ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀମନ୍ଦିରର ନିଷେଧ ସାମଗ୍ରୀ
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ କିଛି ସାମଗ୍ରୀ ମନ୍ଦିର ଭିତରକୁ ନେବା ବାରଣ ହୋଇଛି। ସାଧାରଣତଃ କେବଳ ଶ୍ରୀମନ୍ଦିର ନୁହେଁ ସବୁ ପ୍ରକାର ଧାର୍ମିକ ସ୍ଥଳ ଓ ଆଶ୍ରମ,…