ଭାଷା ଭାଗବତ : ଭାଷାର ଅବକ୍ଷୟ
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ମନୁଷ୍ୟ ଭାଷାବଂତ ପ୍ରାଣୀ
ଏତିକି ପାରୁନାହିଁ ଜାଣି
ଜାଣିଲେ ପାରୁନାହିଁ ମାନି
ଏହା ତା ସଭ୍ୟତା କାହାଣୀ
ସୂକ୍ଷ୍ମ ଭାବନା କରି ଚିଂତା
କହିବା, ଲେଖିବା ଦକ୍ଷତା
କରିଛି କେବଠୁଁ ଅର୍ଜନ
ତେବେ ବି ସଦା ସଂଦିହାନ
ନିଜର ବ୍ୟକ୍ତିଗତ ଖୋଇ…