କୋହଲିଙ୍କ ଫିଟନେସ୍ ରାଜ୍ : ଜାଣନ୍ତୁ ଡାଏଟ୍, ୱାର୍କ ଆଉଟ୍ ଓ ଫିଟନେସ୍ ଟିପ୍ସ
ନୂଆଦିଲ୍ଲୀ : ଯେତେବେଳେ ଫିଟନେସ୍ର କଥା ଆସେ । ଆଗେ ମନକୁ ଆସେ କ୍ରିକେଟର ମାନଙ୍କ କଥା । ସବୁ କ୍ରିକେଟରଙ୍କ ମଧ୍ୟରୁ ନିଆରା ଅନ୍ଦାଜର ମଣିଷ ହେଉଛନ୍ତି ବିରାଟ କୋହଲି । ଫିଟ୍ନେସର ଆଇକନ୍ ଭାବେ କୋହଲି ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅନେକ ସମୟରେ ବିରାଟ…