ରିଲିଜ ହେବାର ପ୍ରଥମ ଦିନରେ ଦୃଶ୍ୟମ-୨କୁ ପଛରେ ପକାଇଦେବ ‘ଭୋଲା’!
ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ 'ଭୋଲା'ର ଆଡଭାନ୍ସ ବୁକିଂ ଚାଲିଛି । ଏହି ଫିଲ୍ମ ୩୧ ମାର୍ଚ୍ଚ ୨୦୨୩ରେ ମୁକ୍ତିଲାଭ କରିବ। ତେବେ ଏହି ଫିଲ୍ମ ବର୍ତ୍ତମାନ ପ୍ରଶଂସକଙ୍କଠାରୁ ରେସପନ୍ସ ପାଉଥିବାବେଳେ ଆଶା କରାଯାଉଛି ଯେ 'ଭୋଲା'କୁ ଦୃଶ୍ୟମ- ୨ ତୁଳନାରେ ଅଧିକ ହିଟ ସାବ୍ୟସ୍ତ…