Latest Odisha News

BREAKING NEWS

Yearly Archives

2023

ଟେମ୍ପଲ ସିଟିରୁ ଶ୍ରୀକ୍ଷେତ୍ରକୁ ଗଡ଼ିବ ମେଟ୍ରୋ ଟ୍ରେନ୍‌, ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଖୁବ୍‌ ଶୀଘ୍ର ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ମେଟ୍ରୋ ସିଟି ସେବା  । ମେଟ୍ରୋ ଟ୍ରେନ୍‌ ସେବା ଚଳାଚଳ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଥିବା ଜଣାପଡ଼ିଛି  । ଏଥିପାଇଁ ରାଜ୍ୟ ସରକାର ମେଗା ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଶାରଦୀୟ ଉତ୍ସବର ଆରମ୍ଭ ଷୋଡଶ ପୂଜାର ଆରମ୍ଭ ସମୟରୁ ହୋଇ ସାରିଛି । ଆମେ ବର୍ତ୍ତମାନ ଶ୍ରୀକ୍ଷେତ୍ର ଭିତରେ ଓ ବାହାରେ କିଛି ଠାକୁରାଣୀଙ୍କ…

ଶୁଷ୍କ ତ୍ୱଚାରୁ ମୁକ୍ତି ଦେବ ନଡ଼ିଆତେଲ….

ଶୀତଦିନେ ଆମ ତ୍ୱଚା ଶୁଷ୍କ ହେବା ସଙ୍ଗେ ସଙ୍ଗେ ଅନେକ ସମସ୍ୟା ଦେଖାଯାଏ । ବିଶେଷ କରି ଚର୍ମ ଫାଟିଥାଏ ଏବଂ ରୁକ୍ଷ ହୋଇଯାଏ  । ଶୁଷ୍କପଣ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଥାଏ । ଏହି ଦିନରେ ତ୍ବଚାର ବିଶେଷ ଯତ୍ନ ନେବାକୁ ପଡିଥାଏ। ଏଥିପାଇଁ ସମସ୍ତେ ବିଭିନ୍ନ ଜିନିଷର ବ୍ୟବହାର ମଧ୍ୟ…

ଆମ୍ବୁଲାନ୍ସ ଆସିଲାନି, ଠେଲାରେ ବାପାକୁ ହସ୍ପିଟାଲ ନେଲା ପୁଅ

ଭୋପାଳ: ମଧ୍ୟପ୍ରଦେଶରେ ଜଣେ ରୋଗୀଣା ବାପାକୁ ପୁଅଟି ହାତଠେଲା ରିକ୍ସାରେ ଠେଲି ଠେଲି ହସ୍ପିଟାଲ ନେଉଛି। ଆମ୍ବୁଲାନ୍ସ ନମିଳିବାରୁ ଅସୁସ୍ଥ ବାପାକୁ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇବାକୁ ଯାଇ ଏପରି ବିକଳ୍ପ ବାଟ ତିଆରି କରିଛି ଛୋଟ ପିଲାଟି। ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲାର ଏହି…

ନିରବ ରହିଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଡି. ଓ୍ୱାଇ ଚନ୍ଦ୍ରଚୁଡ଼ ଶନିବାର କହିଛନ୍ତି, ସମ୍ବିଧାନ ହେଉଛି ସ୍ୱଶାସନର ଏକ ଦସ୍ତାବିଜ, ନିରବ ରହିଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ତେଣୁ ସେ ଛାତ୍ରଛାତ୍ରୀ ଓ ଆଇନ ସ୍ନାତକମାନଙ୍କୁ ପରାମର୍ଶ ଦେବା ସହ ଏହା ଉପରେ ଆଲୋଚନା ଓ କଥା ହେବା ଆବଶ୍ୟକ ବୋଲି…

ଭଗ୍ନାବଶେଷ ତଳେ ଚାପି ହୋଇଥିବାରୁ ପରିଚୟ ମିଳୁନଥିଲା, ହାତରେ ଓଁ ଲେଖାଥିବା ଦେଖି ସ୍ପଷ୍ଟ ହେଲା ଭାରତୀୟ

ନୂଆଦିଲ୍ଲୀ:  ଫେବୃଆରୀ ୬ ରେ ତୁର୍କୀରେ ୭.୮ ତୀବ୍ରତାର ହୋଇଥିବା ଭୂକମ୍ପରେ ଭାରତର ବିଜୟ କୁମାରଙ୍କ ମୃତ୍ୟୁ ଘଟିଛି। ସେ ଉତ୍ତରାଖଣ୍ଡର ପୌରୀ ଜିଲ୍ଲାର ବାସିନ୍ଦା ଥିଲେ ଏବଂ ସରକାରୀ କାର୍ଯ୍ୟରେ ତୁର୍କୀ ଯାଇଥିଲେ। ସେ ରହୁଥିବା ସେହି ହୋଟେଲର ଆବର୍ଜନାରୁ ତାଙ୍କ ମୃତଦେହ ମିଳିଛି। ଭୂକମ୍ପ…

ଆତଙ୍କବାଦୀ ଲିଙ୍କ୍, କଟକ ସାଲେପୁରରୁ ଗିରଫ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: କଟକ ସାଲେପୁରରୁ ଅଲକାଏଦା ଲିଙ୍କରେ ଗିରଫ ହୋଇଥିବା ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ। ଦିଲ୍ଲୀର ପଟିଆଲା କୋର୍ଟ ରେହମାନ ଆତଙ୍କବାଦୀ ଲିଙ୍କରେ ଥିବା ନେଇ ସ୍ପଷ୍ଟ କରିବା ସହିତ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୪ ତାରିଖରେ ଅବଦୁଲ ରେହମାନ ଦଣ୍ଡ ଘୋଷଣା କରାଯିବ। ଭାରତରୁ ଲୁଚି…

ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି: ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁ଼ଡା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଆସିଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ସାମଗ୍ରିକ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ…

ଭାଲେଣ୍ଟାଇନ୍ ଡ଼େ ଅଫର: ସିଙ୍ଗଲଙ୍କ ପାଇଁ ଗୋଟେ ପ୍ଲେଟ ଗୁପ୍‌ଚୁପ୍‌ରେ ଆଉ ଗୋଟେ ପ୍ଲେଟ ଫ୍ରି

ଭାଲେଣ୍ଟାଇନ୍ସ ଡ଼େ ପୂର୍ବରୁ ସାରା ବିଶ୍ୱରେ ପ୍ରେମୀଯୁଗଳ ଉତ୍ସାହର ସହିତ ଭାଲେଣ୍ଟାଇନ୍ ୱିକ୍ ପାଳନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦୋକାନ ଓ ରେସ୍ତୋରାଁରେ ଏକାଧିକ ପ୍ରକାର ଅଫର ଦିଆଯାଉଛି । ଛୋଟବଡ଼ ଦୋକାନ କଥା ଛାଡ଼ନ୍ତୁ, ରାସ୍ତାକଡ଼ରେ ଗୁପ୍‌ଚୁପ୍ ବିକ୍ରି କରୁଥିବା ଜଣେ ଯୁବତୀ…

ଆପାର୍ଟମେଣ୍ଟ ଦେବା ନାଁରେ ସୁନା ବ୍ୟବସାୟୀଙ୍କୁ ୨ କୋଟି ଠକେଇ, ଡାକ୍ତର ଗିରଫ

ବ୍ରହ୍ମପୁର: ବିଲଡର୍‌ କମ୍ପାନି ଖୋଲି ଜଣେ ସୁନା ବ୍ୟବସାୟୀଙ୍କୁ ୨ କୋଟି ଠକେଇ କରିବା ଅଭିଯୋଗରେ ବଡବଜାର ଥାନା ପୁଲିସ ବ୍ରହ୍ମପୁରର ଜଣେ ଡାକ୍ତରଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ ମଳାଶୁଣିପେଟା ସାହିର ବାସିନ୍ଦା ଡାକ୍ତର ଡି. ଉତ୍ତମ କୁମାର। ୨୦୨୧ ଅକ୍ଟୋବର ୧ ତାରିଖରେ ବଡବଜାର ଥାନାରେ…