କାଳବୈଶାଖୀ ବେଳେ ବିଦ୍ୟୁତ ସେବାକୁ ନେଇ ବର୍ଷିଲା କଂଗ୍ରେସ, ‘ଟାଟା ପାଓ୍ବାର ଅସୀମିତ କ୍ଷମତାର ଅଧିକାରୀ’
ଭୁବନେଶ୍ୱର: ଗୁରୁବାର ଅପରାହ୍ନରେ ହୋଇଥିବା କାଳବୈଶାଖୀ ପରେ ଭୁବନେଶ୍ୱରରେ ତୁରନ୍ତ ବିଦ୍ୟୁତ୍ ସେବା ଯୋଗାଇବାରେ ଟାଟା ପାଓ୍ୱାର ବିଫଳ ହେବାକୁ ନେଇ କଂଗ୍ରେସ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି।
କଂଗ୍ରେସ ଅଭିଯୋଗ କରିଛି ଯେ ଟାଟା ପାଓ୍ୱାର ଓଡ଼ିଶାରେ ଅନିୟନ୍ତ୍ରିତ କ୍ଷମତା ହାସଲ…