ଟ୍ରେନ ଟ୍ରାଜେଡି: କିଏ କହୁଥିଲା ସାର..ମୋତେ ଛାଡି ଯାଆନ୍ତୁନି..କିଏ କହୁଥିଲା ମୋ ଗୋଡ଼ କାଟି ଦିଅ କିନ୍ତୁ ବଞ୍ଚାଅ
ଭୁବନେଶ୍ୱର: ସେ ଦୃଶ୍ୟ ହୃଦୟ ବିଦାରକ । ଲୋମଟାଙ୍କୁରା । ଏବେ ବି ମନେ ପଡିଗଲେ ଦେହ ଥରି ଯାଉଛି । ଚାରିଆଡେ କୁଢକୁଢ ଶବ । କରୁଣ ଚିତ୍କାରରେ ଆକାଶର ଛାତି ଯେମିତି ଫାଟି ଯାଉଥିଲା । ଅନ୍ଧାର ରାତିରେ ଛାତିକୁ ପଥର କରି ଉଦ୍ଧାର କାମରେ ଲାଗିଥିଲେ ରେସକ୍ୟୁ ଟିମ । ଆଖି ସାମ୍ନାରେ ମୃତ୍ୟୁକୁ…