ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀମନ୍ଦିରର ନିଷେଧ ସାମଗ୍ରୀ (୨)
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନୀତି ନିୟମ ମଧ୍ୟରେ ଗୋଟିଏ ସାଧାରଣ ଭକ୍ତ କଣ କଣ କରିବା ଉଚିତ ନୁହେଁ ସେ ବିଷୟରେ ଅଳ୍ପ କିଛି ଆଲୋଚନା କରିଥିଲେ। କିନ୍ତୁ ଆଜିର ଆଲୋଚନାରେ ଜାଣିବା…