ମନ୍ଦିର ପରିସରରେ କ୍ରିତିଙ୍କୁ ଚୁମ୍ବନ ଦେଲେ ନିର୍ଦ୍ଦେଶକ ଓମ୍ ରାଉତ
ମୁମ୍ବାଇ: ତିରୁପତି ବାଲାଜୀ ମନ୍ଦିର ପରିସରରେ ଅଭିନେତ୍ରୀ କ୍ରିତି ସାନନଙ୍କୁ ଚୁମ୍ବନ ଦେଲେ ନିର୍ଦ୍ଦେଶକ ଓମ୍ ରାଉତ । ଏହାକୁ ନେଇ ଏବେ ବିବାଦ ଦେଖାଦେଇଛି । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି,ଯାହାକୁ ଦେଖି ପ୍ରଶଂସକମାନେ ନାପସନ୍ଦ କରିଛନ୍ତି ।
ମଙ୍ଗଳବାର…