Latest Odisha News

BREAKING NEWS

Yearly Archives

2023

ଦେଶର ପ୍ରଥମ ଏୟାର ମାର୍ଶଲ କପଲ

ନୂଆଦିଲ୍ଲୀ: ଆପଣ ଡାକ୍ତର ଦମ୍ପତି, ସାମ୍ବାଦିକ ଦମ୍ପତି, ଶିକ୍ଷକ ଦମ୍ପତି ଏପରିକି ଆଇଏଏସ ଦମ୍ପତି ଏବଂ ଆଇପିଏସ ଦମ୍ପତି ନିଶ୍ଚୟ ଦେଖିଥିବେ । କିନ୍ତୁ ଥ୍ରୀ ଷ୍ଟାର ଦମ୍ପତିଙ୍କ ବିଷୟରେ କେବେ ଶୁଣିଛନ୍ତି । ଏହି ଥ୍ରୀ ଷ୍ଟାର ଦମ୍ପତି ପାଇବା ବିରଳ । କିନ୍ତୁ ଏମିତି ଏକ ଦ୍‌ମ୍ପତି ଅଛନ୍ତି,…

୫ ଦିନ ମଧ୍ୟରେ ୪୦୦ କୋଟି ଛୁଇଁଲା ‘ଲିଓ’

ମୁମ୍ବାଇ: ଥଲାପତି ବିଜୟଙ୍କ ଆକ୍ସନ ଥ୍ରୀଲର ଫିଲ୍ମ ‘ଲିଓ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ କେବଳ ଘରୋଇ ନୁହେଁ, ବିଦେଶୀ ବକ୍ସ ଅଫିସରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛି । ଫିଲ୍ମଟି ରିଲିଜ ହେବାର ପାଞ୍ଚ ଦିନ ମଧ୍ୟରେ ଭଲ ବ୍ୟବସାୟ କରିଛି । ଘରୋଇ ବଜାରରେ ବିଜୟଙ୍କ ଫିଲ୍ମ ୨୦୦ କୋଟି…

ହମାସ-ଇସ୍ରାଏଲ ଯୁଦ୍ଧ: ‘ମହାସଙ୍କଟର ସାମ୍ନା କରିପାରେ ବିଶ୍ବ ଅର୍ଥନୀତି’

ରିୟାଦ: ଗତ ୭ ତାରିଖରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଯାହା ଆଗାମୀ ଦିନରେ ମାନଙ୍କରେ ବିଶ୍ବ ଅର୍ଥନୀତି ଉପରେ ସଙ୍କଟ ହୋଇ ଠିଆହେବ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ବ ବ୍ୟାଙ୍କର ସଭାପତି ଅଜୟ ବଙ୍ଗା । ବିଶ୍ବ ବ୍ୟାଙ୍କର ସଭାପତି କହିଛନ୍ତିଯେ, ଇସ୍ରାଏଲ…

ବିଗ୍‌ବସ୍‌ରୁ ପ୍ରତିଯୋଗୀଙ୍କୁ ଉଠାଇ ନେଲା ପୋଲିସ

ମୁମ୍ବାଇ: ଛୋଟପରଦାର ସବୁଠୁ ବେଶୀ ଲୋକପ୍ରିୟ ରିୟଲିଟି ଶୋ ହେଉଛି ବିିଗ୍‌ବସ । ଟେଲିକାଷ୍ଟ ହେବାପରଠାରୁ ବିବାଦୀୟ ହୋଇପଡ଼ିଛି ଏହି ଶୋ’ । ଏବେ ଶୋ’ ମଝିରୁ ଜଣେ ପ୍ରତିଯୋଗୀଙ୍କୁ ଉଠାଇ ନେଇଛି ପୋଲିସ । ସେ ହେଲେ ବର୍ଥୁର ସନ୍ତୋଷ । ରିୟଲିଟି ଶୋ’ରେ ବାଘ ନଖର ପେଣ୍ଡେଣ୍ଟ ପିନ୍ଧିଥିବା ଅଭିଯୋଗରେ…

ମହମ୍ମୁଦାଲ୍ଲା ଏକାକୀ ଲଢ଼ିଲେ: ଦକ୍ଷିଣ ଆଫ୍ରିକା ନିକଟରୁ ବାଂଲାଦେଶର ଶୋଚନୀୟ ପରାଜୟ

ୱାଙ୍ଖେଡ: ଦିନିକିଆ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ୧୪୯ ରନରେ ଶୋଚନୀୟ ଭାବେ ବାଂଲାଦେଶକୁ ପରାସ୍ତ କରିଛି । କ୍ୱିଂଟନ ଡିକକ ଓ ହେନରୀ କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରମାନେ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ କରିଥିଲେ । ୩୮୩ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ…

ବାତ୍ୟା ହାମୁନ୍ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ବୁଧବାର ବାଂଲାଦେଶ ଉପକୂଳ ଅତିକ୍ରମ କରିବ

ନୂଆଦିଲ୍ଲୀ: ମଙ୍ଗଳବାର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ 'ହାମୁନ୍' ଘନୀଭୂତ ହୋଇ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ କ୍ରମଶଃ ଦୁର୍ବଳ ହୋଇ ଉତ୍ତର-ପୂର୍ବ ଦିଗକୁ ଗତି…

ବରଗଡ଼ରେ ରହସ୍ୟମୟ ପରିସ୍ଥିତିରେ ନଦୀରୁ ମିଳିଲା ମୃତ ଦେହ

ବରଗଡ଼: ମଙ୍ଗଳବାର ନଦୀରେ ଭାସୁଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ଏବେ ରହସ୍ୟ ଘେରରେ ରହିଛି। ମୃତକ ହେଲେ ପଦ୍ମପୁର ଥାନା ଅନ୍ତର୍ଗତ ବାରିକେଲା ଗ୍ରାମର ଗଣପତି ବେହେରା। ଗତ କିଛି ବର୍ଷ ହେବ ସେ ସହରର ଏକ ମହିଳା ମହାବିଦ୍ୟାଳୟରେ କାର୍ଯ୍ୟରତ ଥିଲେ। ଆଜି ସକାଳେ ଗାଁର କିଛି ଲୋକ…

ଦାଦାବଟି ଆଦାୟ ଅଭିଯୋଗରେ ତିନି ଜଣଙ୍କୁ ଗିରଫ କଲା ପୋଲିସ

ପୁରୀ: ବିଭିନ୍ନ ସ୍ଥାନରୁ ଦାଦାବଟି ଆଦାୟ ଅଭିଯୋଗରେ ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରଥମ ମାମଲାରେ ଅଭିଶେକ ପ୍ରଧାନ ପୁରୀ ସହର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ରେଡକ୍ରସ ରୋଡରେ ଜଣେ ଦୋକାନୀଙ୍କୁ ଛୁରି ଦେଖାଇ ଭୟଭୀତ କରିବା ସହ ଦାଦାବଟି ମାଗିଥିବା ଅଭିଯୋଗ ହୋଇଛି।…

ଭୋଟର ତାଲିକା ସଂଶୋଧନ ପାଇଁ ୫୩ ଓଏଏସ୍ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର: ଓଡ଼ିଶା ସରକାର ଭୋଟର ତାଲିକାର ସଂଶୋଧନକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ର ୫୩ ଜଣ ଅଧିକାରୀଙ୍କୁ ବଦଳି କରିଛନ୍ତି। ମଙ୍ଗଳବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ଏକ ସରକାରୀ ବିଜ୍ଞପ୍ତିରେ ଏହି ବଦଳି ସମ୍ପର୍କରେ ଘୋଷଣା କରାଯାଇଛି।…

ରାଜସ୍ଥାନ ବିଧାନସଭା ନିର୍ବାଚନ: ୧୫ ଦିନରେ ନଗଦ ୨୪୪ କୋଟି ଟଙ୍କା ଜବତ

ଜୟପୁର: ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ଥାନରେ ବିଭିନ୍ନ ଏନଫୋର୍ସମେଣ୍ଟ ଏଜେନ୍ସି ଦ୍ୱାରା ବିଭିନ୍ନ କାର୍ଯ୍ୟନିର୍ବାହୀ ସଂସ୍ଥା ଗତ ୧୫ ଦିନ ମଧ୍ୟରେ ୨୪୪ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ଓ ବେଆଇନ ସାମଗ୍ରୀ ଜବତ କରିଛନ୍ତି ।…