ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ ଓ ଜମ୍ମୁ-କଶ୍ମୀର
ପୋର୍ଟବ୍ଲେୟାର: ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଏବଂ ବିଶ୍ବରେ କ୍ରମାଗତ ଭାବରେ ଭୂକମ୍ପ ଅନୁଭୂତ ହେଉଥିବା ଘଟାଣା ସାମ୍ନାକୁ ଆସୁଛି । ଯାହାଫଳରେ ଅନେକ ଧନ ଜୀବନ ନଷ୍ଟ ହେଉଛି । ପୁଣି ଆଜି(ବୁଧବାର) ଦେଶର ଦୁଇଟି ସ୍ଥାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ମଧ୍ୟାହ୍ନରେ ଦେଶର…