Latest Odisha News

BREAKING NEWS

Yearly Archives

2023

ଲଗାଣ ବର୍ଷାରେ ବେହାଲ ଚେନ୍ନାଇ, ଗଲାଣି ୫ ଜୀବନ

ଚେନ୍ନାଇ: ବାତ୍ୟା ମିଗଜୋମ୍ ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦଶରେ ଲଗାଣ ବର୍ଷା ଜାରି ରହିଛି । ତାମିଲନାଡୁର ଅନେକ ସହରରେ ମୂଷଳଧାରାରେ ବର୍ଷା ସହ ପବନ ମଧ୍ୟ ଜାରି ରହିଛି । ଚେନ୍ନାଇରେ ଲଗାଣବର୍ଷା କାରଣରୁ ରାସ୍ତାରେ ଡଙ୍ଗା ଚାଲୁଛି । ବାତ୍ୟା ଏବେ ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ…

ସାମାଜିକ ଜୀବନର ସ୍ମାରକୀ ପ୍ରଥମାଷ୍ଟମୀ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ….  ଓଡ଼ିଶା ଏକ ପୂଜାପାର୍ବଣର ରାଜ୍ୟ । ଏହାର ଆରାଧଦେବତା ଜଗତର ନାଥ ଶ୍ରୀଜଗନ୍ନାଥ । ଓଡ଼ିଶାବାସୀଙ୍କ ସୁଖ-ଦୁଃଖର ସାଥି ସେ କାଳିଆ କଳାସାଆନ୍ତ । ଭକ୍ତର ସେ ସିନା ବଡ଼ଠାକୁର, କିନ୍ତୁ ଅସଲରେ ସେ ବନ୍ଧୁ ପଣରେ ବନ୍ଧା । ମାନବିକତା ଗୁଣାବଳୀ ତାଙ୍କ…

କବିତା : ପ୍ରଥମାଷ୍ଟମୀ

ସଫଳା ଦାସ ମାସ ମଧ୍ୟେ ମାର୍ଗଶୀର ଋତୁ ରାଜ ବସନ୍ତ ବଡ ଠାକୁର କାଳିଆ ଜୟ ଜଗନ୍ନାଥ ।। ବରଷକ ବାର ମାସେ ଅଷ୍ଟମୀ ଅନେକ ପ୍ରଥମାଷ୍ଟମୀ ପାଳନ ପର୍ବ ଅଟେ ପାରିବାରିକ ।। ଜେଷ୍ଠ ପୁତ୍ର ,କନ୍ୟା ଭାବୀ ମୂରବି ଦାୟିତ୍ୱ କ୍ରୀୟା, କର୍ମ,ଘର ବୋଝ ମୁଣ୍ଡରେ ସ୍ୱତନ୍ତ୍ର ।।…

ଭାଷା ଭାଗବତ : ଭାବ ପାଣି, ଭାଷା ପାତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଯେ ନାହିଁ ଲୋକଂକ *ସହିତ* ଯାହା ସେ ଲେଖେ ତା *ସାହିତ୍ୟ* ବୋଲାଏ ଆମର ରାଜ୍ୟରେ ଲାଗେନି କାହାର କାର୍ଯରେ *କାର୍ଯ୍ୟରେ* ନ ଦିଶିଲା ବୋଲି ଭାଷା ତ ପଡ଼ିଲାନି ଟଳି ସଂସ୍କୃତ ଭାଷାରେ ଯା' ନାହିଁ ଲେଖକେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପରିବ୍ୟାପ୍ତ ବ୍ରହ୍ମ ସତ୍ତା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ କେବଳ ଦାରବୀ ତନୁ ଧାରଣ କରିଥିବା ଅବ୍ୟକ୍ତରେ ବ୍ୟକ୍ତ ଠାକୁର ହିସାବରେ ବିବେଚନା କରିବା ଠିକ ନୁହେଁ । ସେହିପରି ଅନିତ୍ୟରେ ନିତ୍ୟ ବା ନିତ୍ୟାନିତ୍ୟ ଠାକୁର କହିଦେଲେ…

ଓଡ଼ିଶା ଷ୍ଟାର୍ଟ-ଅପ୍ ଇକୋସିଷ୍ଟମ ଆକ୍ଲେଡସ୍ ୨୦୨୩: ଫ୍ରଣ୍ଟାୟର ମିଡିଆକୁ ବଡ ସଫଳତା

ଭୁବନେଶ୍ୱର: ଫ୍ରଣ୍ଟାୟର ମିଡିଆ କ୍ୱିଜୋଟିକାର(Quizzotica) ସପ୍ତମ ସଂସ୍କରଣରେ ଏହାର ଉଦ୍ୟୋଗୀ ମନୋଭାବ ପାଇଁ ସ୍ୱୀକୃତି ଲାଭ ପାଇଛି। କମ୍ପାନୀକୁ "ବୁଟସଷ୍ଟ୍ରାପେଡ ବିଜିନେସ୍" ବର୍ଗରେ ସମ୍ମାନଜନକ ଓଡ଼ିଶା ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଆକୋଲେଡ୍ସ ୨୦୨୩ ମିଳିଛି। ଏଥିସହ ବିନା ବାହ୍ୟ ପାଣ୍ଠିରେ…

ଓଡ଼ିଶାରେ ମହିଳାଙ୍କ ବିରୋଧରେ ଅପରାଧ କମୁଛି, ସାମଗ୍ରିକ ଭାବେ ବଢ଼ିଛି

ଭୁବନେଶ୍ୱର: ୨୦୨୨ ପାଇଁ ଓଡ଼ିଶାର ଅପରାଧ ପରିସଂଖ୍ୟାନ ଏକ ମିଶ୍ରିତ ଚିତ୍ର ଉପସ୍ଥାପନ କରିଛି। ମହିଳାଙ୍କ ବିରୋଧରେ ଅପରାଧ ହ୍ରାସ ପାଉଥିବା ବେଳେ ରାଜ୍ୟରେ ଅପରାଧ ବଢ଼ିବାରେ ଲାଗିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟରେ ୨୦୨୧ ତୁଳନାରେ ମହିଳାଙ୍କ ବିରୋଧରେ ଅପରାଧରେ ୨୪%…

‘ମିଗଜୋମ୍’ ପାଇଁ ବିମାନ ସେବା ପ୍ରଭାବିତ: ଭୁବନେଶ୍ୱରରୁ ଚେନ୍ନାଇ ଯାଉଥିବା ଦୁଇଟି ବିମାନ ବାତିଲ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ 'ମିଗଜୋମ୍' ଆକାଶ ମାର୍ଗରେ ବିମାନ ସେବାକୁ ପ୍ରଭାବିତ କରିଦେଇଛି। ଯାହାଫଳରେ ସୋମବାର ଭୁବନେଶ୍ୱରରୁ ଚେନ୍ନାଇ ଯାଉଥିବା ଦୁଇଟି ବିମାନକୁ ବାତିଲ କରିବାକୁ ପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାତି ୧୧ଟା ଯାଏଁ ବିମାନ ଚଳାଚଳ…

ଏମିତି ଦୋକାନ: ଯେଉଁଠି ୭୫ ବର୍ଷ ହେଲାଣି ଲିଭିନି ଚୁଲି

ଭାରତରେ ଏପରି ଅନେକ ଦୋକାନ ଅଛି, ଯାହା ପିଢି ପରେ ପିଢି ଚାଲିଆସୁଥିବା ଆପଣ ଦେଖିଥିବେ । ହେଲେ ରାଜସ୍ଥାନରେ ଏମିତି ଏକ ଦୋକାନ ରହିଛି, ଯାହା ୭୫ ବର୍ଷ ହେଲାର ଏଠାରେ ଥିବା ଚୁଲି ଲିଭିନାହିଁ । ଏନେଇ ଦୋକାନଟି ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ୧୯୪୯ରୁ ଏହି ଦୋକାନରେ…

ଧାନ ସଂଗ୍ରହ କେନ୍ଦ୍ରରୁ ଚୋରି ହୋଇଗଲା ଧାନ ବସ୍ତା, ଅଭିଯୋଗ ଆଣି ଅସନ୍ତୋଷ ଝାଡିଲେ ଚାଷୀ

ନୂଆପଡ଼ା: ଧାନ ସଂଗ୍ରହ କେନ୍ଦ୍ରରୁ ବହୁ ବସ୍ତା ଧାନ ରହସ୍ୟଜନକ ଭାବେ ଗାଏବ ହୋଇଯିବା ପରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। କୋମନା ବ୍ଲକର ଗଣ୍ଡମେର ପ୍ରାଥମିକ କୃଷି ସମବାୟ ସମିତି କେନ୍ଦ୍ରରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଧାନକୁ ଗଚ୍ଛିତ ରଖିଥିଲେ। କିନ୍ତୁ ସୋମବାର ଦିନ ସେମାନେ 10ଟି…