Latest Odisha News

BREAKING NEWS

Yearly Archives

2023

ବିଗ୍ ବିଙ୍କୁ ପ୍ରଶଂସା କଲା ତାଲିବାନ, ସୋସିଆଲ ମିଡିଆରେ କଲା ସେୟାର

ମୁମ୍ବାଇ: ବଲିଉଡ୍‌ର ବିଗ୍ ବି ଅମିତାଭ ବଚ୍ଚନଙ୍କର ବିଦେଶରେ ମଧ୍ୟରେ ଅନେକ ପ୍ରଶଂସକ ରହିଛନ୍ତି । ଦୁନିଆର ପ୍ରତ୍ୟେକ କୋଣ ଅନୁକୋଣରେ ଅମିତାଭଙ୍କ ପାଇଁ ଭାରତୀୟ ପ୍ରଶଂସକଙ୍କ ଭଳି ସମାନ କ୍ରେଜ୍ ଦେଖିବାକୁ ମିଳିଛି । ସେଥିମଧ୍ୟରେ ତାଲିବାନ ମଧ୍ୟ ଅମିତାଭ ବଚ୍ଚନଙ୍କର ଜଣେ ବଡ଼ ପ୍ରଶଂସକ ।…

ଦୁନିଆର ସବୁଠୁ ବଡ଼ ରୁଟି, ପ୍ରସ୍ତୁତ କରିବାକୁ ଲାଗିଥିଲା ୭ ଘଣ୍ଟା

ଜୟପୁର : ରାଜସ୍ଥାନର ଭିଲୱାରାଠାରେ ତିଆରି ହୋଇଛି ବିଶ୍ୱର ସର୍ବବୃହତ ରୁଟି । ଏହି ରୁଟି ତିଆରି କରିବାକୁ ପ୍ରାୟ ୭ ଘଣ୍ଟା ସମୟ ଲାଗିଥିଲା । ଏହି ରୁଟି ପ୍ରସ୍ତୁତ କରିବା ପାଇଁ ଦୁଇ ବର୍ଷ ଧରି ପ୍ରସ୍ତୁତି ଚାଲିଥିଲା । ଏହି ରୁଟି ଭିଲୱାରା ସହରର ହରିସେୱା ଧାମରେ ତିଆରି କରାଯାଇଥିଲା ।…

୫୦୦୦ କଙ୍କଡା ବିଛା ସହ ୩୩ ଦିନ, କଲେ ରେକର୍ଡ଼

ଥାଇଲାଣ୍ଡ: ସାଧାରଣତଃ କଙ୍କଡ଼ା ବିଛାକୁ ଦେଖିଲେ ଲୋକେ ଭୟରେ ଦୌଡ଼ି ପଳାଇଥାନ୍ତି । କାରଣ କଙ୍କଡ଼ା ବିଚ୍ଛା ବେଶୀ ବିଷାକ୍ତ ହୋଇଥାନ୍ତି । ଏହା କାମୁଡ଼ିଲେ ଅଧିକ ଯନ୍ତ୍ରଣା ଦେଇଥାଏ । ଏମିତି କି କେବେ କେବେ କଙ୍କଡ଼ା ବିଛା କାମୁଡ଼ିବାରେ ଲୋକଙ୍କର ମୃତ୍ୟୁ ବି ହୋଇଥାଏ । କିନ୍ତୁ ଏମିତି ଜଣେ ଯୁବତୀ…

ଜେଏସପି ଫାଉଣ୍ଡେସନର ‘ମିଶନ ଜିରୋ ହଙ୍ଗର’ କାର୍ଯ୍ୟକ୍ରମ, ଲୋଡିଲା ସାମାଜିକ ସହାୟତା, ସହଯୋଗ

ଭୁବନେଶ୍ୱର: ଏକ କ୍ଷୁଧାମୁକ୍ତ ଭାରତ ଗଠନ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ସାମାଜିକ ସଂଗଠନ ଜେଏସପି ଫାଉଣ୍ଡେସନ ଦୃଢ ସଂକଳ୍ପବଦ୍ଧ । ଏହି କ୍ରମରେ ଜେଏସପିର ଅଧକ୍ଷ ନବୀନ ଜିନ୍ଦଲଙ୍କ କ୍ଷୁଧାମୁକ୍ତ ଭାରତ ଲକ୍ଷକୁ ହାସଲ କରିବା ପାଇଁ ଫାଉଣ୍ଡେସନ ତାର ମହତ୍ୱାକାଂକ୍ଷୀ…

କିଟ୍ ଆନ୍ତର୍ଜାତିକ ଛାୟା ଜାତିସଂଘ ଉଦ୍‌ଯାପିତ

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା କିଟ୍ ଇଣ୍ଟରନ୍ୟାସନାଲ ମଡେଲ ୟୁନାଇଟେଡ୍ ନେସନସ୍ (ଏମୟୁଏନ୍‌)ର ୧୧ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଦେଶବ୍ୟାପୀ ୫ଶହ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ୧୩ଶହରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ । ଏହା…

ଦିନିକିଆ ବିଶ୍ୱକପ କ୍ରିକେଟ: କୋହଲି, ରାହୁଲ ଭାରତକୁ ଜିତାଇଲେ

ମାଡ୍ରାସ: ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ତାର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ଲୋ ସ୍କୋରିଂ ମୁକାବିଲାରେ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୨୦୦ ରନର ଲକ୍ଷ୍ୟ ରଖିଥିଲା । ମାତ୍ର ଭାରତୀୟ ଇନିଂସର ଆରମ୍ଭ ନାଟକୀୟ ଢଙ୍ଗରେ…

ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗୌରବ ଆଣିଲେ ଏକଲବ୍ୟ ଛାତ୍ରଛାତ୍ରୀ, ୨୧ ଜଣ ଛାତ୍ରଛାତ୍ରୀଙ୍କୁ ସଫଳତା

ଭୁବନେଶ୍ବର: ଜାତୀୟ ସ୍ତରରେ ଗୌରବ ଆଣିଲେ ଓଡ଼ିଆ ଛାତ୍ରଛାତ୍ରୀ। ଏକଲବ୍ୟ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଚତୁର୍ଥ ଜାତୀୟ ସ୍ତରୀୟ ସାଂସ୍କୃତିକ ସାହିତ୍ୟ ତଥା କଳା ଉତ୍ସବରେ ଯୋଗ ଦେଇ ଓଡିଶା ପାଇଁ ଗୌରବ ଆଣିଛନ୍ତି। ଉତ୍ତରାଖଣ୍ଡସ୍ଥିତ ଡେରାଡୁନଠାରେ ଅକ୍ଟୋବର୩ ତାରିଖରୁ ୬ ତାରିଖ ମଧ୍ୟରେ…

‘ଜଣେ ଅଭିଯୁକ୍ତର ମୃତ୍ୟୁରେ ଖୁସି, ଅନ୍ୟ ଜଣେ ଦଣ୍ଡିତ ହେବା ଦରକାର’, କାହାକୁ ଇସାରା କଲେ ମମିତାଙ୍କ ମା?

ବଲାଙ୍ଗୀର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଦଣ୍ଡିତ ହେବା ଦରକାର। ସେ ଏବେ ବୁଲୁଛନ୍ତି। ମମିତାଙ୍କ ମା ଆଜି ଏହା କହିଛନ୍ତି। ସଂପୃକ୍ତ ଅଭିଯୁକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନି ସିବିଆଇ ଏହି ମାମଲାର ତଦନ୍ତ କଲେ ସଂପୃକ୍ତ ଅଭିଯୁକ୍ତ ଦଣ୍ଡିତ…

ସୁନ୍ଦରଗଡ: ରାସ୍ତାରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ମାଆ, ଝିଅଙ୍କ ଘଟଣା, ଥାନାକୁ ପଠାଗଲା ଫଟୋ

ସୁନ୍ଦରଗଡ: ସୁନ୍ଦରଗଡ ରାସ୍ତାରେ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିବା ମା-ଝିଅଙ୍କ ଘଟଣା ଏବେ ଚର୍ଚ୍ଚାରେ। ସ୍ବାମୀର ମୃତ୍ୟୁ ପରେ କିଭଳି ତାଙ୍କ ଦିଅର ତାଙ୍କୁ ଓ ଝିଆରିଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲା ଚିକିତ୍ସାଧୀନ ଅବସ୍ଥାରେ ପୋଲିସକୁ ସେହି କାଳ କାହାଣୀ କହିଥିବା ସୂଚନା ରହିଛି।…

ରାଜ୍ୟ ମେଡିକାଲ ଆଉଟ ସୋରସିଙ୍ଗ କର୍ମଚାରୀ ସଂଘ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବି

ପୁରୀ: ମେଡିକାଲ ଆଉଟ ସୋରସିଙ୍ଗ କର୍ମଚାରୀମାନଙ୍କର ରାଜ୍ୟସ୍ତରୀୟ କନଭେନସନ ସ୍ଥାନୀୟ ବଳ ଗଣ୍ଡି ସ୍ଥିତ ଜାନକୀ ରେସିଡେନ୍ସି ହଲରେ ଅନୁଷ୍ଠିତ ହୋଇଯାଇଛି। ମେଡିକାଲରେ ସ୍ଥାୟୀ ନିଯୁକ୍ତି ଦାବି ନେଇ ରାଜ୍ୟ ମେଡିକାଲ ଆଉଟ ସୋରସିଙ୍ଗ କର୍ମଚାରୀ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି।ସାରା…