Latest Odisha News

BREAKING NEWS

Yearly Archives

2023

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୩)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଖୁବ ଡରିଯାଇଥଲେ ବି ସେ ଝିଅଟା ପୁଣି ତାତ୍ସଲ୍ୟ କରି କହିଲା, “ମୁଁ କିଛି ଭୁଲ୍ କହିନି । ଦେଖ ଏମାନେ କେମିତି ବ୍ୟବହାର କରୁଛନ୍ତି । ଅସଭ୍ୟ, ଅମାର୍ଜିତ...!” ସମୀରାକୁ ଏତେ ବେଳଯାଏଁ ଅଟକେଇ ରଖିଥିବା…

କବିତା : ଚେର

ମାନସ ରଞ୍ଜନ ମହାପାତ୍ର ସବୁ ଯଦି ଠିକ୍ ଅଛି ମୁଁ କାହିଁକି ବ୍ୟସ୍ତ, କାହାପାଇଁ କେଉଁ କଥାଟି ମୁଁ କହି ପାରୁନାହିଁ କାହାକୁ ? ସମୟ ଯଦି ଧୋଇନିଏ ସବୁକିଛି ମୋ ପୁରୁଣା କ୍ଷତ ସବୁ ଶୁଖୁନି କାହିଁକି ନା ମୁଁ ଆଗକୁ ବଢି ପାରୁଛି ନା ଫେରି ପାରୁଛି ପଛକୁ ଅନେକ ପୁରୁଣା ସାଥୀ…

ଭାଷା ଭାଗବତ : ଚାରିଥାକିଆ ଯୁକ୍ତାକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚାରିଥାକିଆ ଯୁକ୍ତାକ୍ଷର ଓଡ଼ିଆ ନିମଂତେ ଦୁର୍ଭର ନିଷ୍କ୍ରିୟ, ଅଷ୍ଟ୍ରିଆ, ତାନ୍ତ୍ରିକ ' ସ୍କ୍ରୁଟିନି ', ତେଜସ୍କ୍ରିୟ ଦେଖ ଏଭଳି ଶବ୍ଦ ଶିଖେ ଶିଶୁ ମଥାରେ ପଶୁ କି ନ ପଶୁ ତିନିଥାକିଆ ଯୁକ୍ତାକ୍ଷର ରହିଛି ଅନେକ ପ୍ରକାର…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଗୁଡିକ ତାଲିକା ଭୁକ୍ତ ହୋଇ ସମୁଦାୟ ୧୨୦ ଗୋଟି ପ୍ରଚଳିତ ଓ ବନ୍ଦ ହୋଇଯାଇଥିବା ସେଵା ବା ସେବକ ଗୋଷ୍ଠୀ ବିଷୟରେ ପ୍ରମାଣ ମିଳୁଛି। ସେଥି ମଧ୍ୟରୁ ଆମେ ଆଜି…

ଖୁବଶୀଘ୍ର ବିଜେପି ବିରୋଧୀ ଦଳ ବୈଠକର ତାରିଖ ଏବଂ ସ୍ଥାନ ଘୋଷଣା ହେବ: ଜେଡିୟୁ

ନୂଆଦିଲ୍ଲୀ: ବିରୋଧୀ ଏକତା ଦିଗରେ ନିଜର ପ୍ରୟାସ ଜାରି ରଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। ଏହି କ୍ରମରେ ସୋମବାର ଦିଲ୍ଲୀରେ ପହଞ୍ଚିକଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଛନ୍ତି ନୀତୀଶ। ଏହି ଅବସରରେ ବିହାରର…

ବିରୋଧୀଙ୍କ ଭୋଟ୍ ବ୍ୟାଙ୍କ ଉପରେ ପ୍ରହାର କରିବ ମୁଖ୍ୟମନ୍ତ୍ରୀଙ୍କ ନୂଆ ମନ୍ତ୍ରିମଣ୍ଡଳ?

ଭୁବନେଶ୍ୱର: ରାଜ୍ୟ ସରକାରର ମନ୍ତ୍ରିମଣ୍ଡଳରେ ହୋଇଥିବା ଅଦଳବଦଳ ଭାରତୀୟ ଜନତା ପାର୍ଟିକୁ ପ୍ରତିହତ କରିବା ଏବଂ ୨୦୨୪ର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ପ୍ରସ୍ତୁତିରେ ଦଳର ସଙ୍ଗଠନକୁ ମଜବୁତ କରିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଏହା ଏକ ଯୋଜନାବଦ୍ଧ ରଣନୀତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି।…

ଛେନା ଦର ବୃଦ୍ଧିକୁ ପ୍ରତିବାଦ କରି ପାହାଳରେ ବ୍ୟବସାୟୀଙ୍କ ବନ୍ଦ ପାଳନ

ଭୁବନେଶ୍ୱର: ବିଭିନ୍ନ ମିଠା ତିଆରିରେ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବହନ କରୁଥିବା ଛେନା ଦର ବୃଦ୍ଧି ପ୍ରତିବାଦରେ ପାହାଳ ମିଠା ବ୍ୟବସାୟୀ ସଙ୍ଘ ପକ୍ଷରୁ ତିନିଦିନିଆ ବନ୍ଦ ପାଳନ କରାଯାଇଛି। ମଙ୍ଗଳବାରଠୁ ପୁଣି ବ୍ୟବସାୟ ଆରମ୍ଭ କରିବା ସହ ମିଠା ବିକ୍ରି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।…

ନୂଆ ମନ୍ତ୍ରୀଙ୍କ ଶପଥ ପରେ ବି ଅସ୍ପଷ୍ଟ କିଏ ହେବେ ନୂଆ ବାଚସ୍ପତି, ଫୋନ କଲକୁ ଅନେକଙ୍କ ଅପେକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି। ବିଧାୟକ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି, ସାରଦା ପ୍ରସାଦ ନାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ନବୀନ ପଟ୍ଟନାୟକ। ଗତକାଲି ବିଳମ୍ବିତ ରାତିରେ ତିନି ବରିଷ୍ଠ…

କମିସନରେଟ୍ ପୁଲିସର ବଡ଼ ସଫଳତା, କୁଖ୍ୟାତ ‘ବାଓ୍ୱରିଆ ଗ୍ୟାଙ୍ଗ’ର ପର୍ଦ୍ଦାଫାଶ

ଭୁବନେଶ୍ୱର: କମିସନରେଟ୍ ପୁଲିସ କୁଖ୍ୟାତ 'ବାଓ୍ୱରିଆ ଗ୍ୟାଙ୍ଗ'ର ଚାରି ଜଣ ସଦସ୍ୟଙ୍କୁ ଗିରଫ କରିଛି। ଉତ୍ତର ପ୍ରଦେଶରୁ ଆସିଥିବା ଏକ ଯାଯାବର ବଂଶ ହେଉଛି ଏହି ବାଓ୍ୱରିଆ ଗ୍ୟାଙ୍ଗ। ବିଭିନ୍ନ ସ୍ଥାନରେ ହେଉଥିବା ସଙ୍ଗଠିତ ଅପରାଧ ବିରୋଧରେ ଲଢ଼େଇରେ ସୋମବାର ଏହି ଗିରଫଦାରୀ ପୋଲିସର ଏକ ସଫଳ…

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ, ମୟୂରଭଞ୍ଜରେ ବିଜେପିର ବନ୍ଦ ପାଳନ

ବାରିପଦା: ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସମୟରେ ବିଜୁଳିକାଟକୁ ବିରୋଧ କରି ଭାରତୀୟ ଜନତା ପାର୍ଟିର ଆହ୍ୱାନ କ୍ରମେ ସୋମବାର ମୟୂରଭଞ୍ଜ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି।…