ରାଜ୍ୟ ସରକାର ୨ ହଜାର ସ୍କୁଲରେ ବାଣ୍ଟିବେ ୪୩ ହଜାର ଫୁଟବଲ୍
ଭୁବନେଶ୍ବର: ଆସନ୍ତାକାଲିଠାରୁ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ଅଣ୍ଡର 17 ମହିଳା ଫିଫା ବିଶ୍ବକପ । ପ୍ରଥମ ଥର ପାଇଁ ଓଡ଼ିଶାରେ ଫିଫା ବିଶ୍ବକପ ଆୟୋଜିତ ହେବାକୁ ଯାଉଥିବା ବେଳେ ଏଥିପାଇଁ ଫୁଟବଲ ପ୍ରେମୀମାନେ ବେଶ ଉତ୍ସାହିତ ଅଛନ୍ତି । ଏହି ଅବସରରେ ରାଜ୍ୟରେ ଫୁଟବଲ ଖେଳର ବିକାଶ ଓ…