Latest Odisha News

BREAKING NEWS

Yearly Archives

2022

ପୁରୀରେ ଚଳିତ ମାସ ୨୩ ଓ ୨୪ରେ ଆୟୋଜିତ ହେବ କ୍ଷୁଦ୍ର ନିଯୁକ୍ତି ମେଳା

ପୁରୀ : ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୁଦ୍ର ନିଯୁକ୍ତି ମେଳା ଚଳିତ ମାସ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ହେବ। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପରାମର୍ଶ କ୍ରମେ ଏହି ନିଯୁକ୍ତି ମେଳା ୨୩ ତାରିଖରେ ପୁରୀ ସରକାରୀ ଆଇଟିଆଇ ପରିସରରେ ଓ ୨୪ରେ ପିପିଲି କଲେଜ…

ଖାଇକୁ ଖସିପଡ଼ିଲା କାର, ୧୨ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଶୁକ୍ରବାର ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟାଟା ସୁମୋ କାର ନିୟନ୍ତ୍ରଣ ହରାଇ ଖାଇକୁ ଖସିପଡିବାରୁ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ କାରଟି  ୬୦୦ ମିଟର ଗଭୀର ଘାଟିରେ ଖସିପଡିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ଗାଡି ନମ୍ବର…

ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଭୂମିକା କରିବେ ପଙ୍କଜ ତ୍ରିପାଠୀ

ମୁମ୍ବାଇ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅଟଳ ବିହାରୀଙ୍କ ଜୀବନୀ ଉପରେ ଏକ ଫିଲ୍ମ ନିର୍ମାଣ ହେଉଛି । ଦି ଅନଟୋଲ୍ଡ ବାଜପେୟୀ: ପଲିଟିକ୍ସ ଆଣ୍ଡ ପ୍ୟାରାଡକ୍ସ ପୁସ୍ତକ ଉପରେ ଏହା ଆଧାରିତ । ଅଟଳଙ୍କ ଭୂମିକା ବଲିଉଡର ପ୍ରତିଷ୍ଠିତ ଅଭିନେତା ପଙ୍କଜ ତ୍ରିପାଠୀ…

ବିଶ୍ୱକପ ଫୁଟବଲ: ପୋଲାଣ୍ଡ ଖେଳାଳିଙ୍କୁ ନେଇ ଯାଉଥିବା ବିମାନକୁ ଏସ୍କର୍ଟ କରି ନେଲେ ଏଫ୧୬ ଯୁଦ୍ଧ ବିମାନ

ଦୋହା: ଫିଫା ବିଶ୍ୱକପ ପାଇଁ ପ୍ରାୟ ସମସ୍ତ ଟିମ କତାରରେ ପଂହଚି ସାରିଲେଣି । ତେବେ ପୋଲାଣ୍ଡ ଟିମକୁ ନେଇ ଆସୁଥିବା ବିମାନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଖେଳାଳିମାନଙ୍କୁ ନେଇ ଆସୁଥିବା ବିମାନ କାତାର ଉପରେ ଦେଇ ଗଲା ବେଳେ ସେମାନଙ୍କୁ ଏଫ୧୬ ଯୁଦ୍ଧ ବିମାନ ଏକ୍ସର୍ଟ କରି ନେଇଥିଲେ ।…

ପାରାଦୀପରେ ଦେଶର ୯ଟି ବୃହତ ବନ୍ଦରକୁ ନେଇ ସାଂସ୍କୃତିକ ମିଳନ

ପାରାଦୀପ: ଦେଶର ୯ଗୋଟି ବୃହତ ବନ୍ଦରର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ପାରାଦୀପରେ ଆୟୋଜିତ ହୋଇଛି ୨୨ତମ ସର୍ବଭାରତୀୟ ସାଂସ୍କୃତିକ ମିଳନ । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରେ ଘଟିଥିବା ଘଟଣାବଳୀକୁ ନାଟକ ମାଧ୍ୟମରେ ନିଛକ ଭାବେ ପ୍ରଦର୍ଶିତ କରିଛନ୍ତି ବନ୍ଦରର କଳାକାର ।…

ଏସିଆନ କପ ଟିଟିରେ ଇତିହାସ ରଚିଲେ ଭାରତର ମାନିକା

ବ୍ୟାଙ୍କକ: ଚଳିତ ଏସିଆନ କପ ଟେବୁଲ ଟେନିସ ଟୁର୍ଣ୍ଣାମେଂଟରେ ଇତିହାସ ରଚିଛନ୍ତି ଭାରତର ଷ୍ଟାର ମହିଳା ଖେଳାଳି ମାନିକା ବାତ୍ରା । ସେ ପ୍ରଥମ ଭାରତୀୟ ମହିଳା ଭାବେ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିବା ଗୌରବ ଅର୍ଜନ କରିଛନ୍ତି । କ୍ୱାର୍ଟର ଫାଇନାଲରେ ସେ ଚାଇନିଜ ତାଇପେର ଚେନ ସୁ…

ବାଲ୍ୟବିବାହ ନିରୋଧ ସମ୍ପର୍କରେ କର୍ମଶାଳା ଅନୁଷ୍ଠିତ

ପୁରୀ :  ଆଜି ପୂର୍ବାହ୍ନ ରେ ଜିଲ୍ଲା ପ୍ରଶାସନ, ୟୁନିସେଫ୍, ଆକ୍ସନ ଏଡ୍ ,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ବାଲ୍ୟବିବାହ ନିରୋଧ ସମ୍ପର୍କରେ ଏକ କର୍ମଶାଳା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ…

ଷଡଯନ୍ତ୍ର: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଗୁପ୍ତ ସୂଚନା ପାକିସ୍ତାନକୁ ଯୋଗାଉଥିଲା କାର୍ଯ୍ୟରତ ଡ୍ରାଇଭର

ନୂଆଦିଲ୍ଲୀ: ଭାରତର ସୁରକ୍ଷା ଏଜେନ୍ସି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ଜଣେ ଡ୍ରାଇଭରକୁ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଗିରଫ କରିଛନ୍ତି । ପାକିସ୍ତାନର ଆଇଏସଆଇ ତାଙ୍କୁ ପ୍ରଥମେ ହନୀ ଟ୍ରାପରେ ଫସାଇଥିଲା । ଏହା ପରେ ଗୁପ୍ତ ତଥ୍ୟ ଯୋଗାଇବାକୁ ବାଧ୍ୟ କରାଇଥିଲା ।…

‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନକୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଚଳଚ୍ଚିତ୍ର ‘ଦମନ’ ହେଲା ଟିକସ ମୁକ୍ତ । ଓଡ଼ିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ  କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦମନ’ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି । ବାସ୍ତବ ଜୀବନରେ ମାଲକାନଗିରିର…

ପ୍ରେୟସୀଙ୍କ ମୁଦିରେ ସାରା ବ୍ରହ୍ମାଣ୍ଡ ରଖିଦେଲେ ପ୍ରେମିକ; ଫଟୋ ଭାଇରାଲ

ଗହଣା ପୁଣି ୟୁନିକ୍ ଷ୍ଟାଇଲର  । କାହାକୁ ବା ଭଲ ନ ଲାଗିବ ? ବିଶେଷକରି ଡିଜାଇନର ମୁଦି ସମସ୍ତଙ୍କର ପସନ୍ଦ । ଆଉ ସେ ଯଦି ନିର୍ବନ୍ଧ ମୁଦି ହୋଇଥାଏ ତେବେ ତାର ଡିଜାଇନ କେମିତି ହେବ, କେଉଁ ଡାଇମଣ୍ଡ ଲାଗିବ ସେଥିନେଇ ସମସ୍ତଙ୍କର ଉତ୍କଣ୍ଠା ଥାଏ । ସେଥିପାଇଁ ମୁଦିର ଡିଜାଇନ ବାଛିବା ପାଇଁ…