Latest Odisha News

BREAKING NEWS

Yearly Archives

2023

ପୁଅ ନାଁ ରେ କଳଙ୍କ: ମା’କୁ ମାଡ ମାରି ବନ୍ଧା ହେଲା ଓକିଲ ପୁଅ

ପଞ୍ଜାବ: ଦଶ ମାସ ଦଶ ଦିନ ଗର୍ଭରେ ଧରି ପୁଅ ଜନ୍ମ କରିଥିଲା ମା’ । ଭାବିଥିଲା ଶେଷ ସମୟରେ ପୁଅ ସାହାରା ହେବ । ମଲା ବେଳେ ପାଟିରେ ଗଙ୍ଗା ଜଳ ହେବ । କିନ୍ତୁ ପୁଅ ଯେତେବେଳେ ମା’ କୁ ବଞ୍ଚି ଥାଉ ଥାଉ ନର୍କ ଯନ୍ତ୍ରଣା ଦିଏ ସେତେବେଳେ ମା’ ବା ଦୋଷ ଦେବ କାହାକୁ । ହଁ ଆଜ୍ଞା ବୃଦ୍ଧା ବୟସ୍କ ମା’…

ସିଆରପିଏଫ୍ କ୍ୟାମ୍ପରେ ସବ୍‌ ଇନ୍‌ସପେକ୍ଟରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ନୂଆପଡ଼ା: ବୋଡେନ୍ ଥାନା ଖଡୁପାଣି ସିଆର୍‌ପିଏଫ୍‌ କ୍ୟାମ୍ପରେ ଅଘଟଣ। ନିଜ ବନ୍ଧୁକରୁ ଗୁଳିକରି ୧୯ନଂ ବାଟାଲିଅନ ସବ୍‌ ଇନ୍‌ସପେକ୍ଟରଙ୍କ ଆତ୍ମହତ୍ୟା। ମୃତକ ସବ୍‌ ଇନ୍‌ସପେକ୍ଟର ହେଲେ ଡି. ଗୁଣଶେଖରନ୍‌। ସେ ତାମିଲନାଡୁ ବାସିନ୍ଦା। କ୍ୟାମ୍ପରେ ନିଜ ଡ୍ୟୁଟି ସମୟରେ ଆତ୍ମହାତ୍ୟା କରିଥିବା…

ଆତ୍ମନିର୍ଭର ଭାରତ ଗଢିବା ଆମର ସ୍ଵପ୍ନ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ମନ କି ବାତ୍' କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ମନ୍ କି ବାତ' କାର୍ଯ୍ୟକ୍ରମର ଏହା ହେଉଛି ୧୦୬ ତମ ଏପିସୋଡ୍ । ଏହି ଅବସରରେ ଅନେକ ବିଷୟରେ ଉପରେ ଗୁରୁତ୍ୱାରୋପ କରିଛନ୍ତି…

ବିପର୍ଯ୍ୟୟ ଓଡ଼ିଶା ପାଇଁ ବଡ଼ ଆହ୍ୱାନ , ପ୍ରତିଘରୁ ସୃଷ୍ଟି ହେବେ ବିପର୍ଯ୍ୟୟ ମୁକାବିଲା ଯୋଦ୍ଧା

ଭୁବନେଶ୍ବର : ଆଜି ଓଡ଼ିଶା ପାଳୁଛି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ । ୧୯୯୯ ମସିହା ଏହି ଦିନରେ ଘଟିଯାଇଥିବା ମହାବାତ୍ୟାକୁ ମନେ ପକାଉଛି ସାରା ରାଜ୍ୟ । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ  ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ,…

ମାତିଛନ୍ତି ସାଇବର ଠକ, ୨ ଶହ ବ୍ୟାଙ୍କ ଖାତାରୁ ଗାଏବ ହୋଇଗଲା ୨ କୋଟି ଟଙ୍କା

ବେଙ୍ଗାଲୁରୁ: ସ୍ମାର୍ଟ ଲୋକଙ୍କୁ ସ୍ମାର୍ଟ ଉପାୟରେ ଠକେଇ କରୁଛନ୍ତି ସାଇବର ଲୁଟେରା। କେବେ କ୍ରେଡିଟ କାର୍ଡ, ପୁଣି କେବେ ଆପ୍ ତ ପୁଣି କେବେ ପୁଙ୍ଗୁଳା ଦେହ ଦେଖାଇ ଲୋକଙ୍କୁ କଳାକନା ବୁଲାଇ କଲବଲ କରିଛନ୍ତି। ଏବେ ପୁଣି ଏକ ସାଇବର ଠକେଇ ମାମଲା ସାମ୍ନାକୁ ଆସିଛି। ସାଇବର ଠକେଇଙ୍କ ଜାଲରେ ଏବେ…

ଖସୁଛି ପାରଦ ବଢୁଛି ଶୀତ, ଫୁଲବାଣୀରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ଖସୁଛି ପାରଦ ବଢୁଛି ଶୀତ। ରାଜ୍ୟରେ ଧିରେ ଧୀରେ ବୃଦ୍ଧି ପାଉଛି ଶୀତ ଲହରି। ଏହାରି ମଧ୍ୟରେ କନ୍ଧମାଳରେ ଗତ ତିନି ଚାରି ଦିନ ହେଲା ରାତି ତାପମାତ୍ରା କ୍ରମାଗତ ଭାବେ ଖସିବାରେ ଲାଗିଛି। ସୁଲୁସୁଲିଆ ପବନ ସାଙ୍ଗକୁ ଚାରିଆଡେ ଘନ କୁହୁଡି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)…

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ମିନି ମାରାଥନ

ଭୁବନେଶ୍ୱର : ଆଜି ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ  । ଏହି ଅବସରରେ ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ସକାଳ ୭ଟା ୩୦ମିନିଟ ସମୟରେ ଆରମ୍ଭ ହୋଇଥିବା ଏହି ମିନି…

ରକ୍ତ ରଞ୍ଜିତ ହେଲା ସୁନାଦେଇ ପୀଠ, ହଜାର ହଜାର ଦର୍ଶକଙ୍କ ସମାଗମରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତରଯାତ୍ରା

ନୂଆପଡା: ନୂଆପଡା ଜିଲ୍ଲାର ବହୁ ପ୍ରସିଦ୍ଧ ଯାତ୍ରା ସୁନାଦେଇ ଛତର ଯାତ୍ରା । ଚଳିତ ବର୍ଷ ମଧ୍ୟ ରୀତିନୀତିରେ ଏହି ଛତରା ଯାତ୍ରା ସମ୍ପନ୍ନ ହୋଇଛି । ପ୍ରତିବର୍ଷ ଭଳି ଏଥର ବି ବୋଦାବଳିରେ ରକ୍ତ ରଞ୍ଜିତ ହୋଇଛି ମା’ ସୁନାଦେଇଙ୍କ ପୀଠ । ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଶ୍ରଦ୍ଧାଳୁ…

ଥମୁନି ନୀଳ ଜହର କାରବାର : ଚୋରା ଚାଲାଣ ବେଳେ ୪ଜଣଙ୍କୁ ଗିରଫ କଲା ଚନ୍ଦକା ପୋଲିସ

ଭୁବନେଶ୍ବର : ଥମୁନି ନୀଳ ଜହର କାରବାର  । ଚୋରା ଚାଲାଣ ବେଳେ  ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଚନ୍ଦକା ପୋଲିସ  । କୌଣସି  ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପିତାପାଲି-ବାରଙ୍ଗ ରୋଡରେ ଚଢାଉ କରିଥିଲା  । ଫଳରେ ୬୬ କେଜିର ଗଞ୍ଜେଇ ଜବତ କରିବା ସହ ଘଟଣାରେ ୪ ଜଣଙ୍କୁ…

ବାହାରିବ କି ନିଷ୍କର୍ସ, ଇଜିପ୍ଟ ରାଷ୍ଟ୍ରପତିଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଜିପ୍ଟର ରାଷ୍ଟ୍ରପତି ମହାମହିମ ଶ୍ରୀ ଅବଦେଲ୍‌ ଫତ୍ତାହ ଏଲ-ସିସି ଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି । ଦୁଇ ନେତା ପଶ୍ଚିମ ଏସିଆର ପରିସ୍ଥିତି ଏବଂ ଏହାର ବ୍ୟାପକ ପ୍ରଭାବ ଉପରେ ଆଲୋଚନା କରିଛନ୍ତି । ଉଭୟ ନେତା ପଶ୍ଚିମ…