ମୁଁ ବଞ୍ଚିଛି, ମିଥ୍ୟା ଖବର କହିବା ବନ୍ଦ କରନ୍ତୁ: ଜିଜ୍ଞାସା
ମୁମ୍ବାଇ: ନିକଟରେ ଦୁର୍ଘଟଣାରେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଜିଜ୍ଞାସା ସିଂହଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଏକ ଗୁଜବ ଖବର ପ୍ରସାରିତ ହୋଇଥିଲା । ତାଙ୍କର ଏଭଳି ମୃତ୍ୟୁ ଖବରକୁ ଶୁଣି ତାଙ୍କ ପ୍ରଶଂସକ ଓ ପରିବାରଲୋକ ସ୍ତବ୍ଧ ହୋଇଯାଇଥିଲେ । ଏନେଇ ଅନେକ ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା ।…