ଏମ୍ସରେ ବିରଳ ଅସ୍ତ୍ରୋପଚାର : ପଙ୍ଗୁପ୍ରାୟ ମହିଳାଙ୍କୁ ଦେଲା ନୂଆ ଜୀବନ
ଭୁବନେଶ୍ୱର: ଏମସ୍ରେ ବିରଳ ଅସ୍ତ୍ରୋପ୍ରଚାର । ଜଣେ ପଙ୍ଗୁପ୍ରାୟ ମହିଳାଙ୍କର ଏକକାଳୀନ ଦୁଇ ଆଣ୍ଠୁ ଓ ଦୁଇ ନିତମ୍ବ ଗଣ୍ଠିରେ ସଫଳ ପ୍ରତିରୋପଣ କରିଛନ୍ତି ଡ଼ାକ୍ତରୀଦଳ । ଏଭଳି ବିରଳ ଅସ୍ତ୍ରୋପଚାର ସର୍ବଭାରତୀୟସ୍ତରରେ ଦ୍ୱିତୀୟ ହୋଇଥିବା ବେଳେ ଓଡ଼ିଶାରେ ପ୍ରଥମ ପ୍ରତିରୋପଣ ବୋଲି କୁହାଯାଉଛି…