Latest Odisha News

BREAKING NEWS

Yearly Archives

2023

ବାଘ ସହିତ ଭିଡ଼ିଓ କରିବାର ନିଶା ଛାଡ଼ିଗଲା ଯୁବତୀଙ୍କର: କଲା ଆକ୍ରମଣ

ଆଜିକାଲି ପ୍ରତ୍ୟେକ ଲୋକ ସୋସିଆଲ ମିଡ଼ିଆରେ ନିଜର ଲୋକପ୍ରିୟତା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ । ନିଜ ଜୀବନକୁ ବାଜି ଲଗାଇ ଭିଡ଼ିଓ କରିବାକୁ ପଛାଉନାହାନ୍ତି । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବତୀ ବାଘ ସହ ଭିଡ଼ିଓ କରିବାକୁ ଯାଇ ପରିଣତି…

ତିରୁପତିରେ ବିବାହ କରିବେ ପ୍ରଭାସ: କିଏ ହେବେ ତାଙ୍କ କନ୍ୟା

ମୁମ୍ବାଇ: ଫିଲ୍ମ ‘ଆଦିପୁରୁଷ’କୁ ନେଇ ସାଉଥ ସୁପରଷ୍ଟାର ପ୍ରଭାସ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ପ୍ରଭାସଙ୍କର ଅଭିନେତ୍ରୀ କ୍ରିତି ସାନନଙ୍କ ସହ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏହି ଗୁଜବକୁ ପ୍ରଭାସ ନିଜେ ଖଣ୍ଡନ କରିଥିଲେ । ହେଲେ ଏବେ ସେ ତାଙ୍କ…

ଅବସରରୁ ଓହରିଲେ ମୋଇନ ଅଲୀ, ଆଶେସ ଟିମରେ ସାମିଲ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଟିମର ଅଲରାଉଣ୍ଡର ମୋଇନ ଅଲୀ ଟେଷ୍ଟ କ୍ରିକେଟ ଅବସର ନିଷ୍ପତିରୁ ଓହରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜ ପାଇଁ ଦଳରେ ତାଙ୍କର ଆବଶ୍ୟକତା ରହିଛି ବୋଲି ଅଧିନାୟକ ବେନ ଷ୍ଟୋକ୍ସ, ମୂଖ୍ୟ କୋଚ ବ୍ରାଣ୍ଡେନ ମ୍ୟାକକୁଲାମ ଓ ମ୍ୟାନେଜିଂ ଡାଇରେକ୍ଟର ରବର୍ଟ କିସ…

ଯାଜପୁରରେ ଖଣି ଖନନ ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଏକ ବେଆଇନ ପଥର ଖାଦାନରେ ଦୁଇ ଜଣଙ୍କର ମର୍ମନ୍ତୁଦ ମୃତ୍ୟୁ ଘଟଣାରେ ଓଡ଼ିଶା ଲୋକାୟୁକ୍ତର ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ଲୋକାୟୁକ୍ତ ନିଜଆଡୁ ଗ୍ରହଣ କରି ବୁଧବାର ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ କୁମାର ଜେଠଓ୍ୱାଙ୍କୁ ଦୁଇ ମାସ ମଧ୍ୟରେ…

୨୪ ଘଣ୍ଟାରେ ୨୩ ହଜାର ଚାରାରୋପଣ କରି ବିଶ୍ୱ ରେକର୍ଡ଼

କାନାଡ଼ା: ବୃକ୍ଷ ହିଁ ଜୀବନ । ଆମେ ଉଦ୍ଭିଦରୁ ଅମ୍ଳଜାନ ପାଇଥାଉ । ହେଲେ ଏବେ ବେଧଡ଼କ ଭାବେ ଗଛକଟା ଚାଲିଛି । ଜଙ୍ଗଲ ନଷ୍ଟ ହେଉଛି । ଏବେ ପରିବେଶର ସୁରକ୍ଷା ନିତାନ୍ତ ଜରୁରୀ । ଏପରି ସ୍ଥିତିରେ କାନାଡ଼ାର ଜଣେ ଯୁବକ ପରିବେଶ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଛନ୍ତି । ସେ ୨୪ ଘଣ୍ଟାରେ ୨୩ ହଜାର ଚାରା…

ଅଚିହ୍ନ ଶବକୁ ସ୍ବାମୀ କହି କ୍ଷତିପୂରଣ ଟଙ୍କା ନେବାକୁ ଉଦ୍ୟମ, ସ୍ତ୍ରୀ ନାଁରେ ଏତଲା ଦେଲେ ସ୍ୱାମୀ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକ ଏବଂ ଆହତଙ୍କ ପାଇଁ ଉଭୟ ରାଜ୍ୟ ସରକାର ଓ ରେଳବାଇ ପକ୍ଷରୁ ଘୋଷଣା କରାଯାଇଥିବା କ୍ଷତିପୂରଣ ଟଙ୍କା ପାଇବା ପାଇଁ ଏହି ଦୁର୍ଘଟଣାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ଦାବି କରି ମିଛ କହିବାକୁ ଉଦ୍ୟମ କରି କ୍ଷତିପୂରଣ ଟଙ୍କା…

ବିବାହ ବନ୍ଧନରେ ବାନ୍ଧିହେଲେ ଅଭିନେତ୍ରୀ ସୋନାଲି ସେହଗଲ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡ଼ ଅଭିନେତ୍ରୀ ସୋନାଲି ସେହଗଲ । ସେ ତାଙ୍କ ପ୍ରେମିକ ଆଶିଷ ସଜନାନୀଙ୍କୁ ବିବାହ କରିଛନ୍ତି । ଦୀର୍ଘ ୫ ବର୍ଷ ଧରିି ଉଭୟ ଉଭୟଙ୍କୁ ଡ଼େଟ୍ କରୁଥିଲେ । ଶେଷରେ ବିବାହ କରିଛନ୍ତି । ବୁଧବାର ମୁମ୍ବାଇରେ ସୋନାଲିଙ୍କ ବିବାହ ଉତ୍ସବ ଧୁମ୍‌ଧାମରେ…

ଘର ପଶ୍ଚିମବଙ୍ଗ କିନ୍ତୁ ପୁଅର ଶବ ନେଇଛନ୍ତି ବିହାରର ଅନ୍ୟ ଜଣେ!

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ମର୍ମନ୍ତୁଦ ରେଳ ଦୁର୍ଘଟଣାର ପରିଣାମ କେତେ ଜୟ ହୃଦୟବିଦାରକ ରହିଛି ତାହା ଏବେ ଆହୁରି ଜଣାପଡୁଛି ଯେତେବେଳେ ମର ଶରୀରକୁ ପରିବାର ଖୋଜୁଛି କିନ୍ତୁ ପାଉ ନାହିଁ। ଆଉ ପଶ୍ଚିମବଙ୍ଗରୁ ଆସି ପୁଅର ମୃତଦେହ ନେବାକୁ ଅପେକ୍ଷା କରିଥିବା ବେଳେ ବିହାରର…

୧୫ ଜୁନ ମଧ୍ୟରେ ଶେଷ ହେବ ଯାଂଚ, ଅନ୍ୟଥା ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବେ ରେସଲର

ନୂଆଦିଲ୍ଲୀ: ରେସଲର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏହା ପ୍ରାୟ ୬ ଘଂଟା ଧରି ଚାଲିଥିଲା । ବୈଠକ ପରେ ସାକ୍ଷୀ ମଲିକ କହିଛନ୍ତି ସରକାର ୧୫ ଜୁନ ସୁଦ୍ଧା ଯାଂଚ ଶେଷ କରିବା ପାଇଁ ସମୟ ମାଗିଛନ୍ତି । ଏହି ସମୟ ମଧ୍ୟରେ ରେସଲରମାନେ କୌଣସି…

ଟିଭି ପରଦାରେ ପ୍ରିୟଜନ ହସ୍ପିଟାଲରେ ଥିବା ଦେଖି ବିହାରରୁ ଭୁବନେଶ୍ୱର ଆସିଛନ୍ତି ସମ୍ପର୍କୀୟ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ଅନେକ ଆଶା ଓ ନିରାଶାର କାହାଣୀ ସାମ୍ନାକୁ ଆସିଛି। ଗତ ୨ ତାରିଖରେ ଘଟିଥିବା ଏହି ଦୁଃଖଦ ଘଟଣାରେ ଅଂସଖ୍ୟ ପରିବାର ନିଜ ପ୍ରିୟଜନଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି। କିଛି ପରିବାର ନିଜ…