Latest Odisha News

BREAKING NEWS

Yearly Archives

2023

ଚାଷୀ ଅଡି କାରରେ ଆସି ବିକୁଛନ୍ତି ଶାଗ

କେରଳ: ଅଡି କାରରେ ଆସି ରାସ୍ତାକଡ଼ରେ ବସି ଶାଗ ବିକ୍ରି କରୁଛନ୍ତି ଚାଷୀ । ଯେକେହି ବି ଏହି କଥା ଶୁଣିବେ ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । କିନ୍ତୁ ଘଟଣାଟି ସତ । ଏମିତି ଜଣେ କେରଳର ଚାଷୀଙ୍କୁ ନେଇ ଏବେ ସୋସିଆଲ୍ ମିଡିଆରେ ଢେର ଚର୍ଚ୍ଚା । ଚାଷୀ ଜଣକ ଅଡି କାରରେ ଆସି ରାସ୍ତାକଡ଼ରେ ଶାଗ ବିକ୍ରି…

ହକି: ପାକିସ୍ତାନ ବିପକ୍ଷରେ ଭାରତ ହାସଲ କଲା ବୃହତ ବ୍ୟବଧାନର ବିଜୟ

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଭାରତୀୟ ହକି ଟିମ ପାକିସ୍ତାନ ବିପକ୍ଷରେ ଇତିହାସ ରଚିଛି । ପୁରୁଷ ହକିରେ ଭାରତ ୧୦-୨ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି । ଏହା ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ । ୧୯୫୬ରେ ଉଭୟ ଦେଶ ମଧ୍ୟରେ ପ୍ରଥମ ଥର ପାଇଁ ହକି ମ୍ୟାଚ ଖେଳା ଯାଇଥିଲା ।…

ବଢ଼ିଲା ୨ ହଜାର ଟଙ୍କିଆ ନୋଟ୍‌ର ବଦଳ ଅବଧି, ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କଲେ ଆରବିଆଇ

ନୂଆଦିଲ୍ଲୀ: ୨ହଜାର ଟଙ୍କିଆ ନୋଟ୍‌ର ଡିପୋଜିଟ୍ ଓ ଏକ୍ସଚେଞ୍ଜର ଅବଧି ବଢ଼ିଲା । ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କଲେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ୨ ହଜାର ଟଙ୍କିଆ ନୋଟ୍‌ର ବଦଳି ଅବଧି ଆଜି ଶେଷ ହେଉଥିଲା । କିନ୍ତୁ ଏବେ ବି ବହୁ ୨ ହଜାର ଟଙ୍କିଆ ନୋଟ୍ ବଜାରରେ ଉପଲବ୍ଧ ରହିଛି, ତେଣୁ…

ଦର୍ଶକଙ୍କୁ ପସନ୍ଦ ଆସୁନି ‘ଦ ଭ୍ୟାକସିନ୍ ୱାର’

ମୁମ୍ବାଇ: ଗତ ୨୮ ତାରିଖରେ ରିଲିଜ୍ ହୋଇଯାଇଛି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ଭ୍ୟାକସିନ୍ ୱାର’ । ଏହି ଫିଲ୍ମଟିକୁ ଦର୍ଶକ ଏତେଟା ପସନ୍ଦ କରୁନାହାନ୍ତି । କିନ୍ତୁ ଏହା ସମାଲୋଚକମାନଙ୍କଠାରୁ ସକରାତ୍ମକ ପ୍ରତିକ୍ରିୟା ପାଇଛି । ଫିଲ୍ମର ଓପନିଙ୍ଗ୍ ଡେ’ରେ…

ରାଚେଲ୍‍ ରୁଟୋଙ୍କୁ ମିଳିଲା ଦ୍ୱାଦଶ ‘କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ’

ଭୁବନେଶ୍ୱର: କେନିୟାର ବିଶିଷ୍ଟ ସମାଜସେବୀ ତଥା ଫାର୍ଷ୍ଟ ଲେଡି ରାଚେଲ୍‍ ରୁଟୋଙ୍କୁ ଦ୍ୱାଦଶ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୨ ପ୍ରଦାନ କରାଯାଇଛି । ଶନିବାର ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଚେଲ୍‌ଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ ।…

ଅସୁରକ୍ଷିତ ରାତିର ରାଜଧାନୀ: ଫୁଟପାଥ ଉପରେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢିଗଲା କାର

ଭୁବନେଶ୍ୱର: ଅସୁରକ୍ଷିତ ହୋଇ ପଡୁଛି ରାତିର ରାଜଧାନୀ । ବାସହୀନ ଗରିବ ଲୋକମାନଙ୍କ ପାଇଁ ଆଉ ସୁରକ୍ଷିତ ନୁହେଁ ଏ ରାଜରାସ୍ତା । ଗତକାଲି ରାତିର ଘଟଣା ଏମିତି ଏକ ଭାବନା ମନରେ ଭୟ ସୃଷ୍ଟି କରୁଛି । ରାତିର ରାଜଧାନୀ ଶୂନଶାନ ହୋଇପଡିଥିବାବେଳେ ରାଜମହଲ ଫୁଟପାଥରେ ଆଶ୍ରୟ ନେଇଥିଲେ ବାସହୀନ…

ହଲିଉଡ଼ରେ ଏଣ୍ଟ୍ରି କରିବେ ଜ୍ୟାକ୍‌ଲିନ୍‌, ଜିନ-କ୍ଲାଉଡଙ୍କ ସହ ଆସିଲେ ନଜର

ମୁମ୍ବାଇ: ବଲିଉଡ଼ ପରେ ଏବେ ହଲିଉଡ଼ରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ଅଭିନେତ୍ରୀ ତଥା ମଡେଲ ଜ୍ୟାକଲିନ ଫର୍ଣ୍ଣାଡିଜ । ସେ ବଲିଉଡରେ ଅନେକ ହିଟ ଫିଲ୍ମ ଭେଟିଦେଇ ଦର୍ଶକଙ୍କ ପସନ୍ଦର ନାୟିକା ପାଲଟି ଯାଇଛନ୍ତି । ବଲିଉଡ଼ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପରେ ଏବେ ସେ…

୧୯୯୨: ରଙ୍ଗୀନ ବିଶ୍ୱକପ, ରାଉଣ୍ଡ ରବିନ ଲିଗ୍‌, ବର୍ଷା ଅଭିଶାପ, ମିଆଁଦାଦ-ମୋରେ ବିବାଦ

୧୯୯୨ରେ କ୍ରିକେଟର ଆଧୂନିକୀକରଣ ହୋଇଥିଲା । ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ରଙ୍ଗୀନ ପୋଷାକ, ଧଳା ବଲ, କଳା ସାଇଟ ସ୍କ୍ରିନ ଓ ଫ୍ଲଡ ଲାଇଟ ପ୍ରଶଂସକଙ୍କ ମନରେ ରୋମାଂଚ ଭରିଥିଲା । ୪ ବର୍ଷ ବଦଳରେ ୫ ବର୍ଷ ବ୍ୟବଧାନରେ ଏହି ବିଶ୍ୱକପ ଖେଳା ଯାଇଥିଲା । ତେବେ…

ନରମିଲେ ସରକାର: ଗୃହ ବିବରଣୀରୁ ‘ମେଣ୍ଟାଲ୍ ଡିଜ୍ଅର୍ଡର’ ମନ୍ତବ୍ୟକୁ ବାଦ୍ ଦେଲେ

ଭୁବନେଶ୍ୱର:ଶେଷରେ ନରମିଲେ ସରକାର । ବିରୋଧୀ ଦଳଙ୍କ ଚାପରେ ଗୃହ ବିବରଣୀରୁ ବାଦ୍ ଦେଲେ 'ମେଣ୍ଟାଲ୍ ଡିଜ୍ଅର୍ଡର' ମନ୍ତବ୍ୟ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମାନସିକ ସ୍ଥିତି ଠିକ ନାହି ବୋଲି ବିଜେଡି ବିଧାୟକ ଅରୁଣ ସାହୁ ଦେଇଥିବା ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ ଦିଆ ଯାଇଥିବା…

ହାତୀ-ମାଲିକଙ୍କ ପ୍ରେମ: ମାଲିକଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ ହାତୀ

ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ । ପଶୁମାନେ ଥରେ ମଣିଷଙ୍କୁ ଭଲ ପାଇ ବସିଲେ, କେବେ ପ୍ରତାରଣା କରନ୍ତି ନାହିଁ । ଏମିତି କି ସେମାନେ ସେହି ବ୍ୟକ୍ତିଙ୍କୁ କେବେ ବି ଛାଡ଼ି ପାରନ୍ତି ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓରେ…