Latest Odisha News

BREAKING NEWS

Yearly Archives

2023

ବାଧକ ସାଜିଲା ଭଙ୍ଗା ପୋଲ : ଆସିପାରିଲାନି ଆମ୍ବୁଲାନ୍ସ, ରୋଗୀଙ୍କୁ ବୋହିଲେ ଦେଢ କିଲୋମିଟର

ମୟୁରଭଞ୍ଜ : ପୁଣି ବାଧକ ସାଜିଲା ଭଙ୍ଗାପୋଲ  । ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ  । ବାଧ୍ୟ ହୋଇ ଚେତାଶୂନ୍ୟ ରୋଗୀକୁ ଦେଢକିଲୋମିଟର ବୋହିନେଲେ ପରିବାର ଲୋକ  । ସୂଚନା ମୂତାବକ ଉଦଳା-ବାଲେଶ୍ବର ରାସ୍ତାର କଇଁସାରୀ ଜାମୁଘାଟ  ପୋଲ ଦୀର୍ଘ ଦିନରୁ ଭାଙ୍ଗି ପଡିଛି । ଏହି ପୋଲ ଉପରେ…

ଲୋକସଭା ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ଦୁଇ ଅଜ୍ଞାତ: ସଂସଦ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ : ସଂସଦ ଭବନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ୨୨ ବର୍ଷ ପୂରିଛି । ଏହି ଆତଙ୍କୀ ଆକ୍ରମଣରେ ଦେଶର ୯ ଜଣ ବୀର ଯବାନ ସହିଦ ହୋଇଥିଲେ । ଆଜି ମଧ୍ୟ ସେମିତି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଯାହା ସଂସଦ ଭବନର ସୁରକ୍ଷା ବ୍ୟବସ୍ଥାକୁ ନେଇ ସବୁଠୁ ବଡ…

କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ: ଜାଲ ନୋଟ୍ କାରବାରକୁ ଆତଙ୍କବାଦୀ କାର୍ଯ୍ୟ ଭାବେ ବିଚାର କରାଯିବ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଛି ଜାଲ୍ ନୋଟ କାରବାର । ଯେଉଁଥିପାଇଁ ଦେଶରେ ଆର୍ଥିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି ହେଉଛି । ଏହାକୁ ରୋକିବାକୁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାର ‘ଆତଙ୍କବାଦ’ର ଆଇନଗତ ସଂଜ୍ଞାରେ ସଂଶୋଧନ କରିଛନ୍ତି ।…

ପୁରା ହେଲା ଦୀର୍ଘ ଦିନର ସ୍ବପ୍ନ : ବ୍ରିଜର ଶିଳାନ୍ୟାସ କଲେ ବିଧାୟକ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୁରା ହୋଇଛି । ବହୁ ପ୍ରତିକ୍ଷିତ ବୀରମହାରାଜପୁର - ମାଣିକପୁର ରାସ୍ତାରେ ହରିହର ଜୋର ଉପରେ ଏକ ସେତୁ ପାଇଁ ଶିଳାନ୍ୟାସ କରିଛନ୍ତି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା । ଏହାଦ୍ବାରା ପ୍ରାୟ ୫ଟି ପଞ୍ଚାୟତର ହଜାର ହଜାର ଲୋକ…

ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ : ଅଭିଯୁକ୍ତ କଲେଜ ଅଧ୍ୟକ୍ଷଙ୍କୁ ଖୋଜୁଛି ପୋଲିସ

ଜୟପୁର: ଥମୁନି ଲଜ୍ଜା  । ଘରୋଇ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଜୟପୁର ସହରରେ  । ସୂଚନା ମୂତାବକ ଜୟପୁର ସହରରେ ଥିବା ଏକ ଘରୋଇ କଲେଜର ପ୍ରିନ୍ସପାଲ ହଷ୍ଟେଲରେ ରହୁଥିବା ଛାତ୍ରୀ ମାନଙ୍କୁ ଦୁଷ୍କର୍ମ କରୁଥିବା ଅଭିଯୋଗ…

ଜାପାନର ବୟୋଜ୍ୟେଷ୍ଠ ମହିଳାଙ୍କ ୧୧୬ ବର୍ଷରେ ପରଲୋକ

ଟୋକିଓ: ବିଶ୍ୱର ଦ୍ୱିତୀୟ ଓ ଜାପାନର ବୟୋଜ୍ୟେଷ୍ଠ ମହିଳା ଫୁସା ତତସୁମିଙ୍କ ୧୧୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କାଶିୟାରା ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ସେ ତାଙ୍କର ପ୍ରିୟ ଖାଦ୍ୟ ବୀନ ପେଷ୍ଟ ଜେଲି ଖାଇବାର କିଛି ସମୟ ପରେ ମୃତ୍ୟୁବରଣ କରିଥିଲେ । ଗତ ବର୍ଷ ୧୧୯…

ହାଇଓ୍ବା-କାର ମୁହାଁମୁହିଁ ଧକ୍କା, ୪ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ହାଇୱା ଓ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଜିଲ୍ଲାର ଟିମାଝଲା ଛକ ନିକଟ ଦେଇ ଯାଇଥିବା ୩୨୬ ନମ୍ବର୍ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା ।…

ଗୁଗଲ ଟପ୍ ସର୍ଚ୍ଚରେ କେଉଁ ଅଭିନେତ୍ରୀ, ଜାଣନ୍ତୁ

ମୁମ୍ବାଇ: ୨୦୨୩ ସରିବାକୁ ଆଉ ମାତ୍ର କିଛିଟା ଦିନ ବାକି ରହିଛି । ଚଳିତବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବେଶ୍ ସଫଳତା ମିଳିଛି । କହିବାକୁ ଗଲେ ଆଜିକାଲିର ଦୁନିଆ ପାଲଟିଛି ଗୁଗଲର ଦୁନିଆ  । ଆମେ କିଛି ଅଜଣା ଜିନିଷ ଖୋଜିବାକୁ ଚାହିଁଲେ ସଙ୍ଗେସଙ୍ଗେ ଗୁଗଲର ସାହାର୍ଯ୍ୟ ନେଇଥାଉ  । ଲୋକପ୍ରିୟ…

ରାଜ୍ୟରେ ବଢୁଛି ଶୀତ, ଦାରିଙ୍ଗବାଡ଼ି ଓ କେନ୍ଦୁଝର ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ ପାରଦ । ଶୀତ ଋତୁ ଆରମ୍ଭ ହେବାର ଦୀର୍ଘ ଦିନ ପରେ ବୃଦ୍ଧି ପାଇଛି ଶୀତର ପ୍ରକୋପ । ଭୋର ସମୟରେ ଚାରିଆଡେ ଲାଗି ରହୁଛି ଘନ କୁହୁଡି । ପ୍ରବଳ ଶୀତ ଯୋଗୁଁ ଲୋକେ ସ୍ଥାନେ ସ୍ଥାନେ ନିଆଁ ଲଗାଇ ଉପଶମ ଲାଭ କରୁଥିବା ଦେଖିବାକୁ ମିଳିଛି । ଆଉ ଶୀତ ବଢିବା ସହ ପାର୍କ ଓ…

ଭଲ ନାଚିଲେ ମିଳିବ କନିଆ : ଏଠି ପୁଅ ନୁହେଁ , ଝିଅ ବାଛେ ନିଜ ବର

ନୂଆଦିଲ୍ଲୀ: ବାହାଘରକୁ ନେଇ ବିଭିନ୍ନ ଦେଶରେ ରହିଛି ଭିନ୍ନ ପରମ୍ପରା  । ସାଧାରଣତଃ ବାହାଘର ସମୟରେ ବରପକ୍ଷ ଲୋକ ଯେତେବେଳେ କନ୍ୟା ଦେଖିବାକୁ ଆସନ୍ତି । ସେତେବେଳେ କନିଆ ଜଣଙ୍କ ସଜବାଜ ହୋଇ ବର ଅପେକ୍ଷାରେ ବସିଥାଏ । ବର ଏବଂ ତାଙ୍କ ଘର ଲୋକ ଆସିବେ , ଆଉ କନ୍ୟାକୁ ଦେଖି ପସନ୍ଦ କରିବେ । ତା…