ଭୁବନେଶ୍ୱରରେ ଦୁର୍ଗା ମୂର୍ତ୍ତି ଭସାଣି ଶୋଭାଯାତ୍ରାରେ ହିଂସା, ଦୁଇ ଆହତ
ଭୁବନେଶ୍ୱର: ବୁଧବାର ରାତିରେ ଭୁବନେଶ୍ୱରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।
ରସୁଲଗଡ଼ ପୂଜା ମଣ୍ଡପର ମେଢ଼କୁ ଏକ ଭବ୍ୟ ଶୋଭାଯାତ୍ରାରେ ନିଆଯିବା ବେଳେ ଏହି ଅଘଟଣ ଘଟିଛି। କିଛି ଦୁର୍ବୃତ୍ତ ପୂଜା କମିଟି ସଦସ୍ୟ ଓ ଉତ୍ସବରେ ଭାଗ…