Latest Odisha News
Yearly Archives

2023

ପଦ୍ମପୁରକୁ ଏଡିଏମ ପଦବୀ ମଞ୍ଜୁର, କୁନାଲ ମୋତିରାମ ହେଲେ ପ୍ରଥମ ଅଫିସର

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ପଦ୍ମପୁରର ନୂଆ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ଭାବେ ଚୌହ୍ୱାନ କୁନାଲ ମୋତିରାମଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ୨୦୨୦ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ମୋତିରାମ ବର୍ତ୍ତମାନ ବାଲେଶ୍ୱରର ଉପଜିଲ୍ଲାପାଳ ଭାବରେ କାର୍ଯ୍ୟ…

ସଜେଇ ହୋଇଛି ଅଯୋଧ୍ୟା: ଆସିବେ ପ୍ରଧାନମନ୍ତ୍ରୀ, ଭେଟି ଦେବେ ୧୬ ହଜାର କୋଟିର ପ୍ରକଳ୍ପ

ନୂଆଦିଲ୍ଲୀ: ଆଜି ଅଯୋଧ୍ୟା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୬ ହଜାର କୋଟି ପ୍ରକଳ୍ପ ଭେଟି ଦେବେ ।  ନୂଆ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃବିକଶିତ ରେଳ ଷ୍ଟେସନ ସମେତ ଅନେକ ଯୋଜନାର ଉଦ୍‌ଘାଟନ କରିବେ । ଏଥିସହିତ ଦୁଇଟି ଅମୃତ ଭାରତ ଏବଂ ୬ଟି ନୂଆ ବନ୍ଦେ ଭାରତ…

ଭାଷା ଭାଗବତ : ଭାଷା ଗଡ଼ୁଛି ତଳେ ପଡ଼ି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସଂହାର ସଂସାର ସଂଭାର ସଂଚାର ଉଚ୍ଚାରଣ କର ଭିନ୍ନତା ନ ଶୁଭିଲେ କାହିଁ ବନାନ ବଦଳାଅନାହିଁ ସଂଯତ ସଂହତ ସଂଗତ ଏକ ପ୍ରକାରେ ଉଚ୍ଚାରିତ ହେଲେ ବି ଲେଖିଲେ *ସଙ୍ଗତ* ହେଲାନି ଏ ଭାଷାର ହିତ…

ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଉତ୍ସବ ସଂଗ୍ରହାଳୟ ପରିସରରେ ପାଳିତ ପାଇଁ ନିବେଦିତା ମହାନ୍ତି, ବେଣୁଧର ମହାପାତ୍ର, ଗୋବିନ୍ଦ ପାଲ, ପ୍ରସନ୍ନ କୁମାର ଦାଶ ଓ ସଂଗ୍ରହାଳୟର ବିଭିନ୍ନ ଗ୍ୟାଲେରୀର ପରାମର୍ଶଦାତା ମଣ୍ଡଳୀରେ ଥିବା ପ୍ରହ୍ଲାଦ ସିଂହ, ପ୍ରଫେସର ନିହାର…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡିଆ ଟୁଡେ ନ୍ୟୁଜମେକର ଅଫ ଦ ଇୟର ସମ୍ମାନ

ନୂଆଦିଲ୍ଲୀ: ଜତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚାରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଉ ଏକ ସମ୍ମାନ । ମୋଦିଙ୍କୁ  ଇଣ୍ଡିଆ ଟୁଡେର ନ୍ୟୁଜ ମେକର ଅଫ ଦ ଇୟର-୨୦୨୩ ଭାବେ ମନୋନୀତ କରାଯାଇଛି । ଇଣ୍ଡିଆ ଟୁଡେର ଏଡିଟର ଇନ ଚିଆ ତଥା ଚେୟରପର୍ସନ ଅରୁଣ ପୁରୀ ଏବଂ ଗ୍ରୁପ…

ବ୍ରିଜ୍ ତଳେ ଫସିଗଲା ଉଡ଼ାଜାହାଜ,ସ୍ଥାନୀୟ ଲୋକଙ୍କ ସହଯୋଗରେ ବାହାରିଥିଲା

ବିହାର: ବ୍ରିଜ୍ ତଳେ ଫସିଗଲା ଉଡ଼ାଜାହାଜ । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ହେଲେ ବିହାରର ମୋତିହାରିରେ ଥିବା ଏକ ବ୍ରିଜ୍ ତଳେ ଆଜି ଏକ ଉଡ଼ାଜାହାଜ ଫସିଯାଇଥିବା ଦେଖିବାକୁ ମିଳିଥିଲା । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।…

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଚତୁର୍ଥ ଦିବସ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବିନ୍ଦ୍ର ମଣ୍ଡପରେ ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଚତୁର୍ଥ ଦିବସରେ ପୂର୍ବାହ୍ନ ଅଧିବେଶନରେ ଓଡ଼ିଶୀ ନୃତ୍ୟ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ,…

ମାକେର୍ଟକୁ ଆସିଲା ‘ବ୍ଲୁ ଦୋସା’, ଚାହିଦା ଅଧିକ

ଛତିଶଗଡ: ସୋସିଆଲ ମିଡ଼ିଆରେ ସବୁଠୁ ବେଶୀ ଖାଦ୍ୟପେୟ ଉପରେ ଭିଡିଓ ଦେଖିବାକୁ ମିଳିଥାଏ । ଲୋକମାନେ କେବଳ ଫୁଡ ଏକ୍ସପେରିମେଣ୍ଟାଲ ଜିନିଷକୁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଫୁଡ ଏକ୍ସପେରିାମଣ୍ଟର ପ୍ରୋସେସିଂକୁ ମଧ୍ୟ ପସନ୍ଦ କରନ୍ତି । ସାଂପ୍ରତିକ ସମୟରେ, ଏପରି ଏକ ଫୁଡ ଏକ୍ସପେରିମେଣ୍ଟର…

କର୍ମଚାରୀଙ୍କ ସ୍ଥାନ ନେବ ଏଆଇ: ଗୁଗୁଲରୁ ଛଟେଇ କରିବ ୩୦ ହଜାର କର୍ମଚାରୀ

ନୂଆଦିଲ୍ଲୀ: ଏଣିକି କର୍ମଚାରୀଙ୍କ ସ୍ଥାନ ନେବ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏଆଇ ଦ୍ୱାରା ଅନେକ ଲୋକଙ୍କ ଚାକିରି ଚାଲିଯିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା ତାହା ସତ ପ୍ରମାଣିତ ହେବାରେ ଲାଗିଛି । କିଛି ଦିନ ତଳେ ଦେଶର ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ବ୍ୟାଙ୍କ ପେଟିଏମ୍ ପ୍ରାୟ ୧…

କାଠମାଣ୍ଡୁରେ ପହଞ୍ଚିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ନିମନ୍ତ୍ରଣ ପତ୍ର

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ଯୋଗ ଦାନ ପାଇଁ ବିଭିନ୍ନ ମନ୍ଦିର କୁ ଆମନ୍ତ୍ରଣ କରାଯିବା ପ୍ରକ୍ରିୟାରେ ନିମନ୍ତ୍ରଣକାରୀ ଦଳ ଆଜି ନେପାଳର କାଠମାଣ୍ଡୁରେ ପହଞ୍ଚିଛନ୍ତି । ସେହିପରି ଜମ୍ମୁ ର ବୈଷ୍ଣୋଦେବୀ ମନ୍ଦିର, ନଭି ମୁମ୍ବାଇ ର ଜଗନ୍ନାଥ ମନ୍ଦିର, ମଦୁରାଇ ର…