Latest Odisha News

BREAKING NEWS

Yearly Archives

2023

ଏଥର କୁମାର ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ: ଜାଣନ୍ତୁ କେଉଁ ସମୟରେ କରିବେ ଚାନ୍ଦ ପୂଜା

ଭୁବନେଶ୍ଵର: ଚଳିତ ମାସ କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ । ଅକ୍ଟୋବର ମାସ ୨୮ ତାରିଖରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ । ଗ୍ରହଣର ଅବଧି ହେଉଛି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ । ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ…

ସକାଳୁ ସକାଳୁ ଲୁଗା ଦୋକାନରେ ଲାଗିଗଲା ନିଆଁ

ନୟାଗଡ: ଲୁଗା ଦୋକାନରେ ଲାଗିଗଲା ନିଆଁ । ହୁତହୁତ ଜଳୁଥିଲା ଲୁଗା ଦୋକାନ । ମୁହୂର୍ତ୍ତକରେ ପୋଡି ପାଉଁଶ ହୋଇଗଲା କୋଟି କୋଟି ଟଙ୍କାର ଲୁଗା । ଏମିତି ଘଟଣା ଘଟିଛି ନୟାଗଡ ଜିଲ୍ଲା ଖଣ୍ଡପଡା ରୋଡରେ ଥିବା ଏକ ବସ୍ତ୍ରାଳୟରେ । ଗୁରୁବାର ପ୍ରତ୍ୟୁଷରୁ ଘଟିଛି ଏପରି ଘଟଣା । ମିଳିଥିବା…

ବିଜେଡି-ବିରୋଧୀ ଟଣାଓଟରା-ରାଜନୀତିକୁ ଆସିଲେ ପାଣ୍ଡିଆନଙ୍କୁ ଜନତା ଗ୍ରହଣ କରିବେ ତ ?

ଭୁବନେଶ୍ୱର:ସିଧାସଳଖ ରାଜନୀତିକୁ ପଶିବେ କି ପାଣ୍ଡିଆନ ? ୨୦୨୪ ନିର୍ବାଚନ ଲଢିବେ କି ? ଯଦି ଲଢିବେ ଜନତା ତାଙ୍କୁ ଗ୍ରହଣ କରିବେ ତ ? ପୂର୍ବତନ ଆଇଏଏସ ଅଫିସର ତଥା ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଅଚାନକ ଇସ୍ତଫା ପରେ ଏମିତି ଅନେକ ପ୍ରଶ୍ନ ମନକୁ ଆସୁଛି । ଜନତାଙ୍କ ମନରେ ଥିବା ଏପରି ପ୍ରଶ୍ନକୁ…

ମେଦବହୁଳତା ଓ ଡାଇବେଟିସ୍ ନିୟନ୍ତ୍ରଣ କରେ କ୍ୟାପ୍ସିକମ୍

ନୂଆଦିଲ୍ଲୀ : ଆଜିର ଯୁଗରେ  ମେଦବହୁଳତା ଏବଂ ଡାଇବେଟିସ୍ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଏହି ଦୁଇ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଉପାୟ ରହିଛି। ଔଷଧ ସହିତ ସଠିକ୍ ଖାଦ୍ୟାଭ୍ୟାସ ଏହି ଦୁଇଟି ରୋଗର ନିୟନ୍ତ୍ରଣ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ମେଦବହୁଳତା ଓ ଡାଇବେଟିସର ଶିକାର…

ସେବାୟତ ବିବାଦ : ଗତକାଲିଠାରୁ ଖାଡା ଉପାସରେ ମହାପ୍ରଭୂ ଶ୍ରୀଲିଙ୍ଗରାଜ, ହୋଇନି କୌଣସି ନୀତିକାନ୍ତି

ଭୁବନେଶ୍ବର : ଆଜି ମଧ୍ୟ ଖାଡା ଉପାସରେ ମହାପ୍ରଭୂ ଶ୍ରୀ ଲିଙ୍ଗରାଜ ।  ଗତକାଲି ମଙ୍ଗଳ ଆଳତିଠାରୁ ନୀତିକାନ୍ତି ବନ୍ଦ ରହିଛି । ଗତକାଲିଠାରୁ ଏପର୍ଯ୍ୟନ୍ତ କୌଣସି ନୀତି କରାଯାଇନାହିଁ । ବେବନ୍ଦୋବସ୍ତ ଜମି ବିବାଦକୁ ନେଇ ନୀତିକାନ୍ତି ବନ୍ଦ ରହିଛି । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ…

କାଜୁ ଜଙ୍ଗଲରୁ ଦନ୍ତା ହାତୀର ଗଳିତ ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ଆଠଗଡ : ଥମୁନି ହାତୀ ମୃତ୍ୟୁ  । ହାତୀ-ମଣିଷ ଲଢେଇ ମଧ୍ୟରେ କେତେବେଳେ ମଣିଷର ଜୀବନ ଚାଲିଯାଉଛି ତ ଆଉ କେତେବେଳେ ହାତୀର ମୃତ୍ୟୁ ଘଟୁଛି । ଏହାରି ମଧ୍ୟରେ ଆଠଗଡ ବନଖଣ୍ଡରେ ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜେନାପଦା ବିଟ୍ ଅଂଶୁପା  ରାସ୍ତା ପେଟ୍ରୋଲ୍ ଟାଙ୍କି ନିକଟ କାଜୁ…

ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ ଘଟଣା: ଦେବଦୂତ ସାଜି ୧୫୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଗେଟମ୍ୟାନ

ଆଗ୍ରା:ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ ।  ପାତାଳକୋଟ ଏକ୍ସପ୍ରେସ ଟ୍ରେନ ପଞ୍ଜାବର ଫରିଦାବାଦରୁ ମଧ୍ୟପ୍ରଦେଶ ଯାଉଥିବାବେଳେ ଗତକାଲି ନିଆଁ ଲାଗି ଯାଇଥିଲା । ଆଗ୍ରାଠାରୁ ୧୦ କିମି ଦୂର ଭାଣ୍ଡାଇ ଷ୍ଟେସନ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଲୋକମାନେ ଜୀବନ ବିକଳରେ ଟ୍ରେନରୁ ଡେଇଁ ଜୀବନ…

ଘରୋଇ ବସ୍ ମାଲିକ ସଂଘ-ସରକାରଙ୍କ ମଧ୍ୟରେ ବୈଠକ ଆଜି: ବାହାରିପାରେ ସମାଧାନର ବାଟ !

ଭୁବନେଶ୍ୱର:  ବସ୍ ଚଳାଚଳକୁ ନେଇ ଆଜି ହେବ ଆଲୋଚନା । ରାଜ୍ୟ ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ଆଜି ପୂର୍ବାହ୍ନ ୧୧ଟା ବେଳେ ଖାରବେଳ ଭବନରେ ବୈଠକ ବସିବାର ସମ୍ଭାବନା ରହିଛି । ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ମାଲିକ ସଂଘର ଦାବି ଉପରେ ବୈଠକରେ ଆଲୋଚନା ହୋଇପାରେ ।…

ଆଶା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ମନୁଷ୍ୟ ଜୀବନର ଅଙ୍କାବଙ୍କା ନଈରେ ବହୁତ କିଛି ଆଶା କରେ । ସବୁ ଆଶା କେବେ ପୂର୍ଣ୍ଣ ହୁଏ ନାହିଁ । କେତେ ଆଶା ଆଶାରେ ରହିଯାଏ । କେତେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିବା ଆଶା ପୂର୍ଣ୍ଣ ହୁଏ । ଆଶା ହେଉଛି ଏକ ଜହ୍ନରାତି । ଆଶା ଅଶିଣ…

ଭାଷା ଭାଗବତ : ପଣ୍ୟ ପୁସ୍ତକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯଂତ୍ର ପରି କଲେ ଲିଖନ ହାତକୁ ଆସିଥାଏ ଧନ ଲକ୍ଷ୍ମୀଂକ ପ୍ରଧାନ ପୂଜକ ବୋଲାଂତି ବିଶିଷ୍ଟ ଲେଖକ କୁଟୀରବାସୀ ହେଲେ କବି ପାରେ ସଂସାର କଥା ଭାବି ଥିଲେ ହେଁ ଅସଂଖ୍ୟ ପ୍ରମାଣ ଲୋକେ କରଂତି ପ୍ରତ୍ୟାଖ୍ୟାନ ଅଭ୍ୟାସ-ଚାଳିତ…