Latest Odisha News

BREAKING NEWS

Yearly Archives

2023

ପୁଅର ଜନ୍ମ ଦିନରେ ଭାବପ୍ରବଣ ହେଲେ ଶିଖର ଧାୱନ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଓପନର ଶିଖର ଧାୱନ ପୁଅ ଜୋରାଭରର ଜନ୍ମ ଦିନରେ ଭାବପ୍ରବଣ ହୋଇଛନ୍ତି । ଇନଷ୍ଟାଗ୍ରାମରେ ଧାୱନ ଏ ନେଇ ଏକ ପୋଷ୍ଟ ମଧ୍ୟ କରିଛନ୍ତି । ତୁମକୁ ବର୍ଷେ ହେବ ମୁଁ ଦେଖି ନାହିଁ । ୩ମାସ ହେବ ସମସ୍ତ ସ୍ଥାନରେ ମୋତେ ବ୍ଲକ କରି ଦିଆଯାଇଛି । ତୁମକୁ ଜନ୍ମ ଦିନର ଶୁଭେଚ୍ଛା…

ମାତ୍ର ଦେଢ ଘଣ୍ଟାରେ ରାଉରକେଲାରୁ ପହଞ୍ଚିବେ କୋଲକତା, ସପ୍ତାହରେ ୩ ଦିନ ଉଡିବ ଆଲାଏନ୍ସ ଏୟାର ବିମାନ

ଭୁବନେଶ୍ବର: ଏଣିକି ରାଉରକେଲାବାସୀଙ୍କ ପାଇଁ ସହଜ ହେବ କୋଲକତା ଯାତ୍ରା । କାରଣ ପ୍ରଥମଥର ପାଇଁ ରାଉରକେଲାରୁ କୋଲକତା ବିମାନ ସେବା ଆଜିଠାରୁ ଆରମ୍ଭ ହୋଇଛି । ଏଥିପାଇଁ ରାଜ୍ୟ ସରକାର ୩୫ଟି ଆସନ ପାଇଁ VGF ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ଯାତ୍ରୀମାନେ ମାତ୍ର ୧ ଘଣ୍ଟା ୩୦ ମିନିଟ୍‌ରେ…

RBI କାର୍ଯ୍ୟାଳୟକୁ ବମ ଲଗାଇ ଉଡେଇଦେବାକୁ ଧମକ, ଗଭର୍ଣ୍ଣର ଓ ଅର୍ଥମନ୍ତ୍ରୀଙ୍କ ଇସ୍ତଫା ଦାବୀ

ମୁମ୍ବାଇ; ମୁମ୍ବାଇ ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କାର୍ଯ୍ୟାଳୟକୁ ଏକ ଧମକପୁର୍ଣ୍ଣ ମେଲ ମିଳିଛି । ଏହି ଇମେଲରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରାଯାଇଛି। ଯଦି ଇସ୍ତଫା ନଦିଅନ୍ତି ତେବେ RBI କର୍ଯ୍ୟାଳୟକୁ…

ବରଗଡ଼ରେ ଚାଷୀ, ଗ୍ରାମବାସୀ ଓ ବିଦ୍ୟାର୍ଥୀଙ୍କ ସମସ୍ୟା ବିଷୟରେ ପଚାରି ବୁଝିଲେ ରାଜ୍ୟପାଳ

ବରଗଡ଼: ଆଜି ବରଗଡ଼ ଜିଲ୍ଲା ଗସ୍ତରେ ରାଜ୍ୟପାଳ ରଘୁବର ଦାସ । ଅତାବିରାରେ ଚାଷୀଙ୍କୁ ଭେଟିଛନ୍ତି ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି ରାଜ୍ୟପାଳ । ଧାନ ଦର ବୃଦ୍ଧି, ଚାଷୀଙ୍କୁ ବିଦ୍ୟୁତ ଛାଡ଼ ସହ ଟୋକନ ସମସ୍ୟାରୁ ଧାନ ବିକ୍ରୟ ହୋଇ ପାରୁନଥିବା ଏପରି ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା ।…

ଯଦି ଦୁଇ ଦେଶ ମଧ୍ୟରେ ଆଲୋଚନା ନ ହୁଏ ତେବେ କାଶ୍ମୀର ଅବସ୍ଥା ମଧ୍ୟ ଗାଜା ଓ ପାଲେଷ୍ଟାଇନ ପରି ହେବ: ଫାରୁକ୍ ଅବଦୁଲ୍ଲା

ନୂଆଦିଲ୍ଲୀ: ପୁଞ୍ଚ ଆତଙ୍କବାଦୀ ଆକ୍ରମଣ ପରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟ ସମ୍ମିଳନୀ ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଏକ ବଡ଼ ବିବୃତ୍ତି ଦେଇଛନ୍ତି ଏବଂ ଭାରତ-ପାକିସ୍ତାନ ଆଲୋଚନାକୁ ସମର୍ଥନ କରିଛନ୍ତି। ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଯଦି ଭାରତ ଏବଂ ପାକିସ୍ତାନ…

କିଚେନ ଟିପ୍ସ: ଆଳୁ ସିଝେଇବା ବେଳେ ପ୍ରେସର କୁକର କଳା ପଡିଯାଉଛି କି ? ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ଵର; ରୋଷେଇ ଘରେ ପ୍ରତିଦିନ କାମ କରିବାବେଳେ ଆମେମାନେ ଅନେକ ଟିପ୍ସ ଆପଣାନ୍ତି ଯାହା ଆମ କାମକୁ ସହଜ କରିଦେଇଥାଏ । ଏହି ଟିପ୍ସ ଗୁଡିକ ଗ୍ରହଣ କରିବା ଦ୍ଵାରା ଆପଣଙ୍କ କାର୍ଯ୍ୟ ସହଜ ହେବା ସହ ଆପଣଙ୍କୁ ରୋଷେଇ କରିବାରେ କମ୍ ସମୟ ମଧ୍ୟ ମଧ୍ୟ ଲାଗିବ । ଅଧିକ ପରିଶ୍ରମରୁ ମଧ୍ୟ ଆପଣ…

ଜାତୀୟ ହସ୍ତଶିଳ୍ପ ମେଳା ‘ତୋଷାଳି’ର ଏକାଦଶ ସନ୍ଧ୍ୟା

­ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ୧୨ ଦିନ ଧରି ଡିସେମ୍ବର ୧୫ ତାରିଖରୁ ଜନତା ମଇଦାନରେ ଆୟୋଜିତ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଏକାଦଶ ସନ୍ଧ୍ୟାରେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ଏବଂ ମହିଳା ଓ ଶିଶୁ ବିକାଶ…

ରାମ ମନ୍ଦିରକୁ ପେଣ୍ଟେଟ ଓ୍ବାର୍ଲଡ କ୍ଲକ୍ ଦେଲେ ପରିବା ବ୍ୟବସାୟୀ, ଏକା ସାଙ୍ଗରେ ଦେଖାଇବ ୯ ଟି ଦେଶର ସମୟ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରକୁ ନେଇ ସମଗ୍ର ଦେଶରେ ଉତ୍ସାହର ବାତ୍ତାବରଣ ରହିଛି । ସମସ୍ତେ ନିଜ ନିଜସାମର୍ଥ୍ୟ ହିସାବରେ ରାମ ଲାଲାଙ୍କ ପାଇଁ କିଛି ପ୍ରଦାନ କରୁଛନ୍ତି । ଏହି କ୍ରମରେ ଲକ୍ଷ୍ନୌ ର ଜଣେ ପରିବା ବ୍ୟବସାୟୀ ଅନିଲ କୁମାର ସାହୁ ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ…

ବଢିଲା ଭାରତୀୟ ନୌସେନାର ବଳ, ନୌସେନାରେ ସାମିଲ ହେଲା INS ଇମ୍ଫାଲ

ମୁମ୍ବାଇ: ବଢିଲା ଭାରତୀୟ ନୌସେନାର ବଳ । ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ଅତ୍ୟାଧୁନିକ ଷ୍ଟିଲଥ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ଆଇଏନଏସ ଇମ୍ଫାଲ । ଆଜି ମୁମ୍ବାଇ ଡକୟାର୍କରେ ପହଞ୍ଚି ରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହାକୁ ଶୁଭ ଉଦଘାଟନ କରିବା ପରେ ପଶ୍ଚିମ ନୌସେନାରେ ଏହାକୁ ସାମିଲ…