Latest Odisha News
Yearly Archives

2023

ନିବେଶ ନୁହେଁ, ବିଦେଶ ଗସ୍ତ ପାଇଁ ଖର୍ଚ୍ଚ ହେଉଛି ଟିକସ ଟଙ୍କା

ଭୁବନେଶ୍ୱର:ଓଡ଼ିଶାବାସୀଙ୍କୁ ମିଛ ଗପ ଶୁଣାଉଛନ୍ତି ରାଜ୍ୟ ସରକାର । ମିଥ୍ୟା ପୁଞ୍ଜି ନିବେଶର ଗପ ଶୁଣାଉଛନ୍ତି ।   ଟଙ୍କାଟିଏ ବି ବିଦେଶୀ ପୁଞ୍ଜି ଓଡ଼ିଶାକୁ ଆସିନାହିଁ । ବରଂ ବାବୁଙ୍କ ବିଦେଶ ଗସ୍ତ ପାଇଁ ପୁଞ୍ଜି ଖର୍ଚ୍ଚ ହେଉଛି । ଏମିତି କହି ରଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି ବିଜେପି…

କୋରିଆ ଓପନ ଜିତିଲେ ଚିରାଗ-ସାଇରାଜ ଯୋଡି

ନୂଆଦିଲ୍ଲୀ: ଭାରତର ଚିରାଗ ଶେଟ୍ଟୀ ଓ ସାତ୍ୱିକ ସାଇରାଜ ଯୋଡି କୋରିଆ ଓପନ ବ୍ୟାଡମିଂଟନର ପୁରୁଷ ଡବଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେମାନେ ଇଣ୍ଡୋନେସିଆର ଫଜର ଅଲଫିୟାନ ଓ ମହମ୍ମଦ ରିୟାନ ଆଦିୟୋତାଙ୍କ ୧୭-୨୧, ୨୧-୧୩, ୨୧-୧୪ ସେଟରେ ପରାସ୍ତ କରିଥିଲେ । ଚଳିତ ବର୍ଷ ଜବରଦସ୍ତ…

ମୁଖ୍ୟମନ୍ତ୍ରୀଙ୍କ ରେକର୍ଡକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି: ସମୀରଙ୍କୁ ଜାବବ ଦେଲେ ଲେନିନ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ରେକର୍ଡକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ଦୁଇ ଦଳର ବରିଷ୍ଠ ନେତାଙ୍କ ଜବାବ-ପ୍ରତିଜବାବରେ ଏବେ ରାଜ୍ୟ ରାଜନୀତି ବେଶ ସରଗରମ । ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ପଦରେ ରହିବାରେ  ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ…

ରାଜଧାନୀରେ ଭୟଙ୍କର ହେଉଛି ଡେଙ୍ଗୁ; ନେଇଗଲା ୭ ବର୍ଷର ଶିଶୁ କନ୍ୟାର ଜୀବନ

ଭୁବନେଶ୍ୱର: ରାଜଧାନରେ ଡେଙ୍ଗୁ ଭୟ ।  ଡେଙ୍ଗୁ ନେଇଗଲା ଜୀବନ । ଡେଙ୍ଗୁରେ ଆକ୍ରାନ୍ତ ହୋଇ ରାଜଧାନୀରେ ଜଣେ ୭ ବର୍ଷ ଝିଅର ମୃତ୍ୟୁ ଘଟିଛି । ମୃତ ଶିଶୁ କନ୍ୟାଟି ରାଜଧାନୀ ଜାଗମରାସ୍ଥିତ ଧର୍ମବିହାର ଅଞ୍ଚଳର ୬୩ ନମ୍ବର ୱାର୍ଡର ସାଇସ୍ମିତା ସାହୁ ଓରଫ୍ ପିହୁ  । ଡେଙ୍ଗୁରେ ଆକ୍ରାନ୍ତ…

ମାତିଛନ୍ତି ବାଘ ଶିକାରୀ; ପୁଣି ଜବତ ହେଲା ୪ ବାଘଛାଲ

ବାରିପଦା:ପୁଣି ଜବତ ହେଲା ବାଘ ଛାଲ । କଳାହାଣ୍ଡି ପରେ ମୟୂରଭଞ୍ଜ ଜିଲ୍ଲାରୁ ଜବତ ହେଲା ବାଘ ଛାଲ । ଗୋଟିଏ ବା ଦୁଇଟି ନୁହେଁ, ପୁରା ୪ଟି ବାଘ ଜବତ କରିଛି ବନ ବିଭାଗ । ବାରିପଦା ବନଖଣ୍ଡ ଅଧୀନରେ ଥିବା ଡୁକୁରା ରେଞ୍ଜର ବହଳଦା ଗାଁରେ ଆଜି ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଛଢାଉ ବେଳେ…

ଆସନ୍ତା ୨୪ ଘଣ୍ଟା ୧୫ ଜିଲ୍ଲାରେ ପ୍ରବଳ ବର୍ଷିବ; ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ୨୪ ଘଣ୍ଟା ପ୍ରବଳ ବର୍ଷିବ । ୧୫ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ୨୪ ଜୁଲାଇରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ  ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ  ପ୍ରଭାବରେ ଆସନ୍ତା ୨୪…

ପୂର୍ବତନ ମାଓ ସଂଗଠନର ଚେତାବନୀ; ବିମାନ ଯୋଗେ ସ୍ଥାନାନ୍ତର ହେବେ ମୈତେଇ ଜାତିର ଲୋକେ

ଇମ୍ଫାଲ: ମଣିପୁର ହିଂସା ଯୋଗୁଁ ହଜାର ହଜାର ଲୋକ ପଡୋଶୀ ରାଜ୍ୟ ମିଜୋରାମକୁ ବିସ୍ଥାପିତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ନିଜ ରାଜ୍ୟକୁ ଫେରିଯିବାକୁ ପୂର୍ବତନ ମାଓ ସଂଗଠନ ପକ୍ଷରୁ ଚେତାବନୀ ମିଳିବା ପରେ ସ୍ଥାନାନ୍ତର କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ବିମାନ ଯୋଗେ ମିଜୋରାମରୁ…

ରହସ୍ୟମୟ ଗୋଲକୋଣ୍ଡା ଦୁର୍ଗ: ଏମିତି ଥିଲା ନିର୍ମାଣଶୈଳୀ, ଜାଣନ୍ତୁ ପୂରା କାହାଣୀ…

ହାଇଦ୍ରାବାଦ: ପ୍ରାଚୀନ କାଳରୁ ଭାରତକୁ ଦୁର୍ଗ ଏବଂ ସ୍ମାରକୀ ଦେଶ ଭାବରେ ଜଣାଯାଇଥାଏ । କାରଣ ଆମ ଦେଶରେ ବ୍ରିଟିଶମାନଙ୍କ ପୂର୍ବରୁ ବିଭିନ୍ନ ଅଞ୍ଚଳରେ ଅନେକ ରାଜା ଶାସନ କରୁଥିଲେ । ଆଉ ଏହି ସମୟ ମଧ୍ୟରେ ସେମାନେ ଅନେକ ଦୁର୍ଗ ନିର୍ମାଣ କରିଥିଲେ । ଆଜି ଆମେ ଏମିତି ଏକ ଦୁର୍ଗ ବିଷୟରେ…

ଅପରାଜିତାଙ୍କ ଗସ୍ତବେଳେ ହଟହଟା ହେଲା ବିଜେଡି: ଏମପିଙ୍କ ବିରୋଧ ପାଇଁ ଯାହାକୁ ଆଣିଥିଲେ ସେମାନେ ସ୍ୱାଗତ କଲେ

ଭୁବନେଶ୍ୱର:ଆଣିଥିଲେ ବିରୋଧ କରିବାକୁ  । ହେଲେ ସେମାନେ ସମ୍ବର୍ଦ୍ଧନା, ସ୍ୱାଗତରେ ପୋତି ଦେଲେ । ହୁଳହୁଳି ଆଉ ଫୁଲ ପକାଇ ସେମାନଙ୍କୁ ପାଛୋଟି ନେଲେ । ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ଗସ୍ତ ସମୟରେ । ଗତକାଲି ଅପରାହ୍ନରେ ସହିଦ ନଗର…

ମୁଖ୍ୟମନ୍ତ୍ରୀ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ପ୍ରଚାର କରୁଛନ୍ତି, କାର୍ଯ୍ୟରେ ନୁହେଁ: ସମୀର ମହାନ୍ତି

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ କେବଳ ନିଜ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ନିଜକୁ ପ୍ରମାଣିତ କରନ୍ତି, କାର୍ଯ୍ୟରେ ନୁହେଁ। ପ୍ରାୟୋଜିତ ପୁରସ୍କାର ଗ୍ରହଣ କରିବାର ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ଶାସନ କାଳରେ ଯଦି କିଛି ରେକର୍ଡ ସୃଷ୍ଟି ହୁଏ, ତାହା ହେଉଛି ପ୍ରତିଶ୍ରୁତି ଦେଇ…