Latest Odisha News

BREAKING NEWS

Yearly Archives

2022

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସମ୍ମୁଖରୁ ଆସନ୍ତୁ ପ୍ରବେଶ କରିବା ଓ ଜାଣିବା ପ୍ରଭୁଙ୍କୁ ଘେରି ରହିଥିବା ପାର୍ଶ୍ଵ ଦେବାଦେବୀଙ୍କ ସମ୍ପର୍କରେ । ଖାଲି ଦେବlଦେବୀଙ୍କ ସମ୍ପର୍କରେ…

ଓଡ଼ିଶାକୁ ବାତ୍ୟା ପ୍ରଭାବ ଅଛି କି ନାହିଁ ? ତିନି ଦିନ ପରେ ସ୍ପଷ୍ଟ ହେବ

ଭୁବନେଶ୍ବର: ଆଉ ଚାରି ଦିନ ପରେ ବାତ୍ୟା ହେବ କି ନାହିଁ ଏହାକୁ ନେଇ ଏହାକୁ ନେଇ ଦେଶ ବିଦେଶର ପାଣିପାଗ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ବାତ୍ୟା ହେବ ବୋଲି କଛି ସଂସ୍ଥା ଆକଳନ କରିଥିବା ବେଳେ କିଛି ବିଶେଷଜ୍ଞ କହୁଛନ୍ତି 22 ତାରିଖରେ ସ୍ପଷ୍ଟ ହେବ । …

କଟକ ସମେତ ଦେଶର ୧୫ଟି ସହରରେ ଟ୍ରାଇ ପକ୍ଷରୁ କରଗଲା ଡ୍ରାଇଭ ଟେଷ୍ଟ

ନୁଆଦିଲ୍ଲୀ:  ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ ସହାୟତାରେ କଟକ ସମେତ ଦେଶର ୧୫ଟି ସହରରେ ଡ୍ରାଇଭ ଟେଷ୍ଟ କରାଯିବା ସହିତ ଏହାର ରିପୋର୍ଟ ଜାରି କରାଯାଇଛି । ଭଏସ ଏବଂ ଡାଟା ସେବା ପାଇଁ ନେଟୱର୍କର ଗୁଣବତ୍ତା ଆକଳନ କରାଯାଇଛି । ଏହା…

ଜିନିପିଙ୍ଗଙ୍କୁ ଗୋଡ଼ାଉଛି ଗଲଓ୍ବାନ ଚୀନ ସେନା ଭୂତ: ଜାତୀୟ ଅଧିବେଶନରେ ଦେଖାଇଲେ ଭିଡିଓ

ବେଜିଂ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଗଲଓ୍ବାନରେ ମୃତ୍ୟୁ ହୋଇଥିବା ଚୀନ ସେନାଙ୍କ ଭୂତ ପିଛା ଛାଡୁନି । ନିଜ ଦେଶରେ ଏହି ସଂଘର୍ଷକୁ ପ୍ରଥମରୁ ଲୁଚାଇ ଥିବାରୁ ନିଜ ଦେଶବାସୀଙ୍କ ଦ୍ବାରା ସମାଲୋଚନା ହେବା ପରେ ଏବେ ନିଜ ଦେଶର ଲୋକଙ୍କ ରାଗ କମାଇବା ପାଇଁ ଆଜି ସେହି ଚୀନ ସୈନିକଙ୍କୁ…

ବ୍ରାଜିଲ ଠାରୁ ୫-୦ରେ ହାରିଲା ଭାରତ, ତିନୋଟି ମ୍ୟାଚରେ ଗୋଟିଏ ବି ଗୋଲ ଦେଇପାରିଲାନି

ଭୁବନେଶ୍ବର: ଆଜି କଳିଙ୍ଗ ଷ୍ଟାଡିୟମରେ ଅଣ୍ଡର ୧୭ ମହିଳା ଫୁଟବଲ ମ୍ୟାଚର ଶେଷ ମ୍ୟାଚରେ ଭାରତ ବ୍ରାଜିଲଠାରୁ ପରାଜିତ ହୋଇଛି । ଆମେରିକା ଓ ମରକ୍କୋ ଠାରୁ ପରାଜିତ ହେବା ପରେ ପୁଣି ତୃତୀୟ ମ୍ୟାଚରେ ଆଜି ବ୍ରାଜିଲଠାରୁ ହାରିଛି  ଭାରତୀୟ ୧୭ ବର୍ଷରୁ କମ୍ ମହିଳା ଫୁଟବଲ ଦଳ । ବ୍ରାଜିଲଠାରୁ ୫-୦…

ମୋତେ ଜେଲକୁ ପଠାଇ ଦିଲ୍ଲୀରେ ପଦ୍ମ ଫୁଟାଇବାକୁ ବିଜେପି ଚାହୁଁଛି: ସିସୋଦିଆ

ନୂଆଦିଲ୍ଲୀ: ‘ସିବିଆଇ’ ଅଧିକାରୀଙ୍କ ୯ ଘଣ୍ଟାର ଜେରା ପରେ ସିବିଆଇ ମୁଖ୍ୟାଳୟରୁ ଘରକୁ ଫେରିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ତାଙ୍କୁ ସିବିଆଇ ଫସାଇବାକୁ ଚେଷ୍ଟା କରୁଛି ଏବଂ ଦିଲ୍ଲୀରେ ଫଦ୍ମ ଫୁଟାଇବାକୁ ଚାହୁଁଛି ବିଜେପି ବୋଲି କହିଛନ୍ତି ସିସୋଦିଆ । ସେ ଆହୁରି…

ମାଆ ନାମରେ ଥାନାରେ ଅଭିଯୋଗ କଲା କୁନି ବାଳକ: କଜ୍ଜ୍ୱଳ ଲଗାଇବାକୁ କହୁଛି, ଚକୋଲେଟ ନେଇ ଯାଉଛି

ବୁରହାନପୁର: ମଧ୍ୟପ୍ରଦେଶର ବୁରହାନପୁରର ଏକ ମଜାଦାର ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଗୋଟିଏ ୩ ବର୍ଷରୁ ଶିଶୁ ତା ମାଆ ନାମରେ ଥାନାରେ ଅଭିଯୋଗ କରିଛି । ଯାହାର ଭିଡିଓ ସମସ୍ତଙ୍କୁ ମଜା ଲାଗୁଛି । ଘଟଣାଟି ଏହିପରି.. ବୁରହାନପୁର ଥାନାର ଏସଆଇ ପ୍ରିୟଙ୍କାଙ୍କ ନାୟକଙ୍କ…

ଆର ପାରିରେ ଆଧୁନିକ ଭାଗିରଥୀ

ବାଙ୍ଗାଲୋର: ପଣ୍ଡ ମ୍ୟାନ ଓ ୱାଟର ୱାରିୟର ଭାବେ ପରିଚିତ କଲମାନେ କାମେଗୌଡାଙ୍କ ଆଜି ୮୨ ବର୍ଷରେ ପରଲୋକ ହୋଇଯାଇଛି । ଏହି ଜଳ ଯୋଦ୍ଧାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତରେ ତାଙ୍କୁ ପ୍ରଶଂସା କରିଥିଲେ । ମାଣ୍ଡ୍ୟାର ଦସନାଦୋଡ୍ଡୀ ଗ୍ରାମର କାମେଗୌଡା…

ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଲେ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପରବର୍ତ୍ତି ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ ଦେଶର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ…

ଓଡ଼ିଶା ନିବେଶକ ସମ୍ମିଳନୀ: ଶିଳ୍ପପତି, ସିଇଓଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର :  ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀରେ ପୁଞ୍ଜି ନିବେଶ କରିବା ପାଇଁ ନିବେଶକଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ବିଦେଶର ବିଶିଷ୍ଟ ପୁଞ୍ଜିପତିଙ୍କୁ ଭେଟି ରାଜ୍ୟରେ ନିବେଶ ପାଇଁ ବୁଝାଉଛନ୍ତି । ଓଡ଼ିଶାକୁ ଆସି ପୁଞ୍ଜି ନିବେଶ କରିବା ପାଇଁ …