ସ୍ୱଳ୍ପ ଗଳ୍ପ : ଜଣେ ଅପରାଜିତ ରାଜକନ୍ୟା
ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୬
ବାସ୍ତବ ଜଗତର ରାଜକନ୍ୟାରୁ ସେ ଯେତେବେଳେ କାହାଣୀ ଜଗତର ଗୋଟିଏ ରାଜକନ୍ୟା ପାଲଟି ଗଲେ ସେତେବେଳେ ସେ ଅଧିକରୁ ଅଧିକ ସୁନ୍ଦର ଦିଶୁଥିଲେ। ରାଜକନ୍ୟାମାନଙ୍କୁ କାହାଣୀରେ ଅପରୂପା ଆଉ ଚିରକିଶୋରୀ କରି ରଖିବା ଭଳି ଆମର…