ଶାସକ ଦଳ ନେତାଙ୍କ ଦୁବାଇ ଗସ୍ତ, ସରକାରୀ ଅର୍ଥର ଅପବ୍ୟବହାର କହି ବର୍ଷିଲେ ବିଜେପି ବିଧାୟକ
ଭୁବନେଶ୍ୱର: ଶାସକ ଦଳ ବିଜୁ ଜନତା ଦଳ ବିଧାୟକଙ୍କୁ ରାଜ୍ୟ ସରକାରଙ୍କ ପାଣ୍ଠିରେ ଦୁବାଇ ପଠାଇବା ପ୍ରସ୍ତାବକୁ ବରିଷ୍ଠ ବିଜେପି ନେତା ତଥା ବିଧାୟକ ସୁବାସ ପାଣିଗ୍ରାହୀ ତୀବ୍ର ବିରୋଧ କରିଛନ୍ତି।
ବିଧାୟକ ପାଣିଗ୍ରାହୀ ନିଜର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ଯଦି ବିଜେଡି ବିଧାୟକ ଜଣ…