Latest Odisha News

BREAKING NEWS

Yearly Archives

2023

ନିର୍ବାଚନ ବେଳେ ‘ମୋ’, ‘ଆମ’ କଥା କହି ଭୋଟ୍ ସାଉଁଟିବ ବିଜେଡି!

ଭୁବନେଶ୍ୱର: ରାଜ୍ୟ ସରକାର ଆସନ୍ତା ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିବା ସହିତ ୨୦ଟି ନୂଆ ଯୋଜନା ହାତକୁ ନେଇଛନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଯୋଜନାରେ ଯେଉଁସବୁ ନାଁ ରହିଛି ସେଥିରେ ବିଜୁ ପଟ୍ଟନାୟକଙ୍କ ନାଁ ନାହିଁ । ପୂର୍ବରୁ ଅନେକ…

୫୧୨ କିଲୋ ପିଆଜକୁ ୨ ଟଙ୍କା ୪୯ ପଇସାରେ ବିକିଲେ ଚାଷୀ

ପୁଣେ: ମହାରାଷ୍ଟ୍ରର ସୋଲାପୁରର ଜଣେ ଚାଷୀ ବ୍ୟବସାୟୀକୁ ୫୧୨ କିଲୋ ପିଆଜ ବିକ୍ରି କରି ମାତ୍ର ୨ ଟଙ୍କା ୪୯ ପଇସା ପାଇଛନ୍ତି। ସାରା ଦେଶରେ ଏବେ ଏହାକୁ ନେଇ ଚର୍ଚ୍ଚା । ଯଦି ବ୍ୟବସାୟ ମାନେ ଏହିପରି ଦରରେ ଚାଷୀଙ୍କୁ ଯଦି ପିଆଜ ବିକ୍ରି କରିବେ ତାହେଲେ ଆଗାମୀ ଦିନରେ ପିଆଜ ଚାଷ ପ୍ରଭାବିତ ହେବା…

ଉଦ୍ଧବଙ୍କ ମାତୋଶ୍ରୀରେ ଅରବିନ୍ଦ କେଜ୍ରିଓ୍ୱାଲ ଏବଂ ଦଳୀୟ ନେତା

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ମୁମ୍ବାଇରେ ସାକ୍ଷାତ କରି ଦେଶର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ସନ୍ଧ୍ୟାରେ ସୌଜନ୍ୟମୂଳକ ଫୋନ୍ କଲ୍ ପାଇ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର…

ନିରପେକ୍ଷ ତଦନ୍ତ ଓ ବିଚାର ପାଇଁ ପୀଡ଼ିତାଙ୍କର ମୌଳିକ ଅଧିକାର ରହିଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉଦ୍ଧବ ସରକାର ବେଳେ ଏକ ସୋଶିଆଲ ମିଡିଆ ପୋଷ୍ଟକୁ ନେଇ ଜଣେ ବ୍ୟକ୍ତିଙ୍କୁ ଏନସିପି ବିଧାୟକଙ୍କ ବଙ୍ଗଳାରେ ମାରପିଟ କରିବା ଘଟଣାରେ ସୁପ୍ରିମକୋର୍ଟ ଶୁଣାଣି କରିବା ବେଳେ କହିଛନ୍ତି, ନିରପେକ୍ଷ ତଦନ୍ତ ଓ ବିଚାର ପାଇଁ ପୀଡ଼ିତାଙ୍କର ମୌଳିକ ଅଧିକାର ରହିଛି। ତେଣୁ ଏହି ଘଟଣାରେ…

‘ସାଧାରଣ ଲୋକ ଦୁର୍ନୀତିରେ ଛନ୍ଦି ହୋଇଯାଇଛନ୍ତି’

ନୂଆଦିଲ୍ଲୀ: ରାଜନୀତିରେ ଅପରାଧୀକରଣ ଶ୍ରେଣୀର ଲୋକଙ୍କୁ ନିର୍ବାଚନରେ ଲଢିବାକୁ ସୁଯୋଗ ଦିଆନଯାଉ। ସାମାଜିକ କର୍ମୀ, ଆଇନଜୀବୀ ତଥା ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଦାୟର କରିଥିବା ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ଓ ନିର୍ବାଚନ କମିସନଙ୍କ ଜବାବ ମାଗିଛନ୍ତି। ଏଥିସହ…

ଜିଲ୍ଲାପାଳ ମାନସିକ ନିର୍ଯାତନା ଦେଉଛନ୍ତି କହି ବଦଳି ଦାବି କଲେ ବରଗଡ ସିଡିଏମଓ

ବରଗଡ: ବରଗଡ଼ ଜିଲ୍ଲାପାଳଙ୍କ ବିରୋଧରେ ଦୁର୍ବବ୍ୟହାର ଅଭିଯୋଗ । ଖୋଦ୍ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ବା ସିଡିଏମଓ ଏଭଳି ଅଭିଯୋଗ ଆଣିଛନ୍ତି । ସିଡିଏମଓ ଡାକ୍ତର ଚାରୁବାଳା ରଥ ଶୁକ୍ରବାର ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିବା ସହିତ ତାଙ୍କର…

ନବଦାସ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ଖିଅ ପାଉନି ନା ଜାଣି ଅଜଣା?

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ ଦିନ ଦ୍ୱିପ୍ରହରରେ ନିର୍ମମ ହତ୍ୟା ଘଟଣାକୁ ୨୬ ଦିନ ବିତିଛି। ହେଲେ ପଶ୍ଚିମ ଓଡ଼ିଶାର ଏହି ହେଭିଓ୍ୱେଟ ନେତାଙ୍କ ହତ୍ୟାକାଣ୍ଡର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏଯାଏଁ ହତ୍ୟାର ଉଦ୍ଦେଶ୍ୟ ସ୍ପଷ୍ଟ କରିନାହିଁ। ବିରୋଧୀ ବିଜେପି ଏବଂ କଂଗ୍ରେସ ତଦନ୍ତକୁ ନେଇ…

ବଜେଟ ବାବଦରେ ଲୋକଙ୍କୁ ବୁଝାଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଜେଟ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଗାଁକୁ ଯାଇ ଲୋକଙ୍କୁ ବଜେଟର ବ୍ୟବସ୍ଥା ବାବଦରେ ବୁଝାଇବାକୁ । ବଜେଟ ଉପସ୍ଥାପନ ପରେ ନବୀନ ନିବାସରେ ସମସ୍ତ ବିଜେଡି ବିଧାୟକ, ସାଂସଦ ଓ ଦଳୀୟ ନେତା ଏକାଠି ହୋଇଥିଲେ। ବଜେଟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ନେତା ଧନ୍ୟବାଦ…

ବଜେଟରେ ମାଗଣା ଯୋଜନାରେ ବଣ୍ଟାବଣ୍ଟି କରି ଭୋଟ୍ ହାତେଇବା ଉଦ୍ଦେଶ୍ୟ କହିଲା ବିଜେପି

ଭୁବନେଶ୍ୱର: ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ଘୋଷଣା କରିଛନ୍ତି। ଏଥିରେ ସର୍ବାଧିକ ୩୮ ହଜାର ୪୩୭ କୋଟି ଟଙ୍କା ଅନୁସୂଚିତ ଜାତି ଓ ଜନଜାତି…

ଇଂଲଣ୍ଡକୁ ହରାଇ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ମହିଳା ଟି -୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକା ବର୍ତ୍ତମାନ ଟାଇଟଲ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ସହିତ…