Latest Odisha News

BREAKING NEWS

Yearly Archives

2022

ପାଠପଢ଼ା ସମୟରେ ଝାଡ଼ୁ କରୁଛନ୍ତି ସ୍କୁଲ୍ ପିଲା

ଚଣ୍ଡିଖୋଲ: ୟୁନିଫର୍ମ ପିନ୍ଧି ଝାଡ଼ୁ ମାରୁଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟ ପରିସର ସହ ରାସ୍ତା କଡ଼ ସଫା କରୁଛନ୍ତି କୁନି କୁନି ପିଲା । ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଝରକୂଳ ସରକାରୀ ଉର୍ଦ୍ଦୁ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ପିଲାମାନେ ଝାଡ଼ୁ କରିବାକୁ ନେଇ…

ଜମି କିସମ ପରିବର୍ତ୍ତନ ପାଇଁ ୪୫ ହଜାର ଲାଞ୍ଚ, ଧରା ପଡ଼ିଲେ ତହସିଲଦାର

ଖୋର୍ଦ୍ଧା: ଲାଞ୍ଚ ନେଇ ଧରା ପଡ଼ିଲେ ତହସିଲଦାର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲଦାର ତଥା ସବ ରେଜିଷ୍ଟ୍ରାର ପୃଥ୍ୱୀରାଜ ମଣ୍ଡଳ ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଜମି ପଟ୍ଟାର କିସମ ପରିବର୍ତ୍ତନ ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି । ଭିଜିଲାନ୍ସ…

ବିଜେପି ନେତା ଶୁଭେନ୍ଦୁଙ୍କ କମ୍ବଳ ବଂଟା କାର୍ଯ୍ୟକ୍ରମରେ ଦଳାଚକଟା, ୩ ମୃତ

କୋଲକାତା: ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଯୋଗ ଦେଇଥିବା ଏକ କାର୍ଯ୍ୟକ୍ରମରେ ଅଘଟଣ ଘଟିଛି । ବିଜେପି ନେତା ଶୁଭେନ୍ଦୁ ଆସନସୋଲରେ କମ୍ବଳ ବଂଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମାତ୍ର ଅତ୍ୟଧିକ ଭୀଡ ହେବା ଯୋଗୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଏଥିରେ ୩ଜଣଙ୍କ…

ଋଷ ଠାରୁ ଶସ୍ତା ତେଲ କିଣିବାକୁ ନେଇ ଭାରତକୁ ସମାଲୋଚନା କଲା ୟୁକ୍ରେନ୍

ନୂଆଦିଲ୍ଲୀ: G7 ଦେଶ ଓ ସହଯୋଗୀଙ୍କ ପକ୍ଷରୁ ଋଷର ତେଲ ଉପରେ ପ୍ରାଇସ୍ କ୍ୟାପକୁ ଭାରତ ସମର୍ଥନ ପାଇଁ ନିଷ୍ପତ୍ତି ନେଇଛ । ଭାରତର ଏହି ନିଷ୍ପତ୍ତି ପରେ ୟୁକ୍ରେନର ବିଦେଶ ମନ୍ତ୍ରୀ ଦିମିତ୍ରୋ କୁଲେୱା କହିଛନ୍ତି, ୟୁକ୍ରେନର ସାଧାରଣ ଜନତାଙ୍କ ଜୀବନର ମୂଲ୍ୟ ବଦଳରେ ଋଷ ଠାରୁ ଭାରତ ଶସ୍ତାରେ ତେଲ…

ଜୋନାଲ ମିଟରେ ଓଡିଶାର ବୀରେନ୍ଦ୍ରଙ୍କୁ ରୌପ୍ୟ, ଜାତୀୟ ପ୍ରତିଯୋଗିତା ପାଇଁ ହାସଲ କଲେ ଯୋଗ୍ୟତା

ଇନ୍ଦୋର: ଓଡିଶାରେ କ୍ରୀଡାର ବିକାଶ ଘଟିବାରେ ଲାଗିଛି । ରାଜ୍ୟର ପ୍ରଥମ ପାରା ଶୁଟର ବୀରେନ୍ଦ୍ର ବଳିୟାରସିଂ ଇନ୍ଦୋରରେ ଅନୁଷ୍ଠିତ ତୃତୀୟ ଜୋନାଲ ପାରା ଶୁଟିଂ ଚାମ୍ପିୟନଶିପରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଷ୍ଟାଣ୍ଡିଂ ଏସଏଚ-୧ ପୁରୁଷ ୧୦ ମିଟର ଇଭେଂଟରେ ରୌପ୍ୟ ପଦକ ଜିତିଛନ୍ତି ।…

ଅକ୍ଷୟ, କାର୍ତିକଙ୍କୁ ନେଇ ଅଡୁଆରେ ମେକର୍ସ, ହେରାଫେରୀ ୩ ପାଇଁ ଲକ କଲେ ୨ଟି ସ୍କ୍ରିପ୍ଟ

ମୁମ୍ବାଇ: ହେରାଫେରୀ ୩ ଫିଲ୍ମ ଆରମ୍ଭରୁ ଚର୍ଚ୍ଚାର କାରଣ ସାଜିଛି । ପ୍ରଡ୍ୟୁସର ଫିରୋଜ ନାଡିୟାଡୱାଲା ବର୍ତମାନେ ଏହି ଫିଲ୍ମ ପାଇଁ ୨ଟି ସ୍କ୍ରିପ୍ଟ ଲକ କରିଛନ୍ତି । ଅକ୍ଷୟ କୁମାର ଏବଂ କାର୍ତିକ ଆର୍ଯ୍ୟନଙ୍କୁ ନେଇ ଏହି ବିବାଦ ଉପୁଜିବାରୁ ମେକର୍ସ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଭୁଲ…

ନିଶାରେ ଛୋଟ କୁକୁର ଛୁଆର କାନ, ଲାଞ୍ଜ ଖାଇଦେଲେ

ବରେଲୀ: ନିଶା କଣ ବା ନ କରିପାରେ ? ବରେଲୀରେ ଜଣେ ମଦ୍ୟପ ଏ ଭଳି କାଣ୍ଡ ରଚିଛନ୍ତି ଯେ, ତାଙ୍କ ମନୁଷ୍ୟପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଙ୍ଗମାନଙ୍କ ସହ ମଦ ପିଉଥିବା ମୁକେଶ ବାଲ୍ମିକୀ ଚାଖଣ ନ ଥିବାରୁ ରାଗି ଯାଇଥିଲା । ନିଶାଗ୍ରସ୍ତ ଅବସ୍ଥାରେ ଅଭିଯୁକ୍ତ ବାଲ୍ମିକୀ ଖେଳୁଥିବା ୨ଟି…

LACକୁ ନେଇ ଏକାଠି ହେଲେ ୧୮ ବିରୋଧୀ ଦଳ, ଗଲାନି ବିଜେଡି

ନୂଆଦିଲ୍ଲୀ: ଏକାଠି ହେଲେ ବିରୋଧୀ, ଗଲାନି ବିଜେଡି । ତୱାଙ୍ଗ ସଂଘର୍ଷକୁ ନେଇ ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଡାକିଥିବା ବୈଠକରେ ୧୨ରୁ ଅଧିକ ଦଳ ଯୋଗ ଦେଇଥିଲେ । ହେଲେ ଏନଡିଏ ଓ ୟୁପିଏ ମେଣ୍ଟ ଠାରୁ ଦୂରେଇ ରହିଥିବା ବିଜେଡି ବୈଠକରେ ସାମିଲ୍…

ରଣଜୀ ଟ୍ରଫି: ବରୋଦା ବିପକ୍ଷରେ ଓଡିଶାର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ

କଟକ: ବରୋଦା ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚର ପ୍ରଥମ ଦିବସରେ ଓଡିଶା ବ୍ୟାଟ୍ସମ୍ୟାନ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ଓଡିଶା ପ୍ରଥମ ଇନିଂସରେ ୪୫୭ ରନ କରି ଅଲଆଉଟ ହୋଇ ଯାଇଛି । ଏହାର ଜବାବରେ ବରୋଦା କୌଣସି ୱିକେଟ ନ ହରାଇ ୭୭ ରନ ସଂଗ୍ରହ କରି…

ଇଂଲଣ୍ଡର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଫ୍ଲିଂଟଫ ଦୁର୍ଘଟଣାରେ ଗୁରୁତର

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ର‌୍ୟୁ ଫ୍ଲିଂଟଫ କାର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ପଡିଛନ୍ତି । ତାଙ୍କୁ ଏୟାରଲିଫ୍ଟ କରାଯାଇ ଡାକ୍ତରଖାନାକୁ ନିଆଯାଇଛି । ଯିବା ବାଟରେ ଡାକ୍ତର ତାଙ୍କ ଚିକିତ୍ସା କରିଥିଲେ । ଏବେ ସେ ବିପଦମୁକ୍ତ ଅଛନ୍ତି । ଦକ୍ଷିଣ…