Latest Odisha News

BREAKING NEWS

Yearly Archives

2023

ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ଭଗବାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

ନବରଙ୍ଗପୁର: ଦୀର୍ଘ ୧୭ ଦିନର ସଂଘର୍ଷ ପରେ ଟନେଲ ରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ନବରଙ୍ଗପୁର ଫେରିଥିବା ଡାବୁଗାଁ ବ୍ଲକ ତାଳବେଢା ଗ୍ରାମର ଭଗବାନ ଭତ୍ରା ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା । ଏନେଇ ସ୍ଥାନୀୟ ମିଶନଶକ୍ତି ହଲ ଠାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା…

ବାହାରିଲା କଂଗ୍ରେସର ପୁରୁଣା ରୋଗ,ଫଳ ଆସିନି କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲଢେଇ ଆରମ୍ଭ !

ଭୁବନେଶ୍ୱର: ଛତିଶଗଡ଼ରେ କଂଗ୍ରେସ ଦ୍ଵିତୀୟଥର ସରକାର ଗଢ଼ିବା ନେଇ ଆକଳନ କରାଯାଉଥିବା ବେଳେ ବିଜେପି ମଧ୍ୟ ସରକାର ଗଢିବାକୁ ଆଶା ରଖିଛି। ଏସବୁ ଭିତରେ କିନ୍ତୁ କଂଗ୍ରେସ ସରକାର ରିପିଟ କରିବା ସମ୍ଭାବନା ଅଧିକ ରହିଛି। ରାତି ପାହିଲେ ଏ ନେଇ ସ୍ପଷ୍ଟ ହୋଇଯିବ। କିନ୍ତୁ ଏ ଭିତରେ ଛତିଶଗଡରେ…

ରାଜସ୍ଥାନରେ କଂଗ୍ରେସ, ବିଜେପିକୁ ଖେଳାଇବ ବିଏସପି !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ଭୋଟଗଣତି ପୁର୍ବରୁ ଭିନ୍ନ ଭିନ୍ନ ଆକଳନ ହେଉଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ କିଙ୍ଗ ମେକର ଭୂମିକାରେ ଅବତୀର୍ଣ୍ଣ ହେବକୁ ଛୋଟ ଛୋଟ ଦଳ ମଧ୍ୟ ନିଜର ପ୍ରସ୍ତୁତି କରୁଛନ୍ତି। ବହୁଜନ ସମାଜବାଦୀ…

ଫାଇନାଲ ପରାଜୟ ନେଇ ଦୋଷ ମୁଣ୍ଡାଇଲା ପିଚ

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ହାରି ଭାରତ ରନର୍ସଅପରେ ସନ୍ତୁଷ୍ଟ ହୋଇଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଭାରତ ଫାଇନାଲରେ ହାରିବା ଅନେକଙ୍କୁ ହଜମ ହୋଇ ନ ଥିଲା । ବିସିସିଆଇ ଅଧିନାୟକ ରୋହିତ ଶର୍ମା ଏବଂ ମୂଖ୍ୟ…

ଡିସେମ୍ବର ୯ ଯାଏ ଭୋଟର ତାଲିକା ସଂଶୋଧନ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ। ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଚାଲିବ। ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ଏବଂ ନୂତନ ଭୋଟର ଭାବେ ପଂଜିକରଣ…

ପୃଥକ୍ ଦୁର୍ଘଟଣା: ଗୋଟିଏ ଦିନରେ ୩ ଜଳ ସମାଧୀ, ଜଣେ ନିଖୋଜ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଜିଲ୍ଲାର ପ୍ରଧାନପାଲି ସ୍ଥିତ କୋଏଲ ନଦୀ ଘାଟରେ ଗାଧୋଇବାକୁ ଯାଇଥିବାବେଳେ, ବୁଡି ଯାଇଥିଲେ ଦୁଇ ଛାତ୍ର । ଯେଉଁଥିରେ ଜଣେ ଛାତ୍ରର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଖବରମୁତାବକ, ଉଭୟ ବାସନ୍ତୀ…

ଏଲନ ମସ୍କଙ୍କ ଯୋଜନା ଫେଲ୍ ! ଦୂରେଇ ଗଲେ ଆପଲ୍ ଭଳି ବ୍ରାଣ୍ଡ, ବନ୍ଦ ହୋଇଯିବ କି ‘X’ ?

ୱାଶିଂଟନ: ଏଲନ ମସ୍କ ବଡ ଆଶା ନେଇ ଟୁଇଟରକୁ କ୍ରୟ କରିଥିଲେ । ଯାହାକୁ ବର୍ତ୍ତମାନ ‘X’ ଭାବରେ ନାମିତ କରାଯାଇଛି । ମସ୍କ ଏହାକୁ ଆହୁରି ଲୋକପ୍ରିୟ କରାଇବାକୁ ଚାହୁଁଥିଲେ । ଏଲନ ମସ୍କ ଏହାରି ଭିତରେ ସବସ୍କ୍ରିପସନ ମଡେଲ ଲାଗୁ କରିଛନ୍ତି । ମାତ୍ର ଏହାର ରେଭନ୍ୟୁ ଧିରେଧିରେ ହ୍ରାସ ପାଇବାରେ…

ଭାଇରାଲ ହେଲା ମୋଦି-ମେଲୋନୀ ସେଲଫି: ବେଷ୍ଟ ଫ୍ରେଣ୍ଡ #ମେଲୋଡି

ନୂଆଦିଲ୍ଲୀ:ସଂଯୁକ୍ତ ଆରବ ଏମିରେଟ (ୟୁଏଇ)ରେ ଚାଲିଥିବା କୋପ-୨୮ (COP28)ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏହି ଅବସରରେ ସେ ବିଶ୍ୱର ବହୁ ବଡ ବଡ ନେତାଙ୍କ ସହ ସାକ୍ଷାତ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଇଟାଲି ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନୀ । …

ଏବେ କମିବ ପେଟ୍ରୋଲ ଓ ଡିଜେଲ ଦର! ତିନି ବର୍ଷ ପରେ ଭାରତ କରିବାକୁ ଯାଉଛି ଏପରି କାମ

ନୂଆଦିଲ୍ଲୀ: ଦେଶରେ ବତବର୍ଷ ଏପ୍ରିଲ ମାସରୁ ପେଟ୍ରୋଲ ଓ ଡିଜେଲର ଦରରେ କୌଣସି ପରିବର୍ତ୍ତନ ଆସିନି । ମାତ୍ର ଖୁବଶୀଘ୍ର ଏହି ସ୍ଥିତି ବଦଳିବାକୁ ଯାଉଛି । କାରଣ ଭାରତ ତିନି ବର୍ଷ ପରେ ବେନେଜୁଏଲାଠାରୁ ତେଲ ଆମଦାନୀ କରିବାକୁ ଯାଉଛି । ଆମେରିକା ଏହି ଲାଟିନ ଆମେରିକୀୟ ଦେଶ ଉପରୁ ପ୍ରତିବନ୍ଧକ…

ଉତ୍ତରାଖଣ୍ଡରୁ ଫେରିଥିବା ଶ୍ରମିକ ଭାଇମାନଙ୍କୁ ସ୍ୱାଗତ ଜଣାଇବା କେବଳ ଏକ ଡ୍ରାମାବାଜୀ: ତେଜେଶ୍ୱର ପରିଡା

ଭୁବନେଶ୍ୱର: ଗତକାଲି ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ୫ ଓଡିଆ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଓଡିଶା ଫେରିବା ପରେ “ଓଡ଼ିଶାରେ ଚାକିରି ନାହିଁ ତେଣୁ ପୁଣି ଥରେ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ସେହି ଟନେଲ ଭିତରକୁ ଫେରିଯିବୁ” ଏଭଳି କହି ନିଜ ଦୁଃଖ ବଖାଣିଥିଲେ ଉଦ୍ଧାର ଶ୍ରମିକ ମାନେ ।…