Latest Odisha News

BREAKING NEWS

Yearly Archives

2022

ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାପାଇଁ ମିଳିଲାନି ଅନୁମତି, ଜଗବନ୍ଧୁଙ୍କୁ ମିଳିଲା ୪ ଦିନ

ଭୁବନେଶ୍ଠର: ପୁଣି ରିମାଣ୍ଡରେ ଯିବେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ଆଜିଠୁ ୪ ଦିନିଆ ରିମାଣ୍ଡରେ ତାଙ୍କୁ ନେବ ଇଡି । ପ୍ରଥମେ ଜଗବନ୍ଧୁଙ୍କ  ୯ ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା ଇଡି । ଗତକାଲି ଏହି ୯ ଦିନିଆ ରିମାଣ୍ଡର ଅବଧି ଶେଷ ହୋଇଥିଲା। ତେଣୁ ଗତକାଲି ଇଡି ତାଙ୍କୁ…

ଅନ୍ୟ ପ୍ରଜାତି ତୁଳନାରେ ବେଶୀ ସଂକ୍ରାମକ ବିଏଫ.୭

ନୂଆଦିଲ୍ଲୀ: ଚୀନରେ ଅଣାୟତ୍ତ ହେଉଛି କରୋନା । କୋଭିଡ କଟକଣା ହଟିବା ପରେ ସ୍ଥିତି ସମ୍ପୂଣ୍ଣର୍ ବିଗିଡି ଯାଇଛି । ଦିନକରେ ବିଶ୍ୱରେ ସର୍ବାଧିକ କୋଭିଡ୍ ସଂକ୍ରମିତ ଚୀନରେ ଚିହ୍ନଟ ହୋଇଛନ୍ତି ।   ଚଳିତ ସପ୍ତାହର ଗୋଟିଏ ଦିନରେ ଚୀନରେ ପାଖାପାଖି ୩୭ ମିଲିୟନ୍ ଲୋକ କୋଭିଡ ଆକ୍ରାନ୍ତ ହୋଇଥିବା…

କବିତା : ଏମିତି ଜୀବନ

ଉମାକାନ୍ତ ଦାସ ଜୀବନ ଉଦ୍ଯାନେ ଫୁଟେ କେତେ ଫୁଲ ଫୁଟେ ପୁଣି କେତେ କଢି, କେ ବାସ ଚହଟେ ନ ଦେଖି କିରଣ ଗଛୁ ଯାଏ କିଏ ଝଡି।। ଜନନୀ ଜଠରୁ ଆସିଥିଲା ଯେବେ ଦେଇଥିଲା ରାଆ ରଡି, ରାମ ନାମ ନେଇ ସମାଜ କଲ୍ଯାଣେ ଉଠିବ ସେ ପୁଣି ଭିଡି ।। ଶୈଶବୁ କିଶୋର ହେଲା ପରେ ତାକୁ ଯୌବନ…

ଭାଷା ଭାଗବତ : ଆମର କର୍ତବ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚିଂତା ହୋଇଲେ ଅଣାୟତ୍ତ ମନ ବି ହୁଏ ଆଂଦୋଳିତ ଅଯଥା କ୍ଷୁବ୍‌ଧ ଓ ବିଭ୍ରାଂତ ମଥା ବି ହୁଏ ପରିଶ୍ରାଂତ ଦୁଶ୍ଚିଂତା କଲେ ଶୀଘ୍ର ଦୂର ମନ ବି ହୁଏ ପରିଷ୍କାର ମର୍ଯାଦା ବଢ଼ଇ ବ୍ୟକ୍ତିର ହୁଏ ବହୁତ ଉପକାର ସ୍ମୃତିରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା ଅବସରରେ ଆମେ ଏବେ ପହଞ୍ଚି ଯାଇଛେ ଏକ ଗୁରୁତ୍ୱପୂର୍ଣ ମନ୍ଦିର ନିକଟରେ "ଶ୍ରୀ ନୀଳମାଧବ "ମନ୍ଦିର। ପାଖରେ, ପଞ୍ଚଶକ୍ତି ବା ମା…

ଆପଣଙ୍କୁ ଧନୀ କରାଇବ କଦଳୀ ଗଛ, କିପରି ଜାଣନ୍ତୁ….

ହିନ୍ଦୁ ଧର୍ମରେ ପୂଜା ପାଠ ଉପରେ ଆମେ ଅଧିକ ଗୁରୁତ୍ୱ ଦେଇଥାଉ  । ବିଶେଷ କରି ବିଭିନ୍ନ ବୃକ୍ଷଲତା ଉପରେ ବିଶ୍ୱାସ ରଖିଥାଉ । ବୃକ୍ଷଲତାରେ ଦେବୀ ଦେବତାଙ୍କ ବାସ ରହିଛି ବୋଲି ଆମେ ମାନିଥାଉ । ଏହାସହ କିଛି ସ୍ୱତନ୍ତ୍ର ବୃକ୍ଷଲତାଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଦେବୀ ଦେବତାଙ୍କ ବିଶେଷ…

ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ପରି ଓଟିଟି ପ୍ଲାଟଫର୍ମର ପାସୱାର୍ଡ ସେୟାର କଲେ ହେବ ଜେଲ୍ ଦଣ୍ଡ!

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ପରି ଓଟିଟି ପ୍ଲାଟଫର୍ମର ପାସୱାର୍ଡ ସାଙ୍ଗ ଏବଂ ସମ୍ପର୍କୀୟଙ୍କ ସହ ସେୟାର କରନ୍ତି କି? ଯଦି ହଁ, ତେବେ ଜାଣନ୍ତୁ ଯେ ଏବେ ଏପରି କଲେ ଆପଣଙ୍କୁ ଜେଲ ହୋଇପାରେ । ଆପଣ କୋର୍ଟ କଚେରୀ ଦୌଡ଼ିପାରନ୍ତି। ତଥାପି ଏପରି ନିୟମ ବ୍ରିଟେନରେ…

ପିଏ ଦେବନାରାୟଣ ପଣ୍ଡା ହତ୍ୟା ମାମଲା, ବଢ଼ିଲା ଆଇଏଏସ ମନୀଷ ଅଗ୍ରଓ୍ୱାଲଙ୍କ ଅଡ଼ୁଆ

ମାଲକାନଗିରି: ଚକ୍ରାନ୍ତ କରି ହତ୍ୟା ମାମଲାକୁ ଚାପି ଦେଇଥିଲେ । ହେଲେ କୋର୍ଟଙ୍କ ଛାଟ ପାଇଁ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲଙ୍କ ପିଏର ହତ୍ୟା ମାମଲାର ଶୁଣାଣି ହେବ ବୋଲି ସ୍ପଷ୍ଟ ହୋଇଛି । ହତ୍ୟା ଅଭିଯୋଗ ଆସିଥିବା ଆଇଏଏସ ମନୀଷ ଅଗ୍ରଓ୍ୱାଲ ଏବେର ଯୋଜନା ଓ ସମନ୍ୱୟ…

ଦ୍ୱିତୀୟ ଥର ପାଇଁ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଇଡି ରିମାଣ୍ଡରେ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ପିଏମଏଲଏ ଆକ୍ଟରେ ଗିରଫ କରିବା ପରେ ଦ୍ୱିତୀୟ ଥର ପାଇଁ ତିନି ଦିନିଆ ରିମାଣ୍ଡରେ ନେଇଛି । ଇଡି କୋର୍ଟରେ 5 ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା। ହେଲେ କୋର୍ଟ ଡିସେମ୍ବର 26 ଯାଏ ରିମାଣ୍ଡରେ ନେବାକୁ…

ହକି ବିଶ୍ୱକପ୍ ପରେ ତିନି ଲେନ୍ ବିଶିଷ୍ଟ ଆରଓବିର କାର୍ଯ୍ୟ ଆରମ୍ଭ ହେବ

ଭୁବନେଶ୍ୱର: ବାଣୀବିହାର ଆରଓବି ଏବଂ ଭୁବନେଶ୍ୱର ରେଳଷ୍ଟେସନର ଉନ୍ନୟନ କାର୍ଯ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଲୋକସେବା ଭବନରେ ସମୀକ୍ଷା କରିଛନ୍ତି । ହକି ବିଶ୍ୱକପ ପରେ ପ୍ରସ୍ତାବିତ ତିନି ଲେନ ବିଶିଷ୍ଟ ବାଣୀ ବିହାର ଆରଓବି ର କାର୍ଯ୍ୟ ଆରମ୍ଭ କରିବା ପାଇଁ ଶ୍ରୀ ମହାପାତ୍ର…