ଆନ୍ତର୍ଜାତୀୟ ବୁକର ପୁରସ୍କାର ପ୍ରାପ୍ତ ‘ରେତ୍ ସମାଧି’କୁ ଓଡ଼ିଆରେ ପ୍ରକାଶ କରିବ ‘ଧଉଳି ବୁକ୍ସ’
ଭୁବନେଶ୍ୱର : ‘ଅନ୍ତର୍ଜାତୀୟ ବୁକର ପୁରସ୍କାର’ ବିଜୟିନୀ ଗୀତାଞ୍ଜଳୀ ଶ୍ରୀଙ୍କ ପ୍ରସିଦ୍ଧ ହିନ୍ଦୀ ଉପନ୍ୟାସ ‘ରେତ୍ ସମାଧି’ର ଓଡ଼ିଆ ଅନୁବାଦ ସତ୍ୱାଧିକାର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ‘ଧଉଳି ବୁକ୍ସ’ ସଂସ୍ଥା କ୍ରୟ କରିଥିବା ଜଣାପଡିଛି । ଏହି ଉପନ୍ୟାସ ବିଶିଷ୍ଟ ଅନୁବାଦିକା ଡେଜି ରକ୍ୱେଲଙ୍କ…