ଅଣ ଖେଳୁଆଡ ମନୋଭାବ ନେଇ ଦଣ୍ଡିତ ହେଲେ ଜାଡେଜା
ନାଗପୁର: ଗାଭାସ୍କର-ବର୍ଡର ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଶୋଚନୀୟ ଭାବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ତେବେ ଏହି ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କିନ୍ତୁ ଅଣଖେଳୁଆଡ ମନୋଭାବ ନେଇ ଦଣ୍ଡିତ ହୋଇଛନ୍ତି । ସେ ପ୍ରଥମ ଇନିଂସରେ ବାମ ହାତର ବିଶି…