ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ ଅଫିସ ତରଫରୁ ସଚେତନତା କାର୍ଯ୍ୟକ୍ରମ
ବାଲେଶ୍ବର: ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ ଅଫିସ ଦ୍ୱାରା ୟୁକୋ ବ୍ୟାଙ୍କର ଏଲ.ଡି.ଏମ୍ ବିଶ୍ଵଜିତ ଶତପଥୀ ଙ୍କ ସକ୍ରିୟ ସହଯୋଗରେ ବାଲେଶ୍ଵରରେ ଏକ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କ ର ଓଡିଶା ର ଲୋକପାଳ(Ombudsman) ପଙ୍କଜ…