Latest Odisha News

BREAKING NEWS

Yearly Archives

2023

ଜିଏସଟି ରେକର୍ଡ: ଅକ୍ଟୋବର ମାସରେ ଦ୍ୱିତୀୟ ସର୍ବାଧିକ ରାଜସ୍ୱ ଆଦାୟ

ନୂଆଦିଲ୍ଲୀ: ଗତ ଅକ୍ଟୋବରରେ ଆଦାୟ ହୋଇଛି ସର୍ବାଧିକ ଟିକସ । କେନ୍ଦ୍ର ସରକାରଙ୍କ ରାଜକୋଷକୁ ଆସିଛି  ୧.୭୨ ଲକ୍ଷ କୋଟି ଟଙ୍କା । ଜିଏସଟି ଲାଗୁ ହେବା ପରଠାରୁ ଏହା ୨ୟ ସର୍ବାଧିକ ଜିଏସଟି ଆଦାୟ । ଏହି ଜିଏସଟି ଆଦାୟ ପରେ ୧୩ ପ୍ରତିଶତ ବାର୍ଷିକ ବୃଦ୍ଧି ରେକର୍ଡ କରାଯାଇଛି । ୨୦୨୩-୨୪…

ଅପରେଶନ ହ୍ଵାଇଟ ସ୍ପାଇଡର, ପୁଣି ଜବତ ହେଲା ୧କୋଟିରୁ ଅଧିକ ମୁଲ୍ୟର ବ୍ରାଉନସୁଗାର

କଟକ: ଦିନକୁ ଦିନ ରାଜ୍ୟରେ ଅବାଧ ବ୍ରାଉନ ସୁଗାର ବ୍ୟବସାୟ ବଢ଼ିଚାଲିଛି। ପୋଲିସ ଓ ଅବକାରୀ ବିଭାଗ ପ୍ରତିଦିନ ଜିଲ୍ଲାର କେଉଁଠୁ ନା କେଉଁଠୁ ଅଳ୍ପ ବହୁତ ବ୍ରାଉନ ସୁଗାର ଜବତ କରୁଥିବା ବେଳେ ଆଜି ଏସଟିଏଫକୁ ମିଳିଛି ବଡ ସଫଳତା । କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ…

ଚୋରୀ ବେଳେ ଧରାପଡିଲା ଚୋର, ବେକରେ ଜୋତାମାଳ ପକାଇ ପୋଲିସକୁ ଜିମା ଦେଲେ ଗ୍ରାମବାସୀ

ଯାଜପୁର: କୁହାଯାଏ ଚୋର ଘର ସବୁବେଳେ ଅନ୍ଧାର ନଥାଏ । କେବେନା କେବେ ସେ ଧରାପଡେ । ଆଉ ଏହାର ଏକ ଉଦାହରଣ ସାମ୍ନାକୁ ଆସିଛି ଯାଜପୁର ଟାଉନ ଥାନା ଅନ୍ତର୍ଗତ ମାର୍କଣ୍ଡପୁର ଗାଁରେ । ଆଜି ଜଣଙ୍କ ଘରୁ ଚୋରୀ କରୁଥିବା ସମୟରେ ଚୋରକୁ କାବୁ କରିଛନ୍ତି ଗ୍ରାମବାସୀ । ଚୋରକୁ ମାଡ ମାରିବା ସହ ରଶି…

ବଢିଲା ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୨୨ ପାଇଁ ଆବେଦନ ତାରିଖ , ୧୦ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ

ଭୁବନେଶ୍ଵର: ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଅଧ୍ୟକ୍ଷ ଏବଂ କାରିଗର ମାନଙ୍କ ଅନୁରୋଧ କ୍ରମେ ବଢିଲା ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୨୨ ପାଇଁ ଆବେଦନ ତାରିଖ । ହସ୍ତଶିଳ୍ପ କୃତିର ପ୍ରସ୍ତୁତି ନିମନ୍ତେ ପର୍ଯ୍ୟାପ୍ତ ସମୟର ଆବଶ୍ୟକତାକୁ ଉପଲବ୍ଧି କରି ହସ୍ତତନ୍ତ, ବୟନ…

ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ୫୬ତମ କୁମାର ଉତ୍ସବ ଉଦଯାପିତ

ପୁରୀ: ପୁରୀ କୁମାର ଉତ୍ସବ ସମିତି ଆନୁକୁଲ୍ୟରେ ଶରଧାବାଲିରେ ତିନି ଦିନ ଧରି ଚାଲିଥିବା ୫୬ତମ କୁମାର ଉତ୍ସବ ଧୁମଧାମର ସହ ଉଦଯାପିତ ହୋଇଛି। ଉଦଯାପନୀ ସଂନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍ କଣ୍ଠଶିଳ୍ପୀ ବିନୋଦ ରାଠୋଡ। ଖୋଲା ଆକାଶ ତଳେ ଖୋଲା ମଞ୍ଚରେ ବିନୋଦଙ୍କ ଗୋଟିଏ ପରେ ଗୋଟିଏ…

ଅବସର ଘୋଷଣା କଲେ ଇଂଲଣ୍ଡ ପେସର ଡେଭିଡ ୱିଲୀ

ଲଣ୍ଡନ: ଇଂଲଣ୍ଡ ପେସ ବୋଲର ଡେଭିଡ ୱିଲୀ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବିଶ୍ୱକପ ୨୦୨୩ରେ ଇଂଲଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେ ଏହି ନିଷ୍ପତି ନେଇଛନ୍ତି । ମୁଁ କେବେ ବି ଅବସର କଥା ଚିନ୍ତା କରି ନ ଥିଲି । ଇଂଲଣ୍ଡ ପକ୍ଷରୁ ଖେଳିବା ସର୍ବଦା ମୋ ପାଇଁ ସ୍ୱପ୍ନ ଥିଲା…

୨୦ ହଜାର ଟଙ୍କା ବଦଳାଇବା ପାଇଁ ଧାଡ଼ିରେ ଶ୍ରମିକ, ମୂଲିଆ: ଇଓଡବ୍ଲ୍ୟୁ ପରେ ଇଡିର ତନାଘନା

ଭୁବନେଶ୍ୱର: ଲମ୍ବାଧାଡିରେ ମୂଲିଆ ଆଉ ଶ୍ରମିକ । ହାତରେ ଟଙ୍କା ବିଡା । ଘଣ୍ଟାଘଣ୍ଟା ଧରି ଛିଡା ହୋଇଛନ୍ତି ଆରବିଆଇ ସମ୍ମୁଖରେ । ଆଜି ନୁହେଁ ଗତ କିଛି ଦିନ ହେବ ଧାଡି ଲଗାଇଛନ୍ତି ଟଙ୍କା ବଦଳେଇବା ପାଇଁ । ୨ ହଜାର ଟଙ୍କା ବଦଳାଇବେ । ହେଲେ ୨ ଦିନ ପରେ ବି ମୂଲିଆଙ୍କ ପାଖରୁ ଟଙ୍କାର ଭଣ୍ଡାର…

ଅଭିନନ୍ଦନଙ୍କ ପରି କତାରରୁ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫେରାଇ ଅଣାଯିବ: ସଞ୍ଜୟ ସିଂ

ପାଟନା: ଭାରତର ୮ ଜଣ ପୂର୍ବତନ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛି କତାର କୋର୍ଟ । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏଥି ସହିତ ପୂର୍ବତନ ନୌସେନା ଯବାନଙ୍କୁ ଫେରାଇ ଆଣିବା ପାଇଁ ସରକାରଙ୍କ ଉପରେ ଚାପ ମଧ୍ୟ ବଢଛି । ଏହି ପୂର୍ବତନ ସେନାମାନଙ୍କ ପରିବାର ମଧ୍ୟ ଚିନ୍ତିତ…

ଗଞ୍ଜେଇ ଚାଷ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ମାଗିଲା ଏହି ସଂଗଠନ !

ଅମରାବତୀ: ଏକ ସ୍ବେଚ୍ଛାସେବୀ ସଂଗଠନ ବିଶାଖାପାଟନମରେ ଗଞ୍ଜେଇ ଚାଷ କରିବା ପାଇଁ ଅନୁମତି ମାଗିଛି। ଏ ସମ୍ପର୍କରେ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଏକ ଚିଠି ଲେଖାଯାଇଛି। ସଂଗଠନ ଜନ ଜାଗରଣ ସମିତି ଦ୍ୱାରା ଏହି ଜନ ନିଷେଧ ଚାଷ ପାଇଁ ଅନୁମତି ମାଗିବା ପ୍ରସଙ୍ଗ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…