ହମାସ ଆକ୍ରମଣରେ ନିହତ ପ୍ରିୟଜନଙ୍କ ଶୁକ୍ରାଣୁ ସଂରକ୍ଷିତ ରଖୁଛନ୍ତି ଇସ୍ରାଏଲବାସୀ
ତେଲ ଅଭୀଭ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରୀ ରହିଛି । ତେବେ ଏହା ମଧ୍ୟରେ ଏକ ଖବର ସମସ୍ତଙ୍କୁ ପରୋକ୍ଷରେ ଆନନ୍ଦ ପ୍ରଦାନ କରିଛି । ହମାସ ଆକ୍ରମଣରେ ନିହତ ହୋଇଥିବା ପରିଜନମାନଙ୍କ ନିକଟରୁ ପରିବାର ଲୋକ ଶୁକ୍ରାଣୁ ସଂଗ୍ରହ କରୁଛନ୍ତି । ଏହା ମାଧ୍ୟମରେ ସେମାନେ ଆଉ ଏକ ଜୀବନର ଆଶା ମଧ୍ୟ…