Latest Odisha News

BREAKING NEWS

Yearly Archives

2023

ଟ୍ୱିଟରରେ ଲାଗୁ ହେଲା ନୂତନ ନିୟମ, ସିଧାସଳଖ ମେସେଜିଂ ପାଇଁ ଦେୟ ଦେବେ ୟୁଜର୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟ୍ୱିଟରର ମାଲିକ ହେବା ପରଠାରୁ ଏଲୋନ୍ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ସବୁଠାରୁ ବଡ ପରିବର୍ତ୍ତନ ହେଉଛି ବ୍ଲୁ ଟିକ୍ ସଦସ୍ୟତା ଯୋଜନାର ପରିଚୟ। ନିକଟରେ ସେ ଟ୍ୱିଟରରେ ଦୈନିକ ଟ୍ୱିଟ୍ ପଠନ ସୀମା ମଧ୍ୟ…

କଂଗ୍ରେସରେ ମିଶିଲେ ଚାରି ପୂର୍ବତନ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ବଳ ଯୋଗଡୁଛି କଂଗ୍ରେସ । ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି ଚାରି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ । ସେମାନେ ହେଲେ ଅବସରପ୍ରାପ୍ତ ପୂର୍ବତନ ଆଇଏଏସ୍ ଅଧିକାରୀ ପଞ୍ଚାନନ ଦାଶ ଏବଂ ବିଶ୍ୱନାଥ ଆଚାର‌୍ୟ୍ୟ, ପୂର୍ବତନ ଓଏଏସ୍ ଅଧିକାରୀ ରବିନ୍ଦ୍ର ନାଥ…

ରହସ୍ୟମୟ: ଏମିତି ଏକ ମନ୍ଦିର ଯେଉଁଠି ରାତିରେ ଶୁଭେ ମୂର୍ତ୍ତିମାନଙ୍କ କଥା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ଦେଶ ଭାରତରେ ରହିଛି ଅନେକ ବୈଚିତ୍ରମୟ ମନ୍ଦିର । ଏହିସବୁ ମନ୍ଦିର ପଶ୍ଚାତରେ ରହିଛି କିଛି ପୌରାଣିକ ତଥା ଐତିହାସିକ ଘଟଣାବଳୀ। ପ୍ରତି ମନ୍ଦିରର ରହିଛି ଭିନ୍ନଭିନ୍ନ ମାନ୍ୟତା ତଥା ଚମତ୍କାରିତା । ଯାହା ଲୋକଙ୍କ ବିଶ୍ୱାସ ଉପରେ ପର୍ଯ୍ୟବେସିତ। ଏମିତି କିଛି ମନ୍ଦିର…

ଆଶ୍ଚର୍ଯ୍ୟ ହେଲେ ବି ସତ: ବିରାଟ ବେଲ ଗଛ ହେଲେ ଗୋଟିଏ ବି କଣ୍ଟା ନାହିଁ

ଯାଜପୁର:  ଖାଲି ଆଶ୍ଚର୍ଯ୍ୟ ନୁହେଁ, ଅଲୌକିକ ମଧ୍ୟ । ଯାଜପୁର ପୋୖରପାଳିକାର ରାଉତରାପୁର ଅଞ୍ଚଳର ଏହି ବେଲଗଛକୁ ଦେଖିଲେ  କେହି ବି ନିଜ ଆଖିକୁ ବିଶ୍ୱାସ କରିପାରିବ ନାହିଁ । ନିଜ ସର୍ଜନାକୁ ଦେଖି ପ୍ରକୃତି ବି ଏଠି ଆଶ୍ଚର୍ଯ୍ୟ ହୋଇ ଯାଉଥିବ । ଯେଉଁଠି ବେଲ ଗଛରେ କଣ୍ଟା ଭର୍ତ୍ତି ହୋଇଥାଏ…

ମଣିପୁର ହିଂସା; ବନ୍ଦ ଘରେ ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଜିଅନ୍ତା ଜାଳି ଦେଲେ ଦଙ୍ଗାକାରୀ

ମଣିପୁର: ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରୁ ଗୋଟିଏ ପରେ ଗୋଟିଏ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସୁଛି। ବିଶେଷ କରି ବୁଧବାର ୨ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ବେଳର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଫୋକସ ଏବେ ମଣିପୁର…

ଶିମିଳିପାଳର ୩ ବନ କର୍ମଚାରୀଙ୍କୁ ମିଳିବ ସାହାସିକତା ପୁରସ୍କାର

ଭୁବନେଶ୍ୱର: ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ୩ ଜଣ କର୍ମଚାରୀଙ୍କୁ ମିଳିବ ସାହସିକତା ପୁରସ୍କାର । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମିଳିବ ମରଣୋତ୍ତର ସମ୍ମାନ । ଅନ୍ୟ ଜଣଙ୍କ ମିଳିବ ବୀରତ୍ୱ ସମ୍ମାନ । ପରିବେଶ ମନ୍ତ୍ରାଳୟ ଏବଂ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଏହି…

କୋଚିଂ ସେଣ୍ଟରରେ ଶୋଇଥିବା ବେଳେ କାମୁଡ଼ିଲା ସାପ: ଅକାଳରେ ଚାଲିଗଲା ୩ ଛାତ୍ରଛାତ୍ରୀଙ୍କ ଜୀବନ

କେନ୍ଦୁଝର: ସାପ କାମୁଡ଼ାରେ ୩ ଛାତ୍ରୀଛାତ୍ରୀ ମୃତ, ଜଣେ ଗୁରୁତର । କେନ୍ଦୁଝର ବାରିଆ ଥାନା ନିଶ୍ଚିତପୁରରେ ଏକ କୋଚିଂ ସେଣ୍ଟରରେ ଘଟିଛି ଅଘଟଣ । ରାତିରେ କୋଚିଂ ସେଣ୍ଟରରେ ଶୋଇଥିବା ବେଳେ କାମୁଡ଼ିଥିଲା ବିଶାକ୍ତ ସାପ । ମୃତକଙ୍କ ମଧ୍ୟରେ ୨ଜଣ ଛାତ୍ରୀ ଓ ଜଣେ ଛାତ୍ର ଥିବା ସୂଚନା ମିଳିଛି ।…

ଅଲିମ୍ପିକ ପଦକ ବିଜେତା ରବି ଦାହିୟା ଟ୍ରାଏଲରେ ହାରିଲେ, ଖେଳିବେନି ଏସିଆନ ଗେମ୍ସ

ନୂଆଦିଲ୍ଲୀ: ଏସିଆନ ଗେମ୍ସ ଟ୍ରାଏଲରେ ଏକ ବଡ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଅଲିମ୍ପିକ ପଦକ ବିଜେତା ରେସଲର ରବି ଦାହିୟା ୫୭ କିଗ୍ରା ବିଭାଗରେ ପରାଜିତ ହୋଇଛନ୍ତି । ଫଳରେ ସେ ଆଗାମୀ ଏସିଆନ ଗେମ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ । ଏହି ବିଭାଗରେ ରବିଙ୍କୁ ଆତୀଶ ଟୋଡକର ପରାସ୍ତ…

ଅନୀସଙ୍କ ‘ଏକ ସାଥ ଦୋ ଦୋ’ରେ ଅଭିନୟ କରିବେ ଶାହୀଦ

ମୁମ୍ବାଇ: ଶାହୀଦ କାପୁର ନିକଟରେ ଫର୍ଜି ୱେବ ସିରିଜ ମାଧ୍ୟମରେ ଓଟିଟି ଡେବ୍ୟୁ କରିଛନ୍ତି । ଦର୍ଶକ ମଧ୍ୟ ଏହାକୁ ବେଶ ପସନ୍ଦ କରିବାରେ ଲାଗିଛନ୍ତି । ଏବେ ସେ ଅନୀସ ବଜମୀଙ୍କ ନୂତନ ଫିଲ୍ମରେ କାମ କରିବା ନେଇ ଚୂଡାନ୍ତ ହୋଇଛି । ଫିଲ୍ମର ନାମ ଏକ ସାଥ ଦୋ ଦୋ ରଖାଯାଇଛି । ଏହାକୁ ୧,୭, ୨୨ ରୂପେ…

ଗୀତା କହିବାକୁ ନେଇ ବିବାଦ ଘେରରେ ଫିଲ୍ମ ‘ଓପେନହାଇମର’: ଦର୍ଶକ କହିଲେ-‘ଏହା ହିନ୍ଦୁ ଧର୍ମର ଅସମ୍ମାନ’

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ହଲିଉଡ଼ ଚଳଚ୍ଚିତ୍ର ଓପେନହାଇମର । ଦୁନିଆର ସବୁଠୁ ବଡ ନିର୍ଦ୍ଦେଶକ କ୍ରିଷ୍ଟୋଫର ନୋଲନ ଫିଲ୍ମ ‘ଓପେନହାଇମର’ ସହିତ ବକ୍ସ ଅଫିସରେ ଧମାଲ କରିଛନ୍ତି। ରିଲିଜ ହେବା ପରେ ୨୦୨୩ର ଏହା ସବୁଠୁ ବଡ଼ ଫିଲ୍ମ କୁହାଯାଉଥିବା ବେଳେ ଏହାର କ୍ରେଜ ସାରା ଭାରତରେ…