ୍ତି । ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ନିଷ୍ପତ୍ତି ସାମୟିକ ସ୍ଥଗିତ ରଖିଛନ୍ତି ସରକାର। ଆସନ୍ତାକାଲିଠୁ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ସରକାର ଘୋଷଣା କରିଥିଲେ । ତେବେ ଗତ ଦୁଇ ଦିନରେ ରାଜ୍ୟରେ କରୋନା…

ଗୁଡ଼ି ଉଡ଼ାରୁ ଗୋଷ୍ଠୀ ସଂଘର୍ଷ, ୩ ଜଣ ଆହତ

ବାଲେଶ୍ୱର: ଗୁଡ଼ି ଉଡ଼ାଇବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଦୁଇ ପରିବାର ଭିତରେ ଗଣ୍ଡଗୋଳ । ଗୋଷ୍ଠୀ ସଂଘର୍ଷରେ ବାପା, ପୁଅ ସମେତ ୩ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ବାଟେଶ୍ୱର ବେହେରା ସାହିରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି । ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ରାଜ୍ୟରେ ବଢୁଛି କରୋନା ପଜିଟିଭ୍ ସଂଖ୍ୟା, ୨୪ଘଣ୍ଟା ଭିତରେ ୪୨୪ଜଣ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୨୪୯ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୧୭୫ଜଣ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ…

ରାଜଧାନୀରେ ଆରମ୍ଭ ହେଲାଣି କରୋନା ତୃତୀୟ ତରଙ୍ଗ!

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ କରୋନାର ଓମିକ୍ରନ୍ ମାମଲା ବଢିବାରେ ଲାଗିଛି। ବର୍ଦ୍ଧିତ ମାମଲା ହେତୁ ସରକାର ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ପୁଣି ଥରେ ବୃଦ୍ଧି ପାଇଛି। ଦିଲ୍ଲୀରେ ସଂକ୍ରମଣ ହାର ଆଜି ୩.୬୪ ପ୍ରତିଶତକୁ ବୃଦ୍ଧି ପାଇଛି। ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି…

ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବେ, କେଉଁଠୁ ପ୍ରାର୍ଥୀ ହେବେ ଜାଣନ୍ତୁ

ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ଲଢ଼ିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆସନ୍ତାବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ଏଥିରେ ସେ ପ୍ରାର୍ଥୀ ହେବେ ବୋଲି ସୂଚନା ମିଳିଛି । ତେବେ ଯୋଗୀ ଆଦିତ୍ୟନାଥ କେଉଁ ଆସନରୁ ଲଢ଼ିବେ ତା ସ୍ପଷ୍ଟ ହୋଇନି । ଚର୍ଚ୍ଚା ହେଉଛି…

ନୂଆବର୍ଷରେ ଲାଲବାହିନୀ ହାତ ଛାଡିଲେ ୪୪ ମାଓବାଦୀ

ମାଲକାନଗିରି: ନୂଆବର୍ଷରେ ନୂଆ ସଂକଳ୍ପ । ନକ୍ସଲ ବାହିନୀର ହାତ ଛାଡିଲେ ୪୪ ମାଓବାଦୀ । ଲାଲଗଡର ଅନ୍ଧାରି ଦୁନିଆକୁ ତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି ୯ ମହିଳାଙ୍କ ସମେତ ୪୪ ଜଣ ନକ୍ସଲପନ୍ଥୀ । ମାଲକାନଗିରି ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲା ପୋଲିସ ନିକଟରେ ସେମାନେ…

ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ନୂଆବର୍ଷ ଆରମ୍ଭରୁ ପୋଲିସ ଇନଫର୍ମର ସନ୍ଦେହରେ ମୁଣ୍ଡ ନେଲା ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏହି ହିଂସା କାଣ୍ଡ ଘଟିଛି ।…