ଚେତିଲା ବନ ବିଭାଗ; ଖୋଜୁଛି ହାତୀ ମୃତ୍ୟୁର କାରଣ
ବାରିପଦା: ହାତୀର ମୃତ୍ୟୁ ପରେ ବନବିଭାଗର ଚେତା ପଶିଛି । ହାତୀ ମୃତ୍ୟୁର କାରଣ ଖୋଜୁଛି ବନବିଭାଗ । କାରଣ ଖୋଜିବା ପାଇଁ ବନବିଭାଗ ଉପରିସ୍ଥ ଅଧିକାରୀଙ୍କ ସମେତ ସ୍ପେଶାଲ ଟାସ୍କଫୋର୍ସ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି । ହେଲେ ଏବେ ସୁଦ୍ଧା ପାଉନାହାନ୍ତି ଖିଅ ।
ଗତକାଲି…