Latest Odisha News

BREAKING NEWS

Yearly Archives

2023

ବିବାହ ପରେ ଶାରୀରିକ ସମ୍ପର୍କ ନ ରଖିବା ନିଷ୍ଠୁରତା, ଅପରାଧ ନୁହେଁ- ହାଇକୋର୍ଟ

ବେଙ୍ଗାଲୁର:ବିବାହ ପରେ ଶାରାରୀକ ସମ୍ପର୍କକୁ ବିରୋଧ କରିବା ହିନ୍ଦୁ ବିବାହ ଆଇନ-୧୯୫୫ ଅନୁସାରେ ଏକ ନିଷ୍ଠୁରତା । ମାତ୍ର ଏ ନେଇ  ୪୯୮ଏ ଆଇପିସି ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇ ପାରିବ ନାହିଁ  । ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି   କର୍ଣ୍ଣାଟକ ହାଇକୋର୍ଟ  ।  ଜଣେ…

ପବିତ୍ର ଘୋଷଯାତ୍ରା: ୫୦ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ନିଶୁଳ୍କ ଆହାର

ପୁରୀ: ଆଜି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ରତ୍ନ ସିଂହାସନ ଛାଡି ବଡ଼ଦାଣ୍ଡକୁ ଓହ୍ଲାଇଛନ୍ତି ଶ୍ରୀଜିଉ। ଆଉ ଶ୍ରଜିଉଙ୍କ ଦର୍ଶନ ଲାଗି ଲାଗି ରହିଛି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ। ଆଉ ଏହି ଶ୍ରଦ୍ଧାଳୁଙ୍କ ଲାଗି ପୁରୀରେ…

ରଥଯାତ୍ରା ଦେଖିବା ପାଇଁ ବାହାରିଥିଲେ ବାପା-ପୁଅ; ଅଧାବାଟରେ ବାଇକୁ ପିଟିଦେଲା ବସ୍

ବାରିପଦା: ରଥଯାତ୍ରା ଦେଖିବା ପାଇଁ ସକାଳୁ ସକାଳୁ ବାହାରିଥିଲେ ବାପା-ପୁଅ । ହେଲେ ଜଗତଠାକୁରଙ୍କ ଶେଷଦର୍ଶନ ସେ କରିପାରିଲେ ନାହିଁ । ରଥଟଣା ଆଶା ଅଧାରେ ଅଟକି ଯାଇଥିଲା । ବାଟରେ ଯିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବସ ତାଙ୍କ ବାଇକକୁ ଚାପିଦେଲା । ଫଳରେ ବାଟରେ ଚାଲିଗଲା ବାପାଙ୍କ ଜୀବନ…

ବାହାନଗା ଟ୍ରେନ ଦୁର୍ଘଟଣା: ସିଗନାଲ ଜେଇଙ୍କୁ ଧରି ଭଡାଘର ଯାଞ୍ଚ କରୁଛି ସିବିଆଇ

ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣାକୁ ସିବିଆଇ ତଦନ୍ତ ଜୋରଦାର କରିଛି । ଗତକାଲି ସିଗନାଲ ଜେଇଙ୍କ ଘର ସିଲ କରିଥିବାବେଳେ ଆଜି ତାଙ୍କୁ ଧରି ସିଲ ହୋଇଥିବା ଘରକୁ ଯାଇଛି ସିବିଆଇ । ସେଠାରେ ତାଙ୍କୁ ପଚରାଉଚରା କରୁଛି । ବହାନଗା ଷ୍ଟେସନ ସିଗନାଲ ଜେଇ ଅମୀର ଖାନ ଭଡାଘରେ ସିବିଆ ପକ୍ଷରୁ…

ହାତୀ ଉତ୍ପାତ: ବିନା ବାଧାରେ ଭାଙ୍ଗୁଛନ୍ତି ପାଚେରୀ, ବନ ଖଣ୍ଡ କର୍ମଚାରୀଙ୍କୁ ପଡୁନି ଫରକ

ଭୁବନେଶ୍ଵର: ଅଣ ଗ୍ୟାଜେଟେଡ ବନ ସେବା ସଂଘର ପାଟ୍ରୋଲିଂ ବନ୍ଦର ପ୍ରଭାବ ସାରା ରାଜ୍ୟରେ ଅନୁଭୂତ ହେବାକୁ ଲାଗିଲାଣି। ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଏହି ବନ୍ଦର ଖରାପ ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ରାତିରେ ଭରତପୁର ଜଙ୍ଗଲ ଭିତରୁ ୩ଟି ହାତୀ ଆସି ଶିଖରଚଣ୍ଡୀ ପାହାଡ ପାଦ ଦେଶରେ ଥିବା…

ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ପବିତ୍ର ରଥଯାତ୍ରା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀ ସମେତ ଦେଶବାସୀଙ୍କୁ ରଥଯାତ୍ରା…

ସରିଲା ପହଣ୍ଡି; ରଥ ଉପରେ ତିନିଠାକୁର

ପୁରୀ:ଝୁଲି ଝୁଲି ନାଚି ନାଚି ଟାହିଆ ହଲେଇ ରଥ ଉପରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟଘଣ୍ଟା ଧ୍ୱନିରେ ଗଗନ ପବନ କମ୍ପାଇ ଭକ୍ତଙ୍କ ଭିଡରେ ରଥ ଉପରକୁ ଆସିଛନ୍ତି ଶ୍ରୀଜଗନ୍ନା, ପ୍ରଭୁ ବଳଭଦ୍ର ଏବଂ ମା’ ସୁଭଦ୍ରା । ତିନିଠାକୁର ଏବେ ତିନି ରଥରେ ବିରାଜମାନ । ଭକ୍ତ ଆବେଗର ସହ…

୧୧ ବର୍ଷ ପରେ ବାପା ହେଲେ ରାମଚରଣ

ହାଇଦ୍ରାବାଦ: ଦକ୍ଷିଣ ଭାରତ ଫିଲ୍ମର ଲୋକପ୍ରିୟ କଳାକାର ରାମଚରଣଙ୍କ ପତ୍ନୀ ଉପାସାନା ୧୧ ବର୍ଷ ପରେ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆପୋଲୋ ଡାକ୍ତରଖାନା ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । କନ୍ୟା ସନ୍ତାନର ପିତା ହେବା ନେଇ ରାମଚରଣ ବେଶ ଖୁସି ଅଛନ୍ତି । ରାମଚରଣ-ଉପାସାନାଙ୍କ…

ଭିଏତନାମକୁ ‘ଆଇଏନଏସ କ୍ରିପାଣ’ ଯୁଦ୍ଧପୋତ ଉପହାର ଦେଲା ଭାରତ

ନୂଆଦିଲ୍ଲୀ:କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତକାଲି ଅର୍ଥାତ ସୋମବାର ଭିଏତନାମ ରକ୍ଷାମନ୍ତ୍ରୀ ଜେନରାଲ ଫାନୱାନ ଗିୟାଙ୍ଗଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କିତ ପ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ବିଶେଷ କରି ଦୁଇ…