Latest Odisha News

BREAKING NEWS

Yearly Archives

2023

ଅଭୁଲା ଗୀତ : ଆଲୋ କଳାଶାରୀ!

ଗାୟନ : ତୃପ୍ତି, ଗୀତା, ଜୟଶ୍ରୀ ଓ ମୀରା ସଙ୍ଗୀତ : ଅକ୍ଷୟ ମହାନ୍ତି ଗୀତ : ସ୍ୱରୂପ ନନ୍ଦନ ନାୟକ ଚଳଚ୍ଚିତ୍ର : ସଂସାର, ୧୯୭୩ ଆଲୋ କଳାଶାରୀ! ପ୍ରଥମ ନାୟିକା: ଆଲୋ କଳାଶାରୀ! କିଏ ତୋର ଶୁଆ ଆଲୋ କଳାଶାରୀ! କିଏ ତୋର ଶୁଆ ଆହା! ବର ସେ’ ତ କଲକତିଆ ବର ସେ’ ତ କଲକତିଆ…

ନଭେମ୍ବର ୧ରୁ କଳାହାଣ୍ତିରେ ଗଡି଼ବ ‘ଲକ୍ଷ୍ମୀ ବସ୍’

କଳାହାଣ୍ଡି: ବିକାଶ ପଥରେ ଆଗଉଛି ଓଡି଼ଶା। ଗାଁ ସହ ଯୋଡି଼ ହେଉଛି ସହର। ଏଣିକି ଦୁର୍ଗମ ଅଞ୍ଚଳରୁ ଆହୁରି ସହଜ ହେବ ଯାତ୍ରା। କାହିଁକିନା ମାଲକାନଗିରି, ଗଜପତି ପରେ ଏବେ କଳହାଣ୍ତି ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍‌'। ଆସନ୍ତା ନଭେମ୍ବର ୧ରୁ କଳାହାଣ୍ତିରେ ଗଡି଼ବାକୁ ଯାଉଛି 'ଲକ୍ଷ୍ମୀ ବସ୍‌'…

ପାଠକଙ୍କ ପ୍ରତିକ୍ରିୟା ହିଁ ମୋର ପ୍ରେରଣା : ସ୍ମୃତିକଳା ମହାନ୍ତି

ଓଡ଼ିଆ ସାହିତ୍ୟ ଜଗତରେ ନୂଆ ନୂଆ ପାଦ ରଖି ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସମ୍ଭାବନାମୟୀ ସ୍ମୃତିକଳା ମହାନ୍ତି ଏକ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ ।…

ଏର୍ନାକୁଲାମରେ ବୋମା ବିସ୍ଫୋରଣ, ଘଟଣାସ୍ଥଳରେ ଉପସ୍ଥିତ ଥିଲେ ୨ ହଜାର ଲୋକ

କେରଳ: ସମ୍ମିଳନୀ କକ୍ଷରେ ବୋମା ବିସ୍ପୋରଣ । କେରଳର ଏର୍ଣ୍ଣାକୁଲମ ଜିଲ୍ଲା ଅନ୍ତର୍ଗତ କୋଚିର କଲାମସେରୀ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ଘଟିଛି । କ୍ରିଷ୍ଟିଆନ୍ ମାନଙ୍କ ପ୍ରାର୍ଥନା ସଭା ଚାଲିଥିବା ବେଳେ ବଡ ଧରରୀ ବିସ୍ଫୋରଣ ହୋଇଥିବା ଜଣାପଡିଛି । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା…

ରାଜସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା : ଗୋଟିଏ ପରିବାରର ୭ ମୃତ,୨ଗୁରୁତର

ନୂଆଦିଲ୍ଲୀ : ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ହନୁମାନଗଡ  ଜିଲ୍ଲାର ନାଉରଙ୍ଗଦେସରଠାରେ କାର ଓ ଟ୍ରଲି ମୁହାଁମୁହିଁ ଧକ୍କା ହୋଇଛି  । ଫଳରେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି  ।  ମୃତକଙ୍କ ମଧ୍ୟରେ ୪ ଜଣ ମହିଳା, ଦୁଇ ଜଣ ପୁରୁଷ ଓ ଜଣେ…

କ୍ରିକେଟର ବଂଶଜ ଶର୍ମାଙ୍କୁ ୨ ବର୍ଷ ବାସନ୍ଦ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ କ୍ରିକେଟର ବଂଶଜ ଶର୍ମାଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି । ଜମ୍ମୁ-କଶ୍ମୀରର ଏହି କ୍ରିକେଟରଜଣଙ୍କ ୨ଟି ଭିନ୍ନ ଭିନ୍ନ ଜନ୍ମ ତାରିଖ ଥିବା ପ୍ରମାଣପତ୍ର ଦେଇଥିଲେ । ଏଥିନେଇ ବୋର୍ଡ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି…

୨୧ ବର୍ଷ ପରେ ଏସିଡ ପୀଡିତାଙ୍କୁ ମିଳିଲା ନ୍ୟାୟ, ଗିରଫ ହେଲା ଅଭିଯୁକ୍ତ

ଉତ୍ତରପ୍ରଦେଶର: ସେଦିନ ଥିଲା ୨୦୦୨ ମସିହା ସେପ୍ଟେମ୍ବର ୭ ତାରିଖ । ସ୍ଥାନ ଆଗ୍ରା । ନିଜ ଘର ସମ୍ନାରେ ଠିଆ ହୋଇଥିଲେ ଜଣେ ଯୁବତୀ । ଠିକ୍ ସେତିକି ବେଳେ ଜଣେ ଯୁବକ ଜଣକ ଆସି ତାଙ୍କ ଉପରକୁ ଏସିଡ ମାଡ କରିଥିଲା । ଏସିଡ ଆକ୍ରମଣରେ ମହିଳାଙ୍କ ସମ୍ପୁର୍ଣ୍ଣ ମୁହଁ ଓ ଶରୀରର କିଛି ଅଂଶ ଜଳି…

ଅଧିନାୟକ ଭାବେ ୧୦୦ତମ ମ୍ୟାଚ ପୂରଣ କରିବେ ରୋହିତ

ଲକ୍ଷ୍ନୌ: ଇକାନା ଷ୍ଟାଡିୟମରେ ରବିବାର ଭାରତ ଓ ଇଂଲଣ୍ଡ ମ୍ୟାଚରେ ଦିନିକିଆ ବିଶ୍ୱକପ କ୍ରିକେଟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ବିଜୟ ହାସଲ କରି ଟିମ ଇଣ୍ଡିଆ ସେମିଫାଇନାଲ ପ୍ରବେଶ ସ୍ଥିତି ମଜଭୁତ କରିବ । ଅପରପକ୍ଷରେ ଇଂଲଣ୍ଡ ଏହି ମ୍ୟାଚକୁ ଜିତି ଏହି ଆଶା ଉଜ୍ଜୀବୀତ ରଖିବାକୁ ଚାହିଁବ ।…

ନୂଆବର୍ଷରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ: ଭି.କେ ପାଣ୍ଡିଆନ୍

ଭୁବନେଶ୍ବର: ଆଜି ମେଟ୍ରୋ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି ଭି.କେ ପାଣ୍ଡିଆନ୍ । ଗତକାଲି ପୁରୀ ଯାଇ ଶ୍ରୀମନ୍ଦିର  ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିବାବେଳେ ଆଜି ଭୋରରୁ ତ୍ରିଶୁଳିଆରେ ପହଞ୍ଚି ଭୁବନେଶ୍ବର-କଟକ ମେଟ୍ରୋ  ପ୍ରକଳ୍ପର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ…

ଆଜି ଭୁବନେଶ୍ବରରୁ ଗୌହାଟୀକୁ ଉଡି଼ବ ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରୁ ଗୌହାଟି ପହଞ୍ଚିବାକୁ ଲାଗିବ ମାତ୍ର ଦେଢ ଘଣ୍ଟା ସମୟ । ଆଜିଠାରୁ ଓଡ଼ିଶାରୁ ଗୌହାଟୀ ବିମାନ ସେବା ଆରମ୍ଭ ହେବ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଦୈନିକ ଚାଲିବ ବିମାନ । ସପ୍ତାହର ସବୁଦିନ ସେବା ଯୋଗାଇବ ଇଣ୍ଡିଗୋ । ଏହା ପରେ ଆଗକୁ ଜମ୍ମୁ, ଚଣ୍ଡିଗଡ ଓ ସୁରଟକୁ…