Latest Odisha News
Yearly Archives

2022

ଜେଏସପି ଫାଉଣ୍ଡେସନର ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶ ସହାୟତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ସମାଜର ଦୁର୍ବଳ ବର୍ଗର ମହିଳା ଏବଂ ବାଳିକାଙ୍କୁ ସେମାନଙ୍କ ଉଚ୍ଚ ଶିକ୍ଷା ଏବଂ ଦକ୍ଷତା ତାଲିମ ପାଇଁ ଆର୍ଥିକ ସହାୟତା ପରିସରକୁ ବିସ୍ତାର କରି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସିଏସଆର ସଂସ୍ଥା ଜେଏସପି ଫାଉଣ୍ଡେସନ ଆଜି ଯଶସ୍ଵୀ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ଆରମ୍ଭ କରିଛି ।…

ଜେଲରୁ ବାହାରିବେ ବିକନୀ କିଲର ଶୋଭରାଜ

କାଠମାଣ୍ଡୁ: ବିକନୀ କିଲର ଭାବେ କୁଖ୍ୟାତ ଫ୍ରାନ୍ସର ଚାର୍ଲସ ଶୋଭରାଜ ଜେଲରୁ ବାହାରିବେ । ବୁଧବାର ନେପାଳ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେବ ପରେ ୭୦ ଦଶକର କେତେକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଆଖି ସାମ୍ନାରେ ଲୋକଙ୍କର ନାଚି ଉଠିଛି । ଦୁଇ ଆମେରିକୀୟ ପର୍ଯ୍ୟଟକଙ୍କ ହତ୍ୟା କରିବା ଅଭିଯୋଗରେ…

ରାଜ୍ୟ ବାହାରୁ ୧୦୩ ସୁପର ସ୍ପେସାଲିଟି ହସ୍ପିଟାଲ୍ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ

ଭୁବନେଶ୍ୱର: ‘‘ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶା’’ର ସଫଳ ରୂପାୟନ ଦିଗରେ ଅନ୍ୟ ଏକ ବଡ଼ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ୧୦୩ ଟି ସୁପର ସ୍ପେସାଲିଟି ହସ୍ପିଟାଲ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ) ଅନ୍ତର୍ଭୁକ୍ତ କରିଛନ୍ତି। ଓଡ଼ିଶା ହେଲ୍ଥ୍ ଆସୁରାନ୍ସ୍…

ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଉତରାଖଣ୍ଡର ପ୍ରଥମ ଇନିଂସ ଅଗ୍ରଣୀ

ଡେରାଡୁନ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ପ୍ରଦର୍ଶନ ସେ ଭଳି ସନ୍ତୋଷଜନକ ହୋଇପାରୁ ନାହିଁ । ଏଠାରେ ଚାଲିଥିବା ଏଲିଟ ଗ୍ରୁପ ଏର ଏକ ମ୍ୟାଚରେ ଓଡିଶା ବିପକ୍ଷରେ ଉତରାଖଣ୍ଡ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୨୧୩ ରନ ଜବାବରେ ଉତରାଖଣ୍ଡ ଦ୍ୱିତୀୟ ଦିବସ…

‘ଗୋବିନ୍ଦ ସାହୁ ଆତ୍ମହତ୍ୟା ବିଜେଡିର ସାକ୍ଷୀ ସଫେଇ ଅଭିଯାନ’, ବିଜେଡି ବିଧାୟକ କହିଲେ ଆଇନ୍ ତା ବାଟରେ…

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ହତ୍ୟା କରାଯାଇଛି। ବୁଧବାର ବିରୋଧୀ ବିଜେପି  ଓ କଂଗ୍ରେସ ଏପରି ଅଭିଯୋଗ କରିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଏକ ଷଡୟନ୍ତ୍ର ବୋଲି ମନେ ହେଉଛି। ଯାହାକୁ ଶାସକ…

ଗୋବିନ୍ଦ ସାହୁଙ୍କ ସୁଇସାଇଡାଲ୍ ନୋଟ୍ ସତ ନା ମାମଲା ଚାପିବାକୁ ବାହାନା?

ବଲାଙ୍ଗୀର: ମଙ୍ଗଳବାର ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ପରେ ଆଉ ଏକ ଖବର ଆସିଛି ଯାହା ମାମଲାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି କରିଛି। ଗୋବିନ୍ଦ ସାହୁ ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡାଲ୍ ନୋଟ୍ ଲେଖିଥିବା କୁହାଯାଉଛି। ଯାହାକି ଏକ ମାଟିଆ ରଙ୍ଗରେ କାଗଜରେ…

ପୁରୀରେ ବାସ୍କେଟବଲ ଲିଗ ୨୨ରୁ: ଅଂଶଗ୍ରହଣ କରିବେ ୬ ପୁରୁଷ,୪ ମହିଳା ଦଳ

ପୁରୀ: ପୁରୀରେ ଚଳିତ ମାସ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଓଡିଶା ବାସ୍କେଟବଲ ଲିଗ ଅନୁଷ୍ଠିତ ହେବ। ଓଡିଶା ବାସ୍କେଟବଲ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଲିଗରେ ୬ଟି ପୁରୁଷ ଓ ୪ଟି ମହିଳା ବାସ୍କେଟବଲ ଦଳ ଅଂଶଗ୍ରହଣ କରିବେ । ଏହାର ଆୟୋଜନ…

ଜେଲ ଓ୍ବାର୍ଡରଙ୍କ ଅବହେଳା ପାଇଁ ଗୋବିନ୍ଦ ସାହୁଙ୍କ ମୃତ୍ୟୁ: ଜେଲ୍ ଡିଆଇଜି

ଭୁବନେଶ୍ୱର: ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଘଟଣାରେ ପ୍ରାଥମିକ ତଦନ୍ତ ରିପୋର୍ଟ ଆସିଛି। ଯେଉଁଥିରେ କୁହାଯାଇଛି, ଜେଲ ୱାର୍ଡର ଅକ୍ଷୟ ମହାନ୍ତିଙ୍କ କର୍ତବ୍ୟରେ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି। ସମ୍ବଲପୁର ଜେଲ ଡିଆଇଜି ଅନୁସୂୟା ଜେନାଙ୍କ ରିପୋର୍ଟ ଆଧାରରେ ଏହା କହିଛନ୍ତି, ହେଡ କ୍ୱାର୍ଟର…

ଫିଫା ବିଶ୍ୱକପ ପରେ ଚାହିଦାରେ ଏହି ଖେଳାଳିମାନେ, ୭୦୦ରୁ ୮୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଆସିଲାଣି ଅଫର

ଦୋହା: ଫିଫା ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନେ ଏବେ ମାଲାମାଲ ହେବାକୁ ଯାଉଛନ୍ତି । ବଡ ବଡ କ୍ଲବଗୁଡିକ ଏହି ଉଦୀୟମାନ ଷ୍ଟାର ଖେଳାଳିଙ୍କ ପିଛା ୭୦୦ରୁ ୮୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଅଫର ଦେଇ ସାରିଲେଣି । ଆସନ୍ତୁ ଜାଣିବା କେଉଁ ଖେଳାଳିଙ୍କ ନେବା ପାଇଁ କ୍ଲବଗୁଡିକ ବ୍ୟଗ୍ର ହୋଇ…

ଲଗେଜ୍ ଉଠାଇ ବିଶ୍ୱାସ ଜିତିଲେ, ପଇଡ଼ରେ ନିଶା ଦେଇ ଲୁଟିନେଲେ

ପୁରୀ: ଟ୍ରେନରେ ଯାଉଛନ୍ତି କି ସାବଧାନ ରୁହନ୍ତୁ ? ନଚେତ୍ କିଏ ଆପଣଙ୍କ ବିଶ୍ୱାସ ଜିତି ଭରସା ଭାଙ୍ଗିପାରେ । ଅଧା ରାସ୍ତାରୁ କରିପାରେ ହାତ ସଫେଇ । ଏମିତି ଏକ ଟ୍ରେନ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୁରୀ ରେଲୱେ ପୋଲିସ । ଲୁଟେରା ଗ୍ୟାଙ୍ଗର ୪ ଅଭିଯୁକ୍ତକୁ ଗିରଫ କରିବା ସହ ୧୬…