Latest Odisha News

BREAKING NEWS

Yearly Archives

2023

NCERT ବହିରେ ଐତିହାସିକ ପରିବର୍ତ୍ତନ, ଏଣିକି ସ୍କୁଲରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ପଢ଼ିବେ…

ନୂଆଦିଲ୍ଲୀ: NCERT ବହିରେ ଐତିହାସିକ ପରିବର୍ତ୍ତନ। ଏଣିକି ସ୍କୁଲରେ 'ଇଣ୍ଡିଆ' ବଦଳରେ 'ଭାରତ' ପଢ଼ିବେ ଛାତ୍ରଛାତ୍ରୀ। ଏନସିଇଆରଟି ବହିରେ 'ଇଣ୍ଡିଆ' ବଦଳରେ 'ଭାରତ' ଲେଖିବାକୁ ସୁପାରିସ କରାଯାଇଥିବା ବେଳେ ବହିରେ 'ଭାରତ' କରିବାକୁ ଏନସିଇଆରଟି ପ୍ୟାନେଲର ସର୍ବସମ୍ମତି ନିଷ୍ପତ୍ତି…

‘ବିରୋଧୀ ଦଳ ‘ଇଣ୍ଡିଆ’ରେ ସାମିଲ ହେବନି ବିଏସପି’

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଆଉ ମାତ୍ର ୬ ମାସ ବାକି ଅଛି । ଏହାକୁ ଦୃଷ୍ଟିରେ ରଖି ବିରୋଧୀ ଦଳ 'ଇଣ୍ଡିଆ' ଏବଂ କେନ୍ଦ୍ରରେ ସରକାର ଚଳାଉଥିବା ଏନଡିଏ ନିଜ ନିଜ ରାଜନୈତିକ ଗୋଷ୍ଠୀକୁ ମଜବୁତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । କିନ୍ତୁ, ଏସବୁ…

IAS ପଦରୁ ଇସ୍ତଫା ଦେବା ପରେ ବନିଲେ ରାପର୍, ଅଭିଷେକଙ୍କ ରାପ୍‌ରେ ଗ୍ଲାମରର ତଡକା ଦେବେ ସନ୍ନି ଲିଓନ

ମୁମ୍ବାଇ: ଆଇଏଏସ୍ ଅଫିସରରୁ କଳାକାର ଭାବରେ ଉଭା ହୋଇଥିବା ଅଭିଷେକଙ୍କୁ ଆଜି କିଏ ଅବା ନଜାଣେ। ପ୍ରଶାସନିକ ଅଧିକାରୀରୁ ଜଣେ ଦକ୍ଷ କଳାକାର ହୋଇ ସଫଳ ହୋଇଛନ୍ତି ଅଭିଷେକ ଏବଂ ତାଙ୍କୁ ଦର୍ଶକ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ଅଭିଷେକ ସିଂ ପ୍ରଶାସନରେ ଯେପରି ନିଜର ଦକ୍ଷତା ଦେଖାଇଥିଲେ ଠିକ୍ ସମାନ…

‘ମୁଁ ଲେଖି ଦେଉଛି, ମୋଦି ସରକାର ଆଉ ଆସିବେ ନାହିଁ ’- ରାହୁଲଙ୍କ କହିଲେ ସତ୍ୟପାଲ ମଲ୍ଲିକ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜମ୍ମୁ କାଶ୍ମୀର ପୂର୍ବ ରାଜ୍ୟପାଳ ସତ୍ୟାପାଲ ମଲ୍ଲିକଙ୍କ ସହ ଆଲୋଚନା କରିଥିଲେ । ୨୮ ମିନିଟର ଏହି ଆଲୋଚନାରେ ରାହୁଲ ଗାନ୍ଧୀ ସତ୍ୟାପାଲ ମଲ୍ଲିକଙ୍କ ସହ ପୁଲବାମା, ଚାଷୀ ଆନ୍ଦୋଳନ, ଏମଏସପି, ଜାତିଗତ ଜନଗଣନା, ମଣିପୁର ହିଂସା ଆଦି ବିଭିନ୍ନ…

ମା’ ମାଣିକେଶ୍ବରୀଙ୍କ ଲାଖମରା ପର୍ବ ଅନୁଷ୍ଠିତ

ଭବାନୀପାଟଣା: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କ ଲାଖବିନ୍ଧା ବା ବା ଲାଖମରା ପର୍ବ ମହାସମାରହରେ ଅନୁଷ୍ଠିତ ହୋଇଯାଛି । ଏହି ପର୍ବର ଏକ ଭିନ୍ନ ସ୍ବତନ୍ତ୍ରତା ରହିଛି । ଏହି ପର୍ବ ମାଧ୍ୟମରେ ଏକ ଲାଖମରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ଓ ବିଜୟୀ କୁ ରାଜପରିବାର ପକ୍ଷରୁ…

ଧନୀ ଦେଶର ନାଗରିକତ୍ୱ ନେବାରେ ଶୀର୍ଷରେ ଭାରତୀୟ, ଏହି ଦେଶ ହେଉଛି ପ୍ରଥମ ପସନ୍ଦ….

ନୂଆଦିଲ୍ଲୀ: ବିଦେଶୀ ନାଗରିକତା ପାଇବାରେ ସବୁଠୁ ଆଗରେ ଅଛନ୍ତି ଭାରତୀୟ । ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ବିବାଦ ଚାଲୁଥାଇପାରେ ସତ, କିନ୍ତୁ ଯେତେବେଳେ ଦେଶାନ୍ତର କଥା ଆସେ ସେତେବେଳେ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ଅର୍ଗାନାଇଜେସନ ଫର୍ ଇକୋନୋମିକ କୋଅପରେସନ ଆଣ୍ଡ…

ଶ୍ରୀମନ୍ଦିରରେ ଆଜିଠୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ଆଶ୍ବିନ ମାସ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଏହି ନୀତି ମହାପ୍ରଭୁଙ୍କର ଚାଲିବାକୁ ଥିବାବେଳେ ଏକ ମାସ ଧରି ମହାପ୍ରଭୁଙ୍କ ସ୍ବତନ୍ତ୍ର ବାଳଭୋଗ ସହ ରାଧାଦାମୋଦର ବେଶ ଆରମ୍ଭ ହୋଇଛି…

କୁଳଡିହା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ, ୪୨ ଜଣ ବନ କର୍ମଚାରୀ ନିୟୋଜିତ

ବାଲେଶ୍ୱର: କୁଳଡିହା ଅଭୟାରଣ୍ୟରେ ଆରମ୍ଭ ହେଲା ବାଘ ଗଣନା। ବାଲେଶ୍ୱର ଜିଲ୍ଲାର କୁଳଡିହା ସମେତ ସମସ୍ତ ଫରେଷ୍ଟ ଡିଭିଜନରେ ଆଜିଠାରୁ ବାଘ ଗଣନା ଆରମ୍ଭ। ଏହି ଗଣନା କାର୍ଯ୍ୟ ଆଜିଠୁ ୩୦ ତାରିଖ ଯାଏଁ ଆର୍ଥାତ୍ ୫ ଦିନ ଧରି ଚାଲିବ। ନୀଳଗିରିର କୁଲଡିହା ସଂରକ୍ଷିତ ଅଭୟାରଣ୍ୟରେ ୧୪ଟି ବିଟ୍ ରେ…

ପୁରୀ ସମୁଦ୍ରରେ ଅଘଟଣ, ରିପ୍ କରେଣ୍ଟ ନେଲା ଜଣେ ପର୍ଯ୍ୟଟକଙ୍କ ଜୀବନ

ପୁରୀ: ଲାଇଟ ହାଉସ୍ ବେଳାଭୂମି ନିକଟ ସମୁଦ୍ରରେ ଅଘଟଣ। ଗାଧୋଇବା ବେଳେ ସମୁଦ୍ରରେ ଭାସି ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଚ୍ଚିତ୍ ବାନାର୍ଜୀ। ଆଜି ସକାଳେ ଅର୍ଚ୍ଚିତ୍ ନିଜ ପରିବାର ସହ ବଳିଆପଣ୍ଡା ଲାଇଟ୍ ହାଉସ୍ ନିକଟ ବିର୍ଲା ଗେଷ୍ଟ ହାଉସ୍ ସମ୍ମୁଖ…

କୋରାପୁଟରେ ଡବଲ୍ ମର୍ଡର, ବାପା-ପୁଅଙ୍କ ଠେଙ୍ଗାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ

କୋରାପୁଟ: ବାପା-ପୁଅଙ୍କ ଠେଙ୍ଗାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ। ମୃତ୍ୟୁ ପ୍ରତିଶୋଧରେ ଗାଁର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ଏଭଳି ଅଭାବନୀୟ ଘଟଣା ଘଟଣା ଘଟିଛି କୋରାପୁଟ ପଟ୍ଟାଙ୍ଗି ଥାନା କୁନ୍ଦୁଲି ହାଟପଦାରେ। ବାପା ଏବଂ ପୁଅର ଆକ୍ରମଣରେ ଟେମା ଗାଁର ଯୁବକଙ୍କ ମୃତ୍ୟୁ…