Latest Odisha News

BREAKING NEWS

Yearly Archives

2023

ବରଗଡ ଓ କଳାହାଣ୍ଡି ସମେତ ୫ ଜିଲ୍ଲାରେ ହାଇ ଆଲର୍ଟ ଜାରି

ଭୁବନେଶ୍ୱର: ଛତିଶଗଡର ଦନ୍ତେଓ୍ୱାଡା ଆରାନପୁର ରାସ୍ତାରେ ମାଓବାଦୀଙ୍କ ଦ୍ୱାରା ହୋଇଥିବା ମାରାତ୍ମକ ଆଇଇଡି ବିସ୍ଫୋରଣ ପରେ ଓଡିଶା ସରକାର ସତର୍କ ହୋଇଛନ୍ତି। ମଙ୍ଗଳବାର ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ଛତିଶଗଡ ସୀମାବର୍ତ୍ତୀ ଆଉ ଦୁଇଟି ଜିଲ୍ଲାକୁ ଏହି ସତର୍କ ସୂଚନା…

ଝିଅ ଦେଖିବାକୁ ଯାଇଥିଲେ, ଝିଅ ବଦଳରେ ମାଆଙ୍କୁ ନେଇ ଫେରାର ଯୁବକ

କୋଲକତା : ନିଜ ପାଇଁ ଜୀବନସାଥୀ ଦେଖିବାକୁ ଯାଇଥିଲେ ଝିଅ ଘରକୁ । ହେଲେ ଝିଅ ବଦଳରେ ପସନ୍ଦ କରିବସିଲେ ମାଆକୁ । କେବଳ ସେତିକି ନୁହେଁ ଝିଅର ମାଆକୁ ନେଇ ଫେରାର ମଧ୍ୟ ହୋଇଗଲେ । ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା । ପଶ୍ଚିମବଙ୍ଗରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି…

କୋଟିଆର ସୀମା ନିର୍ଦ୍ଧାରଣ ଦାବି କଲା ବିଜେପି, ସମାଧାନ ପାଇଁ କେନ୍ଦ୍ରକୁ ଆହ୍ୱାନ କଲା ବିଜେଡି

ଭୁବନେଶ୍ୱର: କୋଟିଆକୁ ଓଡ଼ିଶା ସରକାରଙ୍କ ଅଧିକାରୀ ଯାଉନାହାନ୍ତି। ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ହୋଇ ଏହାର ସୀମା ନିର୍ଦ୍ଧାରଣ କରାଯାଉ। ଆଉ ଏଠିକାର ଲୋକଙ୍କୁ ନିଜର ହକ ମିଳୁ। ଏହା ଦାବି କରିଛି ବିଜେପି। ସୋମବାର କୋଟିଆ ଗସ୍ତରେ ଆସି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା ଆନ୍ଧ୍ର…

୧୩ରେ ପରିଣୀତି-ରାଘବଙ୍କ ନିର୍ବନ୍ଧ

ମୁମ୍ବାଇ: ଦୀର୍ଘ ଦିନ ଧରି ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ଆସନ୍ତା ୧୩ ତାରିଖରେ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଏମ୍‌ପି ରାଘବ ଚଢାଙ୍କ ନିର୍ବନ୍ଧ ହେବାକୁ ଯାଉଛି । ଦିଲ୍ଲୀରେ ଧୁମ୍‌ଧାମ୍‌ରେ ସେମାନଙ୍କ ନିର୍ବନ୍ଧ ଆୟୋଜନ ହେବ । ଏଥିରେ ଉଭୟ ପରିବାର ଓ ବନ୍ଧୁବାନ୍ଧବ ଯୋଗ ଦେବାର…

ନିଆରା ଉଦ୍ୟମ: ପାଣି ପାଇଁ ଗ୍ରାମବାସୀ କଲେ କୁକୁର ବିବାହ

ନୂଆଦିଲ୍ଲୀ : ଦୁନିଆରେ ଅଜବ ରୀତିନୀତି ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ କିମ୍ବା ଦେଖିଥିବେ । କିନ୍ତୁ ଆପଣ ପଶୁ ବିବାହ ବିଷୟରେ କେବେ ଶୁଣିଛନ୍ତି କି? ଏମିତି ଏକ ଗାଁ ଅଛି ଯେଉଁଠି ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ଏକ ନିଆରା ବିବାହର ଆୟୋଜନ କରାଯାଇଥାଏ । ଗାଁକୁ ରଙ୍ଗୀନ ଆଲୋକରେ…

ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଉଦ୍ଧବଙ୍କୁ ଭେଟିଲେ ପାଓ୍ୱାର, କିଏ ହେବେ ଦଳର ନୂଆ ଅଧ୍ୟକ୍ଷ ବଢ଼ିଲା ଚର୍ଚ୍ଚା

ମୁମ୍ବାଇ: ପୁଣିଥରେ ମହାରାଷ୍ଟ୍ରରେ ରାଜନୀରେ ବଡ ହଲଚଲ ଦେଖିବାକୁ ମିିିଳିଛି। ଏହି ରାଜନୈତିକ ହଲଚଲ ଏନସିପି ସଭାପତି ପଦକୁ ନେଇ ରହିଛି। ବରିଷ୍ଠ ନେତା ଶରଦ ପାୱାର ମଙ୍ଗଳବାର ଦଳର ସଭାପତି ପଦ ଛାଡିଛନ୍ତି। ଦଳର ନେତାମାନେ ଶରଦ ପାୱାରଙ୍କୁ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ଵ ଗ୍ରହଣ କଲେ ଆଇଏଏସ ରଞ୍ଜନ ଦାସ 

ପୁରୀ: ଶ୍ରୀମନ୍ଦିର ନୂତନ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଆଇଏଏସ ରଞ୍ଜନ କୁମାର ଦାସ  । ସେ  ପୂର୍ବତନ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଠାରୁ  ଦାୟିତ୍ଵ ଗ୍ରହଣ କରିଛନ୍ତି। ଦାୟିତ୍ଵ ଗ୍ରହଣ କରିବା ପରେ ସେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ,ଉପଜିଲ୍ଲାପାଳ ଓ…

ପ୍ରଥମେ ରାମ, ଏବେ ବଜରଙ୍ଗ ବାଲି କହୁଥିବା ବ୍ୟକ୍ତିଙ୍କୁ ତାଲା ପକାଇବାକୁ ଚାହୁଁଛି କଂଗ୍ରେସ-ମୋଦି

ବେଙ୍ଗାଲୁର: କର୍ଣ୍ଣାଟକ ନିର୍ବାଚନକୁ ନେଇ ମୁହାଁମୁହିଁ ବିଜେପି-କଂଗ୍ରେସ  । କଂଗ୍ରେସ ତା’ର ନିର୍ବାଚନୀ ଘୋଷଣାନାମରେ ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରତିଶ୍ରୁତି ଦେଇଛି । ଏହାକୁ ନେଇ ବର୍ଷିଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରି…

ଫ୍ରଡ୍ ୱେବସାଇଟରେ ୪ ମାସରେ ୩୯ କୋଟିର କାରବାର, ସତର୍କ କଲା ଇଓଡବ୍ଲୁ

ଭୁବନେଶ୍ୱର: ରାଜ୍ୟରେ ସାଇବର କ୍ରାଇମ୍ ବଢ଼ୁଥିବା ବେଳେ ଇଓଡବ୍ଲୁ ଲୋକଙ୍କ ପାଇଁ ଆଡଭାଇଜରି ଜାରି କରିଛି । ଠକ୍ ଫ୍ରଡ୍ ୱେବସାଇଟ୍ ଜରିଆରେ ଲୋକଙ୍କୁ ଠକୁଛନ୍ତି । www.smsmvip.com ୱେବସାଇଟ୍ ଜରିଆରେ ପ୍ରାୟ ୩୭୦୦ ଜଣ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି । ଆମେରିକାରେ ତିଆରି ହୋଇଥିବା…